20 Interesting Gk Questions- କେଉଁ ଜୀବର ବେକ ନାହିଁ ? 99% ଲୋକ ଉତ୍ତର ଜାଣି ନାହାନ୍ତି

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- କେଉଁ ଜୀବ ତା’ର ନାମ ଦ୍ଵାରା ସବୁ କାମ କରିଥାଏ ?

ଉ: ହାତୀ

୨- କେଉଁ ଫଳର ପତ୍ର ତା’ର ମୁଣ୍ଡ ଉପରେ ଥାଏ ?

ଉ: ସପୁରୀ

୩- ତାହା କଣ ଯାହା ଅନ୍ୟକୁ ଦେଲେ ଆହୁରି ବଢିଥାଏ ?

ଉ: ଜ୍ଞାନ

୪- ଗୋଟିଏ ଓଡିଆ ଶବ୍ଦ କୁହନ୍ତୁ ଯେଉଁଥିରେ ସମସ୍ତ ଓଡିଆ ଅକ୍ଷର ରହିଥାଏ ?

ଉ: ବର୍ଣ୍ଣମାଳା

୫- ସେ କିଏ ଯିଏ ମୁଣ୍ଡରେ ପାଣି ଧରି ଦିନ ରାତି ଛିଡା ହୋଇଥାଏ ?

ଉ: ନଡିଆ ଗଛ

୬- ରାତିରେ ଅଛି କିନ୍ତୁ ଦିନରେ ନାହିଁ ତାହା କଣ ?

ଉ: ଅନ୍ଧାର

୭- ହାତ ନାହିଁ କି ଗୋଡ ବି ନାହିଁ କିନ୍ତୁ ସେ ସବୁ ଆଡେ ବୁଲିପାରେ, ତାହା କଣ ?

ଉ: ଖବରକାଗଜ

୮- ବାମରୁ ପଢିଲେ ଓଜନିଆ, ଡାହାଣରୁ ପଢିଲେ ନାହିଁ, ତାହା କଣ ?

ଉ: TON

୯- କେଉଁ ହାଣ୍ଡିରେ ଭାତ ହୁଏ ନାହିଁ ?

ଉ: କଳାହାଣ୍ଡି

୧୦- ଲାଞ୍ଜ ଅଛି ହେଲେ ଡେଣା ନାହିଁ, ଆକାଶରେ ଉଡେ ସାଇଁ ସାଇଁ ତାହା କଣ ?

ଉ: ଗୁଡି

୧୧- କେଉଁ ଜୀବ ତା’ର ଛୁଆକୁ ଦେଖିବା ଆଗରୁ ମୃତ୍ୟୁବରଣ କରେ ?

ଉ: ପ୍ରଜାପତି

୧୨- ଏମିତି କେଉଁ କାମ ଅଛି ଯାହାକୁ ପୁରୁଷ ମାନେ ଥରେ କରନ୍ତି ଏବଂ ନାରୀମାନେ ସବୁଦିନ କରନ୍ତି ?

ଉ: ମଥାରେ ସିନ୍ଦୂର ଦେବା

୧୩- କେଉଁ ବହି ଅଛି ଯାହା କେବେ ଛପା ଯାଇ ନାହିଁ ?

ଉ: ଫେସବୁକ

୧୪- ସେ କେଉଁ ଜିନିଷ ଯାହା ଆମେ ନ ଚାହିଁଲେ ବି ଆସିଯାଏ ?

ଉ: ମୃତ୍ୟୁ

୧୫- ମା ଠାରୁ ଜନ୍ମ ହୁଏ ମା କୁ ଛୁଇଁଲେ ମରିଯାଏ ତାହା କଣ ?

ଉ: ଲୁଣ

୧୬- ଏମିତି କେଉଁ ଫଳ ଅଛି ଯାହା ମିଠା ହେବା ସତ୍ତ୍ୱେ ବଜାରରେ ବିକ୍ରି ହୁଏ ନାହିଁ ?

ଉ: ଧୈର୍ଯ୍ୟ

୧୭- ଓଡିଶାର ପ୍ରଥମ ଓଡିଆ ଖବରକାଗଜର ନାମ କଣ ?

ଉ: ଉତ୍କଳ ଦୀପିକା

୧୮- ଓଡିଶାର ସାକ୍ଷରତା ହାର କେତେ ?

ଉ: ୭୨.୯%

୧୯- କେଉଁ ମନ୍ଦିରକୁ ‘ହ୍ଵାଇଟ ପଗୋଡା’ କୁହାଯାଏ ?

ଉ: ଜଗନ୍ନାଥ ମନ୍ଦିର

୨୦- କେଉଁ ଜୀବର ବେକ ନାହିଁ ?

ଉ: ବେଙ୍ଗ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।