ବୋହୁ Aishwarya Rai ଙ୍କ ଇଣ୍ଟିମେଟ ଓ କିସିଙ୍ଗ ସୀନ ଦେଖି ଖୁବ ରାଗି ଯାଇଥିଲେ Jaya Bacchan, ରାଗିଯାଇ କରିଥିଲେ କିଛି ଏମିତି

ଯେତେବେଳେ ଶତାବ୍ଦୀର ସୁପରଷ୍ଟାର ଅମିତାଭ ବଚ୍ଚନ ଐଶ୍ୱର୍ଯ୍ୟା ରାୟଙ୍କ ସହ ଚଳଚ୍ଚିତ୍ରରେ କାମ କରିଥିଲେ, ସେ ହୁଏତ କେବେ ମଧ୍ୟ ଜାଣି ନ ଥିଲେ ଯେ ଦିନେ ଐଶ୍ୱର୍ଯ୍ୟା ତାଙ୍କ ଘରର ବୋହୂ ହେବେ | କିନ୍ତୁ ଭାଗ୍ୟରେ ଏହା ହିଁ ଲେଖାଥିଲା ।

ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ବିବାହ କରିଥିଲେ ଏବଂ ଐଶ୍ୱର୍ଯ୍ୟା ବଚ୍ଚନ ପରିବାରର ବୋହୂ ହୋଇଥିଲେ। କେବଳ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ନୁହଁନ୍ତି ବରଂ ତାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ମଧ୍ୟ ଅନେକ ଚଳଚ୍ଚିତ୍ରରେ ଅନ୍ତରଙ୍ଗ ଦୃଶ୍ୟ ସୁଟିଂ କରିଛନ୍ତି । ବହୁତ କମ୍ ଲୋକ ଏହା ଜାଣିଥିଲେ ମଧ୍ୟ ଏହା ସତ୍ୟ ଯେ ଜୟା ବଚ୍ଚନ ଏକଦା ଅଭିଷେକ ବଚ୍ଚନଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ଅନ୍ତରଙ୍ଗ ଦୃଶ୍ୟ ଦେଖି ବହୁତ ବିରକ୍ତ ହୋଇଥିଲେ । ଐଶ୍ୱର୍ଯ୍ୟା କେବେ ନିଜ ଠାରୁ ୧୪ ବର୍ଷ ବଡ ତ ବେଳେବେଳେ ୯ ବର୍ଷ ସାନ ଅଭିନେତାମାନଙ୍କ ସହିତ ବୋଲ୍ଡ ଦୃଶ୍ୟ ସୁଟିଂ କରିଛନ୍ତି ।

ତେବେ ଆସନ୍ତୁ ଆଜି ଜାଣିବା ଐଶ୍ୱର୍ଯ୍ୟା କେଉଁ କେଉଁ ଅଭିନେତାଙ୍କ ସହ ଲି-ପ-ଲ-କ୍ ଠାରୁ ଅ-ନ୍ତ-ର-ଙ୍ଗ ଦୃଶ୍ୟ ପର୍ଯ୍ୟନ୍ତ ଦେଇଛନ୍ତି । ଐଶ୍ୱର୍ଯ୍ୟା ରାୟ ୧୯୯୪ ରେ ମିସ୍ ୱାର୍ଲ୍ଡ ମୁକୁଟ ଜିତିବା ପରେ ବଲିଉଡରେ ପ୍ରବେଶ କରିଥିଲେ। ସେ ନିଜର ସୌନ୍ଦର୍ଯ୍ୟ ଏବଂ ଅଭିନୟ ବଳରେ ସେ ଖୁବ ନାମ କମାଇଛନ୍ତି । କିନ୍ତୁ କେତେକ ଫିଲ୍ମରେ ତାଙ୍କର ଅନ୍ତରଙ୍ଗ ଦୃଶ୍ୟ ଲୋକମାନେ ଆଜି ପର୍ଯ୍ୟନ୍ତ ଭୁଲି ନାହାଁନ୍ତି । ୧୯୯୭ ମସିହାରେ ଏକ ତାମିଲ ଫିଲ୍ମ ‘ଇରୁଭର’ ଆସିଥିଲା । ଯେଉଁଥିରେ ଐଶ୍ୱର୍ଯ୍ୟା ରାୟ ଅଭିନେତା ମୋହନଲାଲଙ୍କ ସହ ଅନେକ ଅନ୍ତରଙ୍ଗ ଦୃଶ୍ୟ ଦେଇଥିଲେ ।

ଏହା ଐଶ୍ୱର୍ଯ୍ୟାଙ୍କ ପ୍ରଥମ ଫିଲ୍ମ ଥିଲା ଓ ସେ ସମୟରେ ତାଙ୍କୁ ୨୪ ବର୍ଷ ହୋଇଥିଲା ଏବଂ ମୋହନଲାଲଙ୍କୁ ୩୭ ବର୍ଷ ହୋଇଥିଲା । ଏହି ଚଳଚ୍ଚିତ୍ରରେ ଐଶ ଙ୍କର ଅନେକ ରୋମାଣ୍ଟିକ୍ ଦୃଶ୍ୟ ଥିଲା । ଏହା ପରେ ୨୦୦୫ରେ ଲୀନା ଯାଦବଙ୍କ ଫିଲ୍ମ ‘ଶବ୍ଦ’ ଆସିଥିଲା। ଏହି ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ରାୟ ଓ ସଞ୍ଜୟ ଦତ୍ତଙ୍କ ଖୁବ ବୋଲ୍ଡ ସିନ୍ ଥିଲା। ଏହି ଫିଲ୍ମରେ ସଞ୍ଜୟ ସାଙ୍ଗେ ବେଡରୁମ ସିନ୍ ଗୀତ ‘ଲୋ ସୁରୁ ଅବ ଚାହତୋ କା ସିଲସିଲା’ ରେ ବୋଲ୍ଡନେସର ସମସ୍ତ ସୀମା ପାର କରିଥିଲେ ଐଶଙ୍ । ୧୪ ବର୍ଷ ବଡ ସଞ୍ଜୟଙ୍କ ସହ ଐଶଙ୍କ ଏହି ସିନ୍ ଖୁବ ଚର୍ଚ୍ଚାରେ ରହିଥିଲା ।

୨୦୧୬ ରେ କରଣ ଜୋହରଙ୍କ ଫିଲ୍ମ ‘ଏ ଦିଲ ହେ ମୁସ୍କିଲ’ ରେ ମଧ୍ୟ ଐଶ୍ୱର୍ଯ୍ୟା ତାଙ୍କ ଠାରୁ ୯ ବର୍ଷ ସାନ ରଣବୀର କପୁରଙ୍କ ସହ ବୋଲ୍ଡ ସିନ୍ ଦେଇଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ ରଣବୀରଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ ଦେଖିବା ପରେ ଜୟା ବହୁତ ବିରକ୍ତ ହୋଇଥିଲେ । ଅମିତାଭ ଓ ଜୟା ସେମାନଙ୍କ ଘରେ ହିଁ ଆୟୋଜିତ ସ୍ୱତନ୍ତ୍ର ସ୍କ୍ରିନିଂରେ ସାମିଲ ହୋଇ ନ ଥିଲେ। ଫିଲ୍ମର ‘ଚୁମ୍ବନ ଦୃଶ୍ୟ’ ରେ ସେମାନେ ସବୁଠୁ ଅଧିକ ବିରକ୍ତ ହୋଇଥିଲେ ।

ଐଶ୍ୱର୍ଯ୍ୟା ହ୍ରିତିକ ରୋଶନଙ୍କ ସହ ଧୁମ-୨ ଫିଲ୍ମରେ ମଧ୍ୟ ଲିପଲକ କିସ୍ କରିଥିଲେ । ୨୦୦୬ରେ ଆସିଥିବା ଏହି ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ପ୍ରଥମ ଅନସ୍କ୍ରିନ୍ ଚୁମ୍ବନ ଦୃଶ୍ୟ ଥିଲା । ପରେ ଏଥିପାଇଁ ତାଙ୍କୁ ଅନେକ ସମାଲୋଚନାର ସମୁଖୀନ ହେବାକୁ ପଡିଥିଲା ।

କେବଳ ସେତିକି ନୁହେଁ, ୨୦୦୪ ରେ ଆସିଥିବା ଗୁରିନ୍ଦର ଚଢାଙ୍କ ଫିଲ୍ମ ‘ବ୍ରାଇଡ୍ ଆଣ୍ଡ ପ୍ରିଜୁଡିସ୍’ରେ  ଐଶ୍ୱର୍ଯ୍ୟା ରାୟ ନ୍ୟୁଜିଲ୍ୟାଣ୍ଡ ଅଭିନେତା ମାର୍ଟିନ୍ ହେଣ୍ଡରସନଙ୍କ ସହ ଅନେକ ଅନ୍ତରଙ୍ଗ ଦୃଶ୍ୟ ଦେଇଥିଲେ । ନିଜ ଥୁ ଗୋଟେ ବର୍ଷ ସାନ ଏହି ଅଭିନେତାଙ୍କ ସହ ଐଶ୍ ଙ୍କ ଏହି ସିନ୍ ମଧ୍ୟ ଖୁବ ଚର୍ଚ୍ଚାରେ ଥିଲା ।ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।