କିଏ ସେହି Govind ର ସେହି ଚୋରା ପ୍ରେମିକା ? ଉଭୟ ଦିଦି ଓ ଛାତ୍ରୀଙ୍କ ସହ ପାଳି କରି ଶାରୀରିକ ସମ୍ପର୍କ ରଖୁଥିଲା ! ଦେଖନ୍ତୁ ସ୍କୁଲ ଭିତରର ସେହି କଳା କାହାଣୀ, ଦେଖନ୍ତୁ Video

କେତେବେଳେ ଛାତ୍ରୀ ତ କେତେବେଳେ ଶିକ୍ଷୟତ୍ରୀ ଏମିତି ପାଳି ପାଳି କରି ନିଜ କା-ମ-ନା-କୁ ଚରିତାର୍ଥ କରୁଥିଲା ଗୋବିନ୍ଦ ସାହୁ । ସେ ଦିଦିଙ୍କୁ ପ୍ରମୋଶନ ଲୋ-ଭ ଓ ଛାତ୍ରୀଙ୍କୁ ମାର୍କ ଲୋ-ଭ ଦେଖାଉଥିଲା । ଏହାପରେ ସେମାନଙ୍କ ସହ ରଖୁଥିଲା ଶା-ରୀ-ରି-କ ସ-ମ୍ପ-ର୍କ । ଏହି ମା-ମ-ଲା-ରେ ଏପର୍ଯ୍ୟନ୍ତ ଜଣାପଡିଛି ଯେ ଗୋବିନ୍ଦ ସାହୁର ଏ-କ୍ସ-ଟ୍ରା ମା-ରି-ଟା-ଲ ଆ-ଫେ-ୟା-ର ଥିଲା । କିନ୍ତୁ ସହ ଥିଲା ତାହା ଏବେ ପର୍ଯ୍ୟନ୍ତ ମଧ୍ୟ ସ୍ପଷ୍ଟ ହୋଇନାହିଁ ।

ତେବେ ଆଗକୁ ତ-ଦ-ନ୍ତ କହିବ କିଏ ସେହି ମହିଳା ଯାହାଙ୍କ ସହ ରୀତିମତ ଶା-ରୀ-ରି-କ ସ-ମ୍ବ-ନ୍ଧ ରଖୁଥିଲେ ଗୋବିନ୍ଦ । ଶିକ୍ଷାଳୟ ଆଢୁଆଳରେ ବେ-ଶ୍ୟା-ଳ-ୟ ଚଳେଇଥିଲା ଗୋବିନ୍ଦ ସାହୁ ବୋଲି ଏବେ ଲୋକେ ଅ-ଭି-ଯୋ-ଗ କରୁଛନ୍ତି । ନିଜ ପ-ର-କ୍ରି-ୟା ପ୍ରୀ-ତି-କୁ ଲୁଚାଇବା ପାଇଁ ଗୋବିନ୍ଦ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ହ-ତ୍ୟା କରିଥିବା କଥା କହିଛନ୍ତି ପୋ-ଲି-ସ ଡି-ଆଇ-ଜି । ତେବେ କିଏ ସେହି ମହିଳା ଥିଲେ ବୋଲି ତାକୁ ନେଇ ଏବେ ସମସ୍ତଙ୍କ ମନରେ ଉଠୁଛି ପ୍ରଶ୍ନ ।

ଆଉ କେମିତି ଏହି ସବୁ ବିଷୟ ଜାଣି ପାରିଥିଲେ ମମିତା ମେହେର ? କୁହାଯାଉଛି କି ଏହା ପଛରେ ରହିଛନ୍ତି ସେହି ସ୍କୁଲର ଦୁଇ ଜଣ ଶିକ୍ଷୟତ୍ରୀ । ଯାହାଙ୍କ ଲୋ-ଲୁ-ପ ଦୃ-ଷ୍ଟି ମମିତାଙ୍କ ପୋଜିସନ ଉପରେ ପଡିଥିଲା । ସେହି ଦୁଇ ଶିକ୍ଷୟତ୍ରୀଙ୍କୁ ରୀତିମତ ଭାବେ ଶୋ-ଷ-ଣ କରି ଫାଇଦା ଉଠାଉଥିଲା ଗୋବିନ୍ଦ ସାହୁ । ଆଉ ଅନ୍ୟପଟେ ମାର୍କ ପାଇଁ ଛାତ୍ରୀ ମାନଙ୍କର ମଧ୍ୟ ସେ ଶୋ-ଷ-ଣ କରୁଥିଲା । ତେବେ ପ୍ରଶ୍ନ ଉଠୁଛି କିଏ ସବୁ ଏହି ଯୁବତୀମାନେ ? ସେହି ମାନଙ୍କ ମଧ୍ୟରୁ କେହି ମମିତାଙ୍କୁ କହି ଦେଇଥିଲେ କି ?

ମମିତା ଏହି ରହସ୍ୟ କେମିତି ଓ କେବେ ଜାଣିଲେ ଏହାର ଖୋ-ଳ-ତା-ଡ କରୁଛି ପୋ-ଲି-ସ । ମମିତା ଏହି ରାଜ୍ କୁ ଲୁ-ଚା-ଇ ନରଖି ଗୋବିନ୍ଦ ସାହୁକୁ ଧ-ମ-କ ଦେଇଥିଲେ । ଏହି ସବୁ ଜାଣିବା ପରେ ଗୋବିନ୍ଦ ପ୍ର-ତି-ଶୋ-ଧ ପ-ରା-ୟ-ଣ ହୋଇ ଯାଇଥିଲା । ଆଉ ମମିତାଙ୍କ ହ-ତ୍ୟା ଯୋ-ଜ-ନା କରି ତାଙ୍କୁ ନୃ-ଶଂ-ସ ଭାବେ ହ-ତ୍ୟା କରିଥିଲା ।

ତେବେ ମମିତା କଣ ଏମିତି ଜାଣିଥିଲେ, କିଏ ଗୋବିନ୍ଦର ସେହି ଚୋ-ରା ପ୍ରେମିକା ଓ ତାଙ୍କ ପାଖେ କଣ ସବୁ ପ୍ର-ମା-ଣ ରହିଥିଲା ଗୋବିନ୍ଦ ସାହୁ ବି-ରୋ-ଧ-ରେ ଏହା ଜାଣିବା ପାଇଁ ସମସ୍ତେ ଅନେଇ ବସିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।