ଐଶ୍ୱର୍ୟାଙ୍କର ପ୍ରଥମ ପ୍ରେମ ସଲମାନ ନୁହେଁ ବରଂ ଏହି ଲୋକ, ନା ଶୁଣିଲେ ଅଭିଷେକଙ୍କୁ ବି ଆସିଥାଏ ରାଗ, ଜାଣନ୍ତୁ କିଏ

କହିବାକୁ ଗଲେ ବଲୀଉଡରେ ସମସ୍ତ କଳାକାରମାନଙ୍କର ବହୁତ ରହସ୍ୟ ଲୁଚି ଅଛି । ଆଜି ଆମେ ଆପଣଙ୍କୁ ଏହିଭଳି ଏକ ଅଭିନେତ୍ରୀର ଗୋଟିଏ ରହସ୍ୟ ବିଷୟରେ କହିବାକୁ ଯାଉଛୁ । ଯିଏ ନିଜର କ୍ୟାରିୟର ଆରମ୍ଭରେ ପ୍ରେମ ତ ଅନ୍ୟ କାହାକୁ କରିଥିଲେ କିନ୍ତୁ ତାଙ୍କର ଚର୍ଚା କେବେ ବି କରି ନ ଥିଲେ । ଅସଲରେ ଆମେ କଥା ହେଉଛୁ ବଲୀଉଡର ବହୁତ ସୁନ୍ଦରୀ ଅଭିନେତ୍ରୀ ଓ ପୂର୍ବ ମିସ ୱାର୍ଲ୍ଡ ଐଶ୍ୱର୍ୟା ରାୟଙ୍କ ବିଷୟରେ ।

ଆପଣଙ୍କୁ କହିଦେଉଛୁ କି ଐଶ୍ୱର୍ୟା ସର୍ବ ପ୍ରଥମେ ରାଜୀବ ମୂଲଚଂଦାନୀ ନାମକ ଏକ ବ୍ୟକ୍ତିର ପ୍ରେମରେ ପଡିଥିଲେ । ଯାହାଙ୍କର ନାମ ଐଶ୍ୱର୍ୟାଙ୍କ ସହ ଯୋଡା ହେବାର କିଛି ସମୟ ପୂର୍ବରୁ ଅଭିନେତ୍ରୀ ମନୀଷା କୋଇରାଲାଙ୍କ ଠାରୁ ବ୍ରେକଅପ ହୋଇଥିଲା ।

ଏହିକଥା ସେହି ସମୟର ଅଟେ ଯେତେବେଳେ ଐଶ୍ୱର୍ୟା ଫିଲ୍ମ ଲାଇନ ରେ ପାଦ ରଖି ନ ଥିଲେ । ସେହି ସମୟରେ ସେ ମଡେଲିଙ୍ଗ ଓ ବ୍ୟୁଟି କନ୍ଟେସ୍ଟ ଇତ୍ୟାଦିରେ ଭାଗ ନେଉଥିଲେ । ଏହି ସବୁ ମଧ୍ୟରେ ତାଙ୍କର ସାକ୍ଷାତ ରାଜୀବ ମୂଲଚଂଦାନୀଙ୍କ ସହ ହେଲା ଯିଏ ନିଜେ ବି ମଡେଲିଙ୍ଗ କରୁଥିଲେ । ଏହା ପରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା ।

କିନ୍ତୁ ଆପଣଙ୍କୁ କହିଦେଉଛୁ କି ନିଜର କ୍ୟାରିୟର ର ସଫଳତା ପାଇଁ ଐଶ୍ୱର୍ୟା କେବେ ବି ପ୍ରେମରେ ପଡିବାକୁ ଚାହୁଁ ନ ଥିଲେ । ସେଥିପାଇଁ ସେ ରାଜୀବଙ୍କ ଠାରୁ ଦୂରେଇ ଗଲେ ଓ ସେହି ସମୟରେ ମିଡିଆ ବି ଏହି କଥାକୁ ଏତେ ନଜର ଦେଇ ନ ଥିଲା । କିନ୍ତୁ ସେତେବେଳେ ଏହି ମାମଲା ବାହାରକୁ ଆସିଲା ଯେତେବେଳେ ମନୀଷା କୋଇରାଲା କହିଲେ କି ଅସଲରେ ରାଜୀବ ତାଙ୍କୁ ପସନ୍ଦ କରୁଥିଲେ ଓ ସେଥିପାଇଁ ସେ ଐଶ୍ୱର୍ୟାଙ୍କୁ ଛାଡି ଦେଲେ ।

କିନ୍ତୁ ବର୍ତ୍ତମାନ ସମୟର କଥା କହିଲେ ଐଶ୍ୱର୍ୟା ଅଭିଷେକଙ୍କୁ ବିବାହ କରି ନେଇଛନ୍ତି । କିନ୍ତୁ ଆପଣଙ୍କୁ କହିଦେଉଛୁ କି ଐଶ୍ୱର୍ୟାଙ୍କର ସ୍ଵାମୀ ଅଭିଷେକଙ୍କ ସାମ୍ନାରେ ଯେତେବେଳେ ବି ରାଜୀବଙ୍କ ନାମ ଆସିଥାଏ ସେତେବେଳେ ସେ ବହୁତ ରାଗି ଯାଆନ୍ତି । ଐଶ୍ୱର୍ୟା ବର୍ତ୍ତମାନ ସମୟରେ ପ୍ରାୟତଃ ନିଜ ପରିବାର ସହିତ ସମୟ ବିତାଇ ଥାଆନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।