ଉଡାଜାହାଜର ବାଥରୁମରେ ଆବର୍ଜନା କେଉଁଠିକୁ ଯାଇଥାଏ ? ୯୯ % ଲୋକ ଏହାର ସତ୍ୟତାକୁ ଜାଣନ୍ତି ନାହିଁ… ଜାଣିବେ ତ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ଟ୍ରେନ ଏବଂ ଉଡାଜାହାଜରେ କେତେଥର ଯାତ୍ରା କରିଥିବେ । ଟ୍ରେନ ବିଷୟରେ ତ ସମସ୍ତେ ଜାଣି ଛନ୍ତି କି ଟ୍ରେନ ବାଥରୁମର ସବୁ ଆବର୍ଜନା ଟ୍ରେନ ଲାଇନରେ ହିଁ ପକାଇ ଦିଆ ଯାଏ । ଆପଣମାନେ ଏହା ବିଷୟରେ ବି ଚିନ୍ତା କରୁଥିବେ କି ଉଡାଜାହାଜର ସବୁ ଆବର୍ଜନା କେଉଁଠି ଯାଏ ? ତେବେ ଚାଳନ୍ତୁ ଏହି ବିଷୟରେ ଜାଣିବା ।

ଯଦି ଆପଣ ଏହା ଭାବୁଛନ୍ତି କି ଉଡାଜାହାଜର ବାଥରୁମର ସବୁ ଆବର୍ଜନା ବୋଧେ ଆକାଶରେ ଥିବା ସମୟରେ ଛାଡି ଦିଆ ଯାଏ । କିନ୍ତୁ ଏହା ଚିନ୍ତା କରିବା ଭୁଲ ଅଟେ । ଆପଣଙ୍କୁ କହିଦେଉଛୁ ଯେ ଉଡାଜାହାଜ ଯେତେବେଳେ ଉଡିଥାଏ ତେବେ ଜାହାଜରେ ଏକ ୨୦୦ ଗ୍ୟାଲେନର ଟ୍ୟାଙ୍କ ହୋଇଥାଏ ଏବଂ ତାହାରି ଭିତରେ ସବୁ ମଳ ମୁତ୍ର ଯାଇ ଜମା ହୋଇଯାଏ ।

ଗତ ୩୦ ବର୍ଷ ହେବ ଉଡାଜାହାଜର ବାଥରୁମରେ ବ୍ୟାକ୍ୟୁମ ଟୟେଲେଟ ବ୍ୟବହାର କରାଯାଉଛି । ଯାହା ପାଣିକୁ ଛାଣି ଗୋଟିଏ ପଟେ ଏବଂ କଠିନ ମଳକୁ ଅନ୍ୟ ପଟେ, କିନ୍ତୁ ଆପଣଙ୍କୁ କହିଦେଉଛୁ ଯେ ଜାହାଜର ତଳେ ଥିବା ୨୦୦ ଲିଟର ଟ୍ୟାଙ୍କର ଭିତରକୁ ଯାଇ ଏହା ମିଶିଯାଏ ।

ଏହି ୨୦୦ ଲିଟର ଟ୍ୟାଙ୍କ ସବୁ ଯାତ୍ରା ପରେ ପରେ ଏୟରପୋର୍ଟରେ ଖୋଲା ଯାଇଥାଏ । ଏବଂ ଏହି ଟ୍ୟାଙ୍କଙ୍କୁ ଖାଲି କରିଦିଆଯାଏ । ଆପଣ ଜାଣିବା ନିମନ୍ତେ କହିଦେଉଛୁ କି ଏହି ଟ୍ୟାଙ୍କ ବାହାର ପଟେ ଖୋଲି ଥାଏ । ଏହି କାମକୁ ଏୟରପୋର୍ଟରେ ଥିବା କମ୍ପାନୀର କର୍ମଚାରୀ ମାନେ କରି ଥାନ୍ତି ।