Jyotish Shastra- ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଏହି 6 ଟି ରାଶି ଉପରେ ବର୍ଷିବ ଶନିଦେବ ଙ୍କ କୃପା, ହେବ ଧନର ବର୍ଷା

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ମନୁଷ୍ୟ ଜୀବନ ରେ ରାଶିଚକ୍ର ର ବହୁତ ମହତ୍ୱ ରହିଛି । ମନୁଷ୍ୟ ନିଜର ରାଶି ଦ୍ୱାରା ନିଜର ଆଗତ ଭବିଷ୍ୟତ ସମ୍ପର୍କରେ ସମସ୍ତ ପ୍ରକାର ସୂଚନା ପାଇ ପାରିଥାଏ । ଯେତେବେଳେ ଜଣେ ବ୍ୟକ୍ତି ଜନ୍ମ ହୋଇଥାଏ ସେତେବେଳେ ତାର ଜନ୍ମ ସମୟ ତିଥି ଓ ମାସ କୁ ବିଚାର କରି ସେହି ବ୍ୟକ୍ତି ର ରାଶି ନିର୍ଧାରଣ କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ରେ ମନୁଷ୍ୟ ରାଶିରୁ ତାର ସମସ୍ତ ସ୍ଵଭାଵ ସମ୍ପର୍କରେ ଜାଣିବାକୁ ମିଳିଥାଏ । ବନ୍ଧୁଗଣ ଏପରି କିଛି ସମୟ ଆସିଥାଏ ଯେତେବେଳେ କିଛି ରାଶିର ବ୍ୟକ୍ତି ବିଶେଷ ଙ୍କ ର ଭାଗ୍ୟ ବଦଳି ଯାଇଥାଏ । ତାଙ୍କର ସମସ୍ତ ଦୁଖଃ କଷ୍ଟ ଦୁର ହୋଇଥାଏ ।

ଏହି ପରି ସମୟ ବହୁତ ବର୍ଷ ବ୍ୟବଧାନ ରେ ଆସିଥାଏ ଓ ବହୁତ କମ ଆସିଥାଏ । ଶାସ୍ତ୍ର ରେ ମଧ୍ୟ ଏହା ଲେଖା ଅଛି । ତେବେ ବନ୍ଧୁ ଗଣ ଠିକ ଏହି ପରି ସମୟ ବର୍ତ୍ତମାନ ସମୟରେ ଆସିବାକୁ ଯାଉଛି ଏହି କେତୋଟି ରାଶିର । ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଏହି ରାଶି ର ବ୍ୟକ୍ତି ବିଶେଷ ଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ତାହା କେଉଁ ରାଶି ଅଟନ୍ତି ଯାହାର ଭାଗ୍ୟ ଆଗକୁ ବଦଳିବାକୁ ଯାଉଛି ।

ବୃଷ ରାଶି ଓ ସିଂହ ରାଶି-ଭଗବାନ ଶନି ଦେବ ଙ୍କ କୃପା ରୁ ଆଗାମୀ ୫ ବର୍ଷ ଏହି ଦୁଇ ଟି ରାଶି ପାଇଁ ବହୁତ ଶୁଭ ରହିବ । ଏହି ସମୟ ରେ ଆପଣ ଅନେକ ଧନ ସମ୍ପତ୍ତି ଲାଭ କରିବେ । ଆପଣଂକର ଲାଗି ରହିଥିବା ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଏହି ସମୟ ରେ ଠିକ ହୋଇଯିବ । ପୂର୍ଵ ରୁ ଚାଲିଥିବା କୋର୍ଟ କଚେରୀ କାର୍ଯ୍ୟ ରେ ମଧ୍ୟ ସଫଳତା ମିଳିବ ।

ଭଗବାନ ଶନି ଦେଵଃ ଙ୍କ କୃପା ରୁ ଆପଣଂକୁ ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ବହୁତ ସଫଳତା ମିଳିବ । ଏହି ସମୟ ରେ ଆପଣ ଚାହିଁଲେ କୌଣସି ନୂତନ ଯୋଜନା ମଧ୍ୟ ପ୍ରସ୍ତୁତ କରିପାରିବେ । ଆପଣ ସବୁ କ୍ଷେତ୍ର ରେ ସଫଳ ହେବେ ।

କୁମ୍ଭ ରାଶି ଓ ତୁଳା ରାଶି-ଏହି ଦୁଇଟି ରାଶି ଉପରେ ଭଗବାନ ଶନି ଦେବ ଙ୍କ କୃପା ବର୍ଷିବାକୁ ଯାଉଛି । ଯାହା ଦ୍ୱାରା ଆପଣଙ୍କ ଜୀବନ ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ମିତ୍ର ମାନଙ୍କ ସହିତ ଆପଣଂକର ସମ୍ପର୍କ ବହୁତ ମଧୁର ରହିବ । ବ୍ୟାପାର ବାଣିଜ୍ୟରେ ଆପଣଂକର ବହୁତ ଲାଭ ହେବ । ଏହି ସମୟ ରେ ଆପଣଙ୍କ ର ଅର୍ଥ ଜନିତ କୌଣସି ସମସ୍ୟା ରହିବ ନାହିଁ । ସମାଜ ରେ ଆପଣଙ୍କ ର ମାନସମ୍ମାନ ବୃଦ୍ଧି ପାଇବ । ଆପଣଙ୍କର ସମସ୍ତ ସମସ୍ୟା ର ଅନ୍ତ ଘଟିବ । ଆପଣ ନିଜ ପରିବାର ରୁ ଖୁବ ପ୍ରେମ ଓ ପ୍ରଶଂସା ପାଇବେ ।

ମିଥୁନ ରାଶି ଓ କନ୍ୟା ରାଶି-ଏହି ଦୁଇଟି ରାଶି କୁ ଭଗବାନ ଶନି ଦେବ ପୁରା ମାଲାମାଲ କରିଦେବେ । ଆପଣଙ୍କ ର ବୈବାହିକ ଜୀବନ ବହୁତ ଭଲ ରେ କଟିବ । ପରସ୍ପର ମଧ୍ୟରେ ଭଲ ବୁଝାମଣା ରହିବ । ଆପଣଂକର ସମସ୍ତ ଦୁଃଖ କଷ୍ଟ ଦୁର ହୋଇଯିବ । ଏହି ସମୟ ରେ ଆପଣଙ୍କ ର ଧନ ପ୍ରାପ୍ତି ର ଯୋଗ ରହିଛି । ଆପଣ ଏହି ସମୟ ରେ ଅନ୍ୟ କୁ ଯେତେ ସାହାଯ୍ୟ କରିବେ ଆପଣଙ୍କ ର ମଧ୍ୟ ସେତେ ଲାଭ ହେବ । ମାତା ଲକ୍ଷ୍ମୀ ଙ୍କ କୃପା ରୁ ଆପଣଙ୍କ ସମୟ ବହୁତ ଭଲ ରହିବ । କାରଣ ଏହି ସମୟ ରେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ମଧ୍ୟ ରହିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ