ଦେଖନ୍ତୁ Video: ଧନବାଦ ର ଜଜ ଙ୍କ ଲାଇଭ ମର୍ଡର, କ୍ୟାମେରାରେ ହେଲା କ୍ୟାପଚର, ଟେମ୍ପୋ ବାଲାର ଷଡଯନ୍ତ୍ର ର ହେଲା ପର୍ଦାଫାସ

ଆଜିର ଦୁନିଆରେ ଆମେ ଯେଉଁ ପ୍ରକାର ସମୟ ଦେଇ ଗତି କରୁଛୁ କେଉଁ ମୁହୁରତରେ କଣ ଘଟିବ ତାହା କିଏ ମଧ୍ୟ ଜାଣେ ନାହିଁ । ଆମେ କେବଳ ସତର୍କ ରହି ଆଗକୁ ବଢି ପାରିବା ଯାହା ଅନେକ ମାତ୍ରାରେ ଆମକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ ।

ତେବେ ଦେଖିବାକୁ ଅତି ସାମାନ୍ୟ ଲାଗୁଥିଲେ ମଧ୍ୟ ଏହିପରି ଏକ ସୁପରିକଳ୍ପିତ ହ-ତ୍ୟା-କା-ଣ୍ଡ ଦେଖିଲେ ଆପଣଙ୍କ ଛାତି ଥରିଯିବ । ଭି-ଡି-ଓ ଦେଖିଲେ ଲାଗୁଛି କି ଜଣେ ବ୍ୟକ୍ତି ଜଗିଙ୍ଗ ରେ ଯାଉଥିବା ବେଳେ ଏକ ଟେମ୍ପୋ ତାଙ୍କୁ ଧ-କ୍କା ଦେଇ ଦେଉଛି ଓ ସେ ତଳେ ପଡି ଯାଉଛନ୍ତି । କିନ୍ତୁ ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଧନବାଦର ଜଣେ ଜଜ୍ । ଯିଏ ସବୁଦିନ ପରି ସକାଳୁ ଜଗିଙ୍ଗରେ ଯାଇଥିଲେ । ସେତେବେଳେ ସକାଳ ପ୍ରାୟ ପାଞ୍ଚ ଟା ସମୟ ହେବ ।

କିନ୍ତୁ ତାଙ୍କୁ ଟିକେ ମଧ୍ୟ ଆଭାସ ନ ଥିଲା କି ସେଦିନ ହେଉଛି ତାଙ୍କ ଜୀବନର ଶେଷ ଦିନ । ଜଜ୍ ଙ୍କୁ ଏହିପରି ଭାବେ ଟେମ୍ପୋ ଦ୍ଵାରା ଧ-କ୍କା ଦେଇ ହ-ତ୍ୟା କରିବା ପରେ ଏହାକୁ ଏକ ଦୁ-ର୍ଘ-ଟ-ଣା-ର ରୂପ ଦେବାକୁ ଚେଷ୍ଟା କରା ଯାଇଥିଲା । ଏହି ଘଟଣା ଧାନବାଦରୁ ନେଇ ଦିଲ୍ଲୀ ଯାଏ ଓ ହାଇକୋର୍ଟରୁ ନେଇ ସୁପ୍ରିମକୋର୍ଟ ଯାଏ ସବୁଆଡେ ଏବ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଜଜ୍ ଙ୍କ ପରିବାର ଲୋକେ ଏହାକୁ ଏକ ହ-ତ୍ୟା-କା-ଣ୍ଡ ବୋଲି କହିବା ସହ ଏହି ଘଟଣାର ତ-ଦ-ନ୍ତ ଦାବି କରିଥିଲେ ।

ତେବେ ତ-ଦ-ନ୍ତ ବେଳେ ମିଳିଥିବା ସିସିଟିଭି ଫୁଟେଜକୁ ଭଲ ଭାବେ ଦେଖିବାରୁ ଜଣା ପଡିଥିଲା କି ରୋଡ ସଂପୂର୍ଣ୍ଣ ଖାଲି ଥିଲେ ମଧ୍ୟ ଟେମ୍ପୋ ରୋଡ ସାଇଡରେ ଜଗିଙ୍ଗ କରୁଥିବା ଜଜ୍ ଉତ୍ତମ ଆନନ୍ଦଙ୍କ ଆଡକୁ ମା-ଡି ଯାଇଥିଲା, ଯେପରି ପୂର୍ବରୁ ହିଁ ଲକ୍ଷ୍ୟ ଧାର୍ଯ୍ୟ କରି ରଖିଛି । ତାଙ୍କୁ ଧ-କ୍କା ଦେବା ପରେ ମଧ୍ୟ ସାମାନ୍ଯ ଅଟକି ନ ଥିଲା କି ଘବରେଇ ନ ଥିଲା ।

ଯଦି ଏହା ଏକ ଦୁ-ର୍ଘ-ଟ-ଣା ହୋଇଥାନ୍ତା ତେବେ ଜଣଙ୍କୁ ଧ-କ୍କା ଦେବା ପରେ ଟେମ୍ପୋ ଡ୍ରାଇଭର ନିଶ୍ଚୟ ହ-ଡ-ବ-ଡେ-ଇ ଯାଇଥାନ୍ତା । କିନ୍ତୁ ଏହି କ୍ଷେତ୍ରରେ ଟେମ୍ପୋ ଟି ଧ-କ୍କା ଦେଇ ଆରମରେ ଆଗକୁ ବଢି ଯାଇଥିଲା । ତେବେ ତ-ଦ-ନ୍ତ ପରେ ଟେମ୍ପୋର ନମ୍ବରରୁ ଟେମ୍ପୋ ଖୋଜି ବାହାର କରିବାରୁ ଜଣା ପଡିଥିଲା କି ଏହି ଟେମ୍ପୋ ଟି ଗୋଟେ ରାତି ଆଗରୁ ଚୋ-ରୀ ହୋଇ ଯାଇଥିଲା।

ଏଥିରୁ ଜଜ୍ ଉତ୍ତମ ଆନନ୍ଦଙ୍କୁ ହ-ତ୍ୟା କରା ଯାଇଥିବା ସଂପୂର୍ଣ୍ଣ ସ୍ପଷ୍ଟ ହୋଇଥିଲା । ତେବେ ଟେମ୍ପୋ ମାଲିକଙ୍କୁ ପଚରା ଉଚରା କରିବା ପରେ ସେ କହିଥିଲେ ତାଙ୍କ ଟେମ୍ପୋ ଚୋ-ରୀ ହୋଇ ଯାଇଥିଲା । ଏହି ଚୋ-ରୀ ଟେମ୍ପୋ ଜଜ୍ଜ ଙ୍କୁ ଟ-କ୍କ-ର ମା-ରି ଯିବା ପରେ ସେ ସ୍ଥାନରୁ ପ୍ରାୟ ସତୁରୀ କିମି ଦୂରରେ ହିଁ ତାକୁ ଠାବ କରା ଯାଇଥିଲା ।

ତେବେ ଟେମ୍ପୋକୁ ଧନବାଦ ଅଣା ଯାଇଛି ଓ ଫରେନସିକ ଟିମ ଏହାର ଯା-ଞ୍ଚ ଜାରି ରଖିଛି । ଏହା ସହ ଅଲଗା ଅଲଗା ଟିମ ବନାଯାଇ ଏହି ଘଟଣାରେ ଏବେ ପର୍ଯ୍ୟନ୍ତ ଯାହା ବି ବିନ୍ଦୁ ମିଳିଛି ସେ ସବୁକୁ ନଜରରେ ରଖି ଜୋରଦାର ତ-ଦ-ନ୍ତ ଚଳାଇଛି ପୋ-ଲି-ସ । ଆମ ପୋଷ୍ଟ ଆପଣଙ୍କୁ କିପରି ଲାଗିଲା କମେଣ୍ଟ କରି ଜଣାଇବେ ଓ ଲାଇକ ଏବଂ ସେୟାର ମଧ୍ୟ କରିବେ ।