ପିରିୟଡ୍ସ ସମୟରେ ଶାରୀରିକ ସମ୍ବନ୍ଧ ରଖିଲେ ମଧ୍ୟ ହେଇପାରନ୍ତି ପ୍ରେଗେନେଣ୍ଟ! ଜାଣନ୍ତୁ କେମିତି

ମହିଳା ଓ ଝିଅ ମାନଙ୍କ ମଧ୍ୟରେ ପିରିୟଡ୍ସ ସ ଓ ପ୍ରେଗ୍ନେନ୍ସି କୁ ନେଇ ଯେଉଁ ଭ୍ରମ ଧାରଣା ଅଛି ଯେ ପିରିୟଡ୍ସ ହେଲା ସମୟରେ ଯଦି ଶାରୀରିକ ସମ୍ପର୍କ ରଖାଯାଏ ତ ପ୍ରେଗନେଟ ହେବେନି । ପିରିୟଡ୍ସ ସମୟରେ ପ୍ରେଗ୍ନେନ୍ସି ର ସମ୍ଭାବନା କମ ଥାଏ ହେଲେ ସମ୍ପୁର୍ଣ୍ଣ ଶେଷ ହୋଇନଥାଏ । ପିରିୟଡ୍ସ ଦିନରେ ଅନପ୍ରୋଟେକ୍ଟଟେଡ ଶାରୀରିକ ସମ୍ପର୍କ ରଖିଲେ   ପ୍ରେଗ୍ନେନ୍ସି ର ବିପଦ ରହିଥାଏ । ତେବେ ଏହା କିପରି ସମ୍ଭବ ଆସନ୍ତୁ ଜାଣିବା ।

ପ୍ରେଗ୍ନେନ୍ସି କିପରି ହୁଅନ୍ତି –

ମହିଳାଙ୍କ ଓଭାରିରୁ ଯେଉଁ ଏଗସ୍ ରିଲିଜ ହୁଏ ତାହା 12 ରୁ 24 ଘଣ୍ଟା ଜୀବିତ ରହେ ହେଲେ ପୁରୁଷଙ୍କ ସ୍ପର୍ମ 3ରୁ5 ଦିନ ଯାଏ ଜୀବିତ ରହିଥାଏ ।  ଏମିତିରେ ମହିଳାଙ୍କ ପିରିୟଡ୍ସ ସାଇକଲ 28 ଦିନର ହୋଇଥାଏ ଓଭୂଲେସନ ବା ଏଗ ରିଲିଜ ହେବା ପକ୍ରିୟା 12,13,14 ଦିନ ପାଖାପାଖି ହୋଇଥାଏ । ଏହିପରି ପୁରୁଷଙ୍କର ସ୍ପର୍ମ ଯେବେ ମହିଳାଙ୍କ ଏଗରେ ମିଶିଥାଏ ତ ଗର୍ଭଧାରଣ ବା ପ୍ରେଗ୍ନେନ୍ସି ହୋଇଥାଏ ।

 

ପିରିୟଡ୍ସ ସମୟରେ କିପରି ହୁଅନ୍ତି ପ୍ରେଗନେଣ୍ଟ –

ବହୁତ ମହିଳାଙ୍କ ଶରୀରରେ ଓଭୂଲେସନ କାରଣରୁ ବ୍ଲିଡିଂ ହୋଇଥାଏ, ଏହାକୁ ସେମାନେ ପିରିୟଡ୍ସ ଭାବି ଭୁଲ କରନ୍ତି । ଏହାକୁ ପିରିୟଡ୍ସ ଭାବି ବିନା ପ୍ରୋଟେକ୍ସନ ରେ ଶାରୀରିକ ସମ୍ପର୍କ ରଖିଲେ ପ୍ରେଗନେଟ ହେବାର ଚାନ୍ସ ବେଶୀ ବଢ଼ିଯାଏ ।

ପୁରୁଷ ଦ୍ଵାରା ଇଯେକ୍ୟୁଲେଶନ ପରେ ସ୍ପର୍ମ 3 ଦିନ ବା 72 ଘଣ୍ଟା ଯାଏ ମହିଳାଙ୍କ ଶରୀରରେ ଜୀବିତ ରହିଥାଏ । ତେଣୁ ପିରିୟଡ୍ସ ସରିବା ଦିନରୁ ଯଦି ବିନା ପ୍ରୋଟେକ୍ସନ ବ୍ୟବହାରରେ ଶାରୀରିକ ସମ୍ପର୍କ କରନ୍ତି ତ ପ୍ରେଗ୍ନେନ୍ସି ର ଆଶଙ୍କା ରହିଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।