ନିଜ ସ୍ଵାମୀଙ୍କୁ ଭଗବାନ ଭଳି ମାନନ୍ତି ଏହି ଅଭିନେତ୍ରୀମାନେ, ୪ ନମ୍ବର ତ ପୂଜା କରିଥାନ୍ତି, ଦେଖନ୍ତୁ

କହିବାକୁ ଗଲେ ଫିଲ୍ମ ଦୁନିଆରେ ସମ୍ପର୍କର ମୂଲ୍ୟ ସେତେ ନାହିଁ କିନ୍ତୁ ଆଜି ଆମେ ଆପଣଙ୍କୁ ଏହି କଥା ମିଛ ବୋଲି ବି କହି ପାରିବୁ । ଏହା ଜାଣି ଆପଣମାନେ ବି ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ ଯେଉଁମାନେ ନିଜ ସ୍ଵାମୀଙ୍କୁ କୌଣସି ଭଗବାନ ଠାରୁ କମ ମାନନ୍ତି ନାହିଁ । ସେମାନେ ନିଜ ସ୍ଵାମୀଙ୍କର ସମସ୍ତ କଥା ମାନନ୍ତି ଓ ଗୋଟିଏ ଭାରତୀୟ ନାରୀ ଭଳି ବ୍ୟବହାର କରନ୍ତି । ତେବେ ଚାଲନ୍ତୁ ଆପଣମାନଙ୍କୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ କହି ଦେଉଛୁ ।

ଅଜୟ ଦେବଗନ ଓ କାଜୋଲ

ଅଜୟ ଦେବଗନଙ୍କର ବିବାହ କାଜୋଲଙ୍କ ସହିତ ହୋଇଥିଲା । ଦୁଇ ଜଣଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି । କାଜୋଲ ଅଜୟଙ୍କର ବହୁତ ସମ୍ମାନ କରନ୍ତି ଓ ସେ ଅଜୟ ଦେବଗନଙ୍କର କହିବା ଦ୍ଵାରା ବହୁତ ଲୋକମାନଙ୍କ ସହିତ କଥାବାର୍ତ୍ତା ବି ବନ୍ଦ କରି ଦେଇଛନ୍ତି । କଜୋଲ ନିଜର ପରିବାରକୁ ସମ୍ଭାଳିବା ପାଇଁ ଫିଲ୍ମ କରିବା ମଧ୍ୟ ବନ୍ଦ କରିଦେଲେ ।

ଐଶ୍ୱର୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନ

ଐଶ ଓ ଅଭିଷେକଙ୍କର ବିବାହ ଆରେଞ୍ଜ ମ୍ୟାରେଜ ଥିଲା । ଅଭିଷେକଙ୍କର ଫିଲ୍ମ କ୍ୟାରିୟର ସଫଳ ହୋଇ ପାରିଲା ନାହିଁ ତଥାପି ସେ ଐଶଙ୍କ ପାଇଁ ସବୁବେଳେ ଏକ ହିରୋ ଅଟନ୍ତି । ଅଭିଷେକଙ୍କ ପାଇଁ ଐଶ ଫିଲ୍ମ ବି କରିବା ବନ୍ଦ କରିଦେଲେ । ତାଙ୍କର ଗୋଟିଏ ଝିଅ ବି ହୋଇଛି ଓ ବର୍ତ୍ତମାନ ସେ ତାହାର ଲାଳନ ପାଳନ କରୁଛନ୍ତି ।

ରିତେଶ ଦେଶମୁଖ ଓ ଜେନେଲିୟା ଡିସୂଜା

ରିତେଶ ଜେନେଲିୟାଙ୍କୁ ବିବାହ କରିଛନ୍ତି ଓ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଏହା ପରେ ଜେନେଲିୟା ଫିଲ୍ମରେ କାମ କରିବା ବନ୍ଦ କରିଦେଲେ । କାରଣ ରିତେଶ ଏହା ଚାହୁଁ ନଥିଲେ । ରିତେଶ ଓ ଜେନେଲିୟା ବିଭିନ୍ନ ଜାଗାକୁ ବୁଲିବାକୁ ମଧ୍ୟ ଯାଆନ୍ତି ।

ଅକ୍ଷୟ କୁମାର ଓ ଟ୍ୱିଂଙ୍କଲ ଖନ୍ନା

ଅକ୍ଷୟ କୁମାର ଟ୍ୱିଂଙ୍କଲ ଖନ୍ନାଙ୍କୁ ବିବାହ କରିଥିଲେ ଯେତେବେଳେ ଟ୍ୱିଂକଲ ବହୁତ ଶକ୍ତ ମିଜାଜ ର ବି ଥିଲେ । ସମସ୍ତ ଜିନିଷକୁ ଅଲଗା ରଖିବା କଥା କହୁଥିଲେ କିନ୍ତୁ ସମୟ ବଦଳିବା ସହିତ ସେ ନରମ ହୋଇଗଲେ ଏବଂ ବର୍ତ୍ତମାନ ସେ ଅକ୍ଷୟଙ୍କ ପାଇଁ କିଛି ବି କରି ପାରନ୍ତି ।