ଅଣ୍ଡରଟେକର ଙ୍କ ସମ୍ପତ୍ତି କେତେ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ଆପଣ ମାନେ ଜାଣିଥିବେ କୁସ୍ତି ଖେଳିବା କେତେ କଷ୍ଟ ହୋଇଥାଏ । ଯେଉଁ ମାନେ ଏହାକୁ ଭଲ ଭାବରେ ଶିଖି ନଥାନ୍ତି ସେମାନେ ଏହା ଖେଳିବା ପାଇଁ କେବେ ହେଲେ ଇଛା ରଖି ନଥାନ୍ତି । କାରଣ ସେମାନେ ବହୁତ ଭଲ ଭାବରେ ଜାଣିଛନ୍ତି ଯେ ସେହି କୁସ୍ତି ଖେଳରେ ବହୁତ ଲୋକଙ୍କର ଜୀବନ ମଧ୍ୟ ଚାଲି ଯାଇଛି । ତେଣୁ କରି ସେହି ଖେଲ ଖେଳିବା ପାଇଁ ବହୁତ ଲେକ ଆଗ୍ରହ କରିଥାନ୍ତି । ଆଜି ଆମେ ଆପଣଙ୍କ ପାଇଁ ସେହି କୁସ୍ତି ଖେଲ ବିଷୟରେ କିଛି କହିବାକୁ ଯାଉଛୁ ।

ଆମେ କହିବାକୁ ଯାଉଛି ଖେଳାଳିଙ୍କ ମଧ୍ୟରେ ସେ ଯେଉଁ ସମୟରେ କୁସ୍ତି ଲଢିବାକୁ ଆସନ୍ତି ତାଙ୍କ ସାଙ୍ଗରେ କୁସ୍ତି ଲଢିବା ପାଇଁ ବହୁତ ଲୋକେ ଡରନ୍ତି । ତାଙ୍କର ଥିବା କ୍ଷତରନାକ ଆଖି ଓ ଜୋରରେ ମାରୁଥିବା ମୁକାକୁ ଦେଖି ବହୁତ ଲୋକେ ଡରନ୍ତି ।

ସେ ଯେଉଁ ସମୟରେ ଖେଳନ୍ତି ତାଙ୍କ ଆଗରେ ଯେଉଁ ମାନେ ଆସନ୍ତି ସେମାନଙ୍କୁ ସେ ଧୁଳି ଚଟାଇ ଦେଇଥାନ୍ତି । ଆମେ ଆପଣଙ୍କୁ ଅଣ୍ଡରଟେକରଙ୍କ ବିଷୟରେ କହିବାକୁ ଯାଉଛୁ । ତାଙ୍କ ପ୍ରକୃତ ନାମ ହେଉଛି ମାର୍କ ବିଲିୟମ କ୍ୟାଲବେ ଅଟେ । ସେ ସର୍ବ ପ୍ରଥମେ ୧୯୯୦ ମସିହାରେ ଆସିଥିଲେ । ସେ ଆସିବା ପରେ ଷ୍ଟାର ଖେଳାଳି ଷ୍ଟାକକୁ ମାରି ଦେଇଥିଲେ ।

ଏହା ପରେ ତାଙ୍କ ହାତରୁ କେହି ବଞ୍ଚି ପରି ନାହାନ୍ତି । ସେ କୁସ୍ତି କରିବା ସମୟରେ ଖତରନାକ ମାଡ ଯୋଗୁଁ ତାଙ୍କ ସହ କୁସ୍ତି ଖେଳିବା ପାଇଁ ଏତେ ସହଜରେ ମାନି ନଥାନ୍ତି ଓ ତାଙ୍କ ଏହି ଖତାରଣନାକ ମାଡ ଯୋଗୁଁ ତାଙ୍କୁ ଡେଡ ମ୍ୟାନ ମଧ୍ୟ କୁହାଯାଏ । କହିବାକୁ ଗଲେ ତାଙ୍କ ବିଭାହ ପ୍ରଥମେ ଯୋଡି ଲିନ୍ସଙ୍କ ସହିତ ହୋଇଥିଲା ।

ତାଙ୍କ ପୁଅ ଗୁନେରଙ୍କ ଜନ୍ମ  ୧୯୯୩ ମସିହାରେ ହୋଇଥିଲା । କିନ୍ତୁ ସେ ସେହି ସମୟରେ ବିଭାହ କରି ନଥିଲେ ତାଙ୍କର ସେହି ସମୟରେ ପୁଅ ହୋଇଥିଲା । ଏହାପରେ ସେ ଯେଉଁ ସମୟରେ କାଲିଫୋନିଆ ଯାଇଥିଲେ ତାଙ୍କର ସେହି ଜାଗାରେ wwf ଅଟୋଗ୍ରାଫରେ ସାଇନ ନେବା ପାଇଁ ଏକ ଝିଅ ଆସିଥିଲେ । ଯାହାଙ୍କର ନାମ ସାରା ସେସେନ ଡିଏଗୋଙ୍କ ସହିତ ଭେଟ ହୋଇଥିଲା ।

ଏହାପରେ ସେ ସାରାଙ୍କ ସହ ବିଭାହ କରିଥିଲେ । ତାଙ୍କର ମଧ୍ୟ ଦୁଇଟି ଝିଅ ଥିବାର ମଧ୍ୟ ଜଣାଯାଇଛି । ପ୍ରଥମର ନାମ ହେଉଛି ଜେସୀ ଓ ଦୁତୀୟଟିର ନାମ ହେଉଛି କ୍ରେସୀ । ସେ ତାଙ୍କ ପରିବାର ସହିତ ଏବେ ଗୋଟିଏ ଜାଗାରେ ରହୁଛନ୍ତି ଯାହାକି ବହୁତ ସୁନ୍ଦର ଦେଖିବାକୁ ଅଟେ । ସେହି ଘରେ ୬ ଟି ଶୋଇବା ଘର ଥିବାର ଜଣାଯାଏ ।

ତାଙ୍କ କଥା କହିବାକୁ ଗଲେ ସେ କିଛି ଦିନ ଭିତରେ ସବୁ ଠାରୁ ଅଧିକା ଟଙ୍କା କମାଇଥିବା ଖେଳାଳିଙ୍କ ମଧ୍ୟରୁ ଏକ ଖେଳାଳି ଅଟନ୍ତି ଓ ସେ ମଧ୍ୟ ବହୁତ ଭଲ ଅଭିନୟ କାରୀ ଖେଳାଳି ଭାବରେ ମଧ୍ୟ ପରିଚିତ । ସେ ଆସିବା ସମୟରେ ଏପରି ଅଭିନୟ କରିଥାନ୍ତି ଯାହାକି ବହୁତ ଲୋକେ ଏହାକୁ ଦେଖି ଡରିଯାନ୍ତି । ତାଙ୍କ ପାଖରେ କହିବାକୁ ଗଲେ ୨୯୫ କୋଟି ଟଙ୍କା ତାଙ୍କ ପାଖରେ ଅଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।