ପତଳା ବାଳକୁ ମୋଟା ଓ ଘନା କରିବା ପାଇଁ କରନ୍ତୁ ଏହି ସହଜ ଓ ପ୍ରଭାବଶାଳୀ ଉପାୟ

ଆଜି କାଲି ଦୁନିଆରେ ସମସ୍ତଙ୍କ ଜୀବନରେ କେସକୁ ନେଇ ବହୁତ ସମସ୍ୟା ଅଛି । ଯେମିତି କି କେସ ଝଡ଼ିବା, ବୟସ ପୂର୍ବରୁ କେସ ଧଳା ହୋଇଯିବା, କେସ ଦୁର୍ବଳ ହୋଇଯିବା, କେସ ପତଳା ହୋଇଯିବା ଏହିଭଳି ବହୁତ ସମସ୍ୟା ଦେଖାଯାଏ । ଆଜି ଆପଣମାନଙ୍କୁ ଆମେ ଏପରି ଏକ ତେଲ ବିଷୟରେ କହିବୁ ଯାହାକୁ ଲାଗାଇବା ଦ୍ଵାରା ଆପଣଙ୍କ କେସର ଏହି ସବୁ ସମସ୍ୟା ବହୁତ ଜଲ୍ଦି ଦୂର ହୋଇଯିବ ।

କହିବାକୁ ଗଲେ ଭିଟାମିନ ମନୁଷ୍ୟ ଶରୀରେ ପାଇଁ ବହୁତ ଜରୁରୀ ଅଟେ ଏବଂ କେସ ପାଇଁ ମଧ୍ୟ ଭିଟାମିନ ଜରୁରୀ ଅଟେ ।

କେସର ଯେତେ ସବୁ ସମସ୍ୟା ଅଛି ସେହି  ସବୁ ସମସ୍ୟା କେବଳ କେସର ମୂଳକୁ ସଠିକ ପୋଷଣ ନ ମିଳିବାରୁ ହୋଇଥାଏ । କହିବାକୁ ଗଲେ ଆପଣଙ୍କ ଜିନ କେଉଁଭଳି ଅଟେ, କେସର ଉଚିତ ଯତ୍ନ କିପରି ନେବା, ଖାଦ୍ୟପେୟ ଉପରେ ଆପଣଙ୍କ କେସ ନିର୍ଭର କରେ । ଆମେ ନିଜର ଜିନକୁ ବଦଳାଇ ପାରିବା ନାହିଁ ।

କିନ୍ତୁ କେସକୁ ଭଲ ଭାବରେ ଯତ୍ନ ନେଇ ପାରିବା ଓ ଭଲ ଖାଦ୍ୟ ଖାଇ ପାରିବେ । ଏହି ଦୁଇଟି କାମ ସଠିକ ସମୟରେ ସଠିକ ରୂପରେ କରିବେ ତେବେ ଏହା ଦ୍ଵାରା ଆପଣ କେସକୁ ସୁସ୍ଥ ରଖିପାରିବେ । ଏଥିପାଇଁ ଆପଣ ପ୍ରଥମେ ନିଜର ଖାଦ୍ୟପେୟରେ ଭିଟାମିନ e, ଆଲମଣ୍ଡର ବ୍ୟବହାର କରନ୍ତୁ ଓ ପିତ୍ତଳ ପାତ୍ରରେ ପାଣି ପିଅନ୍ତୁ । ଏହା ଦ୍ୱାରା କେସ ମଜବୁତ ବି ହେବ । ଏହା ପରେ ଆପଣଙ୍କୁ ସେହି ତେଲ ବିଷୟରେ କହି ଦେଉଛୁ ।

ଏହି ତେଲ ଭିଟାମିନ e ଯୁକ୍ତ ଅଟେ । ଏହା ଛଡା ଆପଣଙ୍କୁ କହିଦେଉଛୁ କି ନଡିଆ ତେଲ ଆପଣଙ୍କ କେସ ପାଇଁ ସବୁଠୁ ଭଲ ଅଟେ । ବଜାରରେ ମିଳୁଥିବା ଯେ କୌଣସି ନଡ଼ିଆ ତେଲରେ ଭିଟାମିନ e କ୍ୟାପସୁଲକୁ ମିଶ୍ରଣ କରି ନିଜର କେସରେ ଲଗାନ୍ତୁ । ଏହି ତେଲକୁ ନିଜର କେସର ମୂଳରେ ଅଧ ଘଣ୍ଟା ପ୍ରଯ୍ୟନ୍ତ ମାଲିସ କରନ୍ତୁ । ଏହା ଦ୍ଵାରା କେସର ମୂଳ ମଜବୁତ ହେବ ।

ଆପଣ ଏହି ତେଲକୁ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ । ସକାଳୁ ଉଠି କୌଣସି ବି ସାମ୍ପୁରେ ନିଜ କେସକୁ ଧୋଇ ଦିଅନ୍ତୁ । ଏହା ଆପଣଙ୍କ କେସର ସମସ୍ତ ସମସ୍ୟାକୁ ସମଧାନ କରି ପାରିବ । ତିନି ଦିନକୁ ଥରେ ଆପଣ ଏହି ତେଲକୁ ବ୍ୟବହାର କରନ୍ତୁ । ଏହିଭଳି ଭାବରେ ଆପଣ ନିଜର କେସର ଯତ୍ନ ନେଇ ପାରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।