Bollywood ର ସବୁଠୁ ମହଙ୍ଗା Actor, ଦେଖନ୍ତୁ ନମ୍ବର ରେ ଅଛି କିଏ ?

ବନ୍ଧୁଗଣ, ଆପଣ ସମସ୍ତଙ୍କୁ ତ ଏହା ଜଣାଥିବ ଯେ, ବଲିଉଡ କଳାକାର କରୋଡ ରେ କମାଉଛନ୍ତି । ମାତ୍ର ଆପଣଙ୍କୁ ଏହା ଜଣାନଥିବା ଯେ,କେଉଁ ଅଭିନେତା ମାନେ ଟପ ଲିଷ୍ଟ ରେ ଆସୁଛନ୍ତି । ବନ୍ଧୁଗଣ ବଲିଉଡ ରେ କେତେକ କଳାକାର ଅଛନ୍ତି, ଯାହାଙ୍କୁ ଦର୍ଶକମାନେ ବହୁତ ପସନ୍ଦ କରିଥାନ୍ତି । ତାଙ୍କ ଅଭିନୟରେ ଅନେକ ଦର୍ଶକ ପ୍ରଭାବିତ ହୋଇ ପରଦାରେ ତାଙ୍କର ଆସିବାର ବାଟକୁ ଚାହିଁ ବସିଥାନ୍ତି । ଆଜି ଆମ୍ଭେ ଆପଣଙ୍କୁ କିଛି ଅଭିନେତା ଙ୍କ ଧନ-ସମ୍ପତ୍ତି ସମ୍ବନ୍ଧରେ ଜଣାଇବାକୁ ଯାଉଅଛୁ ।

୧- “ସାରୁଖ ଖାନ”;- ବନ୍ଧୁଗଣ ବଲିଉଡ ର କିଙ୍ଗଖାନ କୁ କିଏବା ନ ଜାଣେ, ତାଙ୍କ ଅଭିନୟ କରୋଡ କରୋଡ ଦର୍ଶକଙ୍କୁ ପ୍ରଭାବିତ କରିଅଛି । ତାଙ୍କର ରେଡଚିଲି ନାମକ କମ୍ପାନୀ ମଧ୍ୟ ରହିଅଛି । ବନ୍ଧୁଗଣ ସାରୁଖ ୫୦୩୧ କରୋଡ ଙ୍କର ମାଲିକ ଅଟନ୍ତି ।

୨- “ସଲମାନ ଖାନ”;- ବନ୍ଧୁଗଣ “ସଲମାନ ଖାନ” ହିନ୍ଦୀ ଇଣ୍ଡଷ୍ଟ୍ରି କୁ ଅନେକ ପ୍ରସିଦ୍ଧ ଚଳଚିତ୍ର ପ୍ରଦାନ କରିଛନ୍ତି । ଦର୍ଶକବନ୍ଧୁ “ସଲମାନ ଖାନ” ବିଗ ବସ ର ସୋ କୁ ମଧ୍ୟ ହୋଷ୍ଟ କରିଆସୁଛନ୍ତି । ଏଥିପାଇଁ ସେ ଗୋଟିଏ ଏପିଶୋଡ ରେ ୫ କରୋଡ ଟଙ୍କା ଚାର୍ଜ କରନ୍ତି । ସଲମାନଙ୍କ ପାଖରେ ୧୧ ରୁ ଭି ଅଧିକ ଲକଜୁରି କାର ରହିଅଛି । ବର୍ତ୍ତମାନ ସଲମାନ ଙ୍କର ସମୁଦାୟ ସମ୍ପତ୍ତି ୨୬୨୭ କରୋଡ ରହିଅଛି ।

୩- “ଅଜୟ ଦେବଗନ”;- ବନ୍ଧୁଗଣ ଅଜୟ ବଲିଉଡ ର ଜଣେ ପ୍ରସିଦ୍ଧ ତଥା ପ୍ରଭାବଶାଳି ଅଭିନେତା ଅଟନ୍ତି । ସେ ଅନେକ ଫିଲ୍ମ ରେ କାମ କରି ଲୋକ ପ୍ରିୟତା ହାସଲ କରିଛନ୍ତି । ତାଙ୍କର ଫ୍ୟାନ୍ସ ଫଲୋଇଙ୍ଗ ମଧ୍ୟ ବହୁତ ରହିଅଛି । ତାଙ୍କର ନେଟୱର୍ଥ ସମୁଦାୟ ୭୨୯ କରୋଡ ରହିଅଛି ।

୪- “ହ୍ରୀତିକ ରୋଷନ”;- ବନ୍ଧୁଗଣ “ହ୍ରୀତିକ ରୋଷନ” ପୁରା ଦୁନିଆରେ ଫେମସ ଅଟନ୍ତି । ହ୍ରୀତିକ ମଧ୍ୟ ଓପୋ ଭଳି ଅନେକ ବଡ ବଡ ବ୍ରାଣ୍ଡସ କୁ ପ୍ରୋମୋଟ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ସମୁଦାୟ ୨୫ ଟି ଫିଲ୍ମ ରେ ଅଭିନୟ କରି ସାରିଛନ୍ତି । ତାଙ୍କର ସମୁଦାୟ ନେଟୱର୍ଥ ୪୬୪ କରୋଡ ଅଟେ ।

୫- “ରଣବୀର କପୂର”;- ଏହି ଅଭିନେତା ଜଣଙ୍କ ଇଣ୍ଡିଆ ର ଜଣେ ପ୍ରସିଦ୍ଧ କଳାକାର ଅଟନ୍ତି । ବନ୍ଧୁଗଣ ରଣବୀର ମଧ୍ୟ କେତେକ ବ୍ରାଣ୍ଡ କୁ ପ୍ରମୋଟ କରିଛନ୍ତି । ତାଙ୍କର କାର କଲେକ୍ସନ ମଧ୍ୟ ବହୁତ ଉନ୍ନତ ମାନର ରହିଅଛି । ୧୮ ଫିଲ୍ମ ରେ କାମ କରିସାରିଥିବା ରଣବୀର ର ନେଟୱର୍ଥ ୪୫୦ କୋରୋଡ ଅଟେ ।

୬- “ବରୁଣ ଧବନ”;- ୨୦୧୨ ରେ ଷ୍ଟୁଡେଣ୍ଟ ଅଫ ଦ ଇୟର ରୁ “ବରୁଣ ଧବନ” ନିଜର କାରିୟର ଆରମ୍ଭ କରିଥିଲେ । “ବରୁଣ ଧବନ” ବହୁତ ବଡ ବଡ ବ୍ରାଣ୍ଡ କୁ ପ୍ରୋମୋଟ କରୁଛନ୍ତି । ତାଙ୍କ ପାଖରେ ନାମିଦାମି ଲକଜୁରି କାର ରହିଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୩ ଟି ଚଳଚ୍ଚିତ୍ର ରେ ଅଭିନୟ କରି ସାରିଲେଣି । “ବରୁଣ ଧବନ” ଙ୍କର ନେଟୱର୍ଥ ୪୨୦ କରୋଡ ଅଟେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ