ମାତ୍ର ଏହି 3 ଟି ଖାଇ ନିଅନ୍ତୁ, 100 ବର୍ଷ ପର୍ଯ୍ୟନ୍ତ ହାତ ଗୋଡ ବିନ୍ଧା, ଅଣ୍ଟା ବିନ୍ଧା, ରକ୍ତ ର ଅଭାବ, ମୋଟାପା କେବେ ବି ହେବାକୁ ଦେବନି- Health Tips

ଆଜି ଆମେ ଏମିତି ଚମତ୍କାରୀ ଜିନିଷ ଉପରେ କହିବାକୁ ଯାଉଛୁ ଯାହାକି ବହୁତ ପ୍ରକାରର ରୋଗକୁ ଭଲ କଋ ଦେଇଥାଏ । ଏହା ଯଦି ଆପଣ ପ୍ରତ୍ୟକ ଦିନ କରିଛନ୍ତି ତେବେ ଆପଣଙ୍କୁ ବହୁତ ପ୍ରକାରର ରୋଗରୁ ମୁକ୍ତ ହୋଇପାରିବେ । ଆପଣଙ୍କର ଯେକୌଣସି ଦରଜ ହେଉ ନା କାହିଁକି ଭଲ ହୋଇଯିବ । ଆପଣଙ୍କର ଶରୀରରେ ଯେତେବୀ ବିମାରୀ ଥାଉ ନାକାହିଁକି ସେଥିରୁ ଆପଣ ମୁକ୍ତି ପାଇବେ ।

ଯଦି ଆପଣଙ୍କର ଶାରୀରରେ ରକ୍ତ ଅଭାବ ଅଛି ତେବେ ଏହା ପୂର୍ଣ୍ଣ କରିପାରିବ ଓ ଏହା ଛଡା ରକ୍ତରେ ଥିବା ଜୀବାଣୁକୁ ମଧ୍ୟ ମାରିଥାଏ ।ଆପଣଙ୍କର ଯଦି ପେଟରେ ବହୁତ ଚର୍ବିଥାଏ ଓ ଏହାକୁ କମାଇବାକୁ ଚାହୁଁଛନ୍ତି ତେବେ ଏହା କରିବା ଦ୍ଵାରା ମଧ୍ୟ  ପେଟର ଚର୍ବି କମିଯିବ ।

ଏମିତି ୩ଟି ଜିନିଷ ଅଛି ଯାହା ଆପଣ ପ୍ରତ୍ୟକ ଦିନ ଏହାକୁ ମିଶ୍ରଣ କରିଖାଇବା ଦ୍ଵାରା ଆପଣ ନିରୋଗୀ ରହିବେ ।ଆଜି ଆମେ ଆପଣଙ୍କୁ କହିବୁ ଏହି ୩ଟି ମିଶ୍ରଣକୁ କିପରି ବ୍ୟବହାର କରିବେ । ଏହାର ମୁଖ୍ୟ ଜିନିଷ ହେଉଛି ବାଦାମ । ଆମେ ପ୍ରତ୍ୟକ ଦିନ ବାଦାମ ଖାଇବା ଫଳରେ ଆମର ଶରୀରରେ ଶକ୍ତି ଓ ସୁସ୍ଥ ଅନୁଭବ କରିଥାଉ । ଯେଉଁ ମାନେ ବାଦାମ ଖାଇଥାନ୍ତି ତାଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ ନାହିଁ ।

ବାଦାମ ଖାଇବା ଦ୍ଵାରା ଡାଇବେଟିସ କମ କରିଥାଏ ଓ ହାର୍ଟ କୁ ମଧ୍ୟ ମଜବୁତ ରଖିଥାଏ ଏହା ସହିତ ପେଟ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ । ଏହାପରେ ହେଉଛି ଦେଶୀ ଚଣା ଖାଇବା ଦ୍ଵାରା ମଧ୍ୟ ଆମ ଶରୀରରେ ସୁସ୍ଥ ଅନୁଭବ କରିଥାଊ କାରଣ ଏଥିରେ ଥିବା ଅତ୍ୟଧିକ ପ୍ରୋଟିନ ଆମ ଶରୀରରକୁ ବହୁତ ଶକ୍ତି ଯୋଗାଇଥାଏ । ପ୍ରତ୍ୟକ ଦିନ ଯଦି ଆପଣ ଗୋଟିଏ ମୁଠା ଚଣା ଭିଯାଇ ସକାଳୁ ଖାଇବା ଦ୍ଵାରା ଆମର ବହୁତ ରୋଗ ଭଲ କରିଥାଏ ।

ଏହାକୁ ନିତ୍ୟ ସେବନ କରିବା ଦ୍ଵାରା ଆମ ଶରୀରରେ କେବେହେଲେ ବଳ କମୀ ନଥାଏ ବା କମଜୋର ଲାଗେ ନାହିଁ ଓ ଆଖି ମଧ୍ୟ ସୁସ୍ଥ ରହିଥାଏ ତାସହତି ହାଡ ମଜବୁତ ରହିଥାଏ । ଏହାକୁ ଖାଇବା ଦ୍ଵାରା ଡାଇବେଟିସ ରୋଗ ମଧ୍ୟ ହୋଇନଥାଏ । ଏହାର ଆଉ ଏକ ମିଶ୍ରଣ ହେଉଛି ଗୁଡ । ଆପଣ ଯଦି ଚିନିକୁ ଛାଡି ଗୁଡ ଖାଇବେ ଦେଖିବେ ଆପଣଙ୍କର କେତେ ବଡ ରୋଗ ମଧ୍ୟ ହେବ ନାହିଁ । ସବୁଠାରୁ ବଡ କଥା ହେଉଛି ଗୁଡକୁ ଆୟୁର୍ବେଦ ରେ ମଧ୍ୟ ବ୍ୟବହାର କରାଯାଏ ।

ଆସନ୍ତୁ ଜାଣିବା ଏହାକୁ କିପରି ଭାବରେ ମିଶ୍ରଣ କରିବେ । ଚନାକୁ  ପ୍ରଥମେ ଭଲ ଭାବରେ ଧୋଇ ଗୋଟିଏ ରାତି ପୁରା ତାକୁ ଭିଜିବାକୁ ଦିଅନ୍ତୁ ଏହାପରେ ବାଦାମକୁ ମଧ୍ୟ ତାଭିତରେ ପକନ୍ତୁ ଓ ଏହାକୁ ଭିଜିବାକୁ ଦିଅନ୍ତୁ । ସକାଳ ଏହାପରେ ପାଣି ଭିତରୁ ବାହାର କରି ଦିଅନ୍ତୁ ଏହାପରେ ସେହି ପାଣିକୁ ପିଅନ୍ତୁ । ରାତିରେ ଭିଜେଇଥିବା ଚଣା ଓ ବାଦାମକୁ ଛଡାଇ କ୍ଷାନ୍ତୁ ଓ ଏଥିରେ ଆପଣ ଗୁଡ ମଧ୍ୟ ମିଶାଇ ପିଇବା ଦ୍ଵାରା ବହୁତ ଊପକାର ହୋଇଥାଏ ।

ଆପଣ ଏହିପରି ୩ଟି ଜିନିଷକୁ ମିଶାଇ ଖାଇ ପାରିବେ ଗୁଡ ସ୍ଵାଦ ଅନୁସାରେ ଖାଇ ପାରିବେ । ଏହାକୁ ପ୍ରତ୍ୟକ ଦିନ ଖାଇବା ଦ୍ଵାରା ଶରୀରରେ ତାଜା ଅନୁଭବ କରିବେ ଓ ବହୁତ ଗୁଡିଏ ରୋଗରୁ ମୁକ୍ତି ପାଇବେ ଯଥା ଆଣ୍ଠୁ ଗଣ୍ଠି  ଦେହରେ ପୀଡା ବା ଦରଜ ହେଉଥିବ ସମୟରେ ଏହାକୁ ଆପଣ କରିବା ଫଳରେ ଡାକ୍ତର ପାଖକୁ ଯିବାକୁ ପଡିବ ନାହିଁ । ଆପଣଙ୍କୁ କେବେ ଅଳସୁଆ ଲାଗିବ ନାହିଁ ଓ ପତଳା ମଧ୍ୟ ହୋଇପାରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।