ଏହି ସୁନ୍ଦର ଅଭିନେତ୍ରୀକୁ ସମସ୍ତଙ୍କ ସାମ୍ନାରେ ମାରୁଥିଲା ତା’ର ବୟଫ୍ରେଣ୍ଡ, ପୁରା ଘଟଣା ଜାଣିବାପରେ ଲୋକେ କହିଲେ ତାକୁ…

ଆମର ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିରେ ଗୋଟିଏ ରୁ ବଳି ଗୋଟିଏ ସୁନ୍ଦର ଅଭିନେତ୍ରୀ ଅଛନ୍ତି, ଯାହାଙ୍କର କୋଟି କୋଟି ଫ୍ୟାନ ଫଲ୍ଲୋୱିଂଗ ଆଜି ପୁରା ଦୁନିଆରେ ହୋଇ ଯାଇଛନ୍ତି । କିନ୍ତୁ ଆଜି ଆମେ ଟିଭିର ପପୁଲାର ଅଭିନେତ୍ରୀ ଟୀନା ଦତ୍ତାଙ୍କ ବିଷୟରେ କିଛି କହିବୁ । ସେ କିଛି ସମୟ ପୂର୍ବେ ହିଁ କିଛି ଆଶ୍ଚର୍ଯ୍ୟକର କଥା ସମସ୍ତଙ୍କୁ କହିଛନ୍ତି । ସେ ନିଜର ଏକ ଇଣ୍ଟରଭ୍ୟୁରେ ନିଜର ଓ ନିଜ ପ୍ରେମୀର ରିଲେସନଶିପ ବିଷୟରେ କହିଲେ ।

ସେ କହିଲେ କି ସ ଗତ ୫ ବର୍ଷରୁ ଅବ୍ୟୁସିବ ରିଲେଶନଶିପରେ ଫସି ରହିଛନ୍ତି, ଯେତେବେଳେ ସେ ନିଜର ବୟଫ୍ରେନ୍ଡ ସହିତ ଥିଲେ ତେବେ ସେ ତାଙ୍କୁ ପ୍ରାୟତଃ କୌଣସି ନା କୌଣସି କଥାରେ ମାରୁଥିଲା ।

ଯେଉଁ କାରଣରୁ ତାଙ୍କର ପର୍ସନାଲ ଲାଇଫ ବହୁତ ସମସ୍ୟାରେ ଭରପୁର ଥିଲା । ବର୍ତ୍ତମାନ ସମୟର କଥା କହିଲେ ସେ ଟିଭିର ସୋ ଡାୟନ ରେ ନଜର ଆସୁଛନ୍ତି । ଯାହାକୁ ସମସ୍ତେ ପସନ୍ଦ କରୁଛନ୍ତି ।

ବମ୍ବେ ଟାଇମ୍ସ ସହିତ ଏକ ଇଣ୍ଟରଭ୍ୟୁରେ ଟିନା କହିଲେ କି, “ମୁଁ ୫ ବର୍ଷ ପର୍ଯ୍ୟନ୍ତ ଏକ ଅବ୍ୟୁସିବ ରିଲେସନଶିପରେ ରହିସାରିଛି । ୨୦୧୫ରେ ମୁଁ ଏହି ରିଲେସନଶିପକୁ ଶେଷ କରିଲି । ଏତେ ସମୟ ପର୍ଯ୍ୟନ୍ତ ମୁଁ ଏଥିପାଇଁ ଚୁପ ରହିଥିଲି କାରଣ ମୁଁ କୌଣସି ବି ପ୍ରକାରରେ ସମ୍ପର୍କକୁ ବଞ୍ଚାଇବାକୁ ଚାହୁଁଥିଲି । କିନ୍ତୁ ଯେତେବେଳେ ମୋତେ ଲାଗିଲା କି ଏହି ସମ୍ପର୍କକୁ ମୁଁ ଆଉ ଆଗକୁ ବଢାଇ ପାରିବି ନାହିଁ ତେବେ ମୁଁ ଏହାକୁ ଶେଷ କରିଦେଲି ।

ସେ ଆଗକୁ କହିଲେ କି ମୁଁ ନିଜର ଏକ ଫ୍ରେଣ୍ଡ ଜରିଆରେ ସେହି ଯୁବକ ସହ ଦେଖା କରିଥିଲି । ଯାହା ପରେ ଆମ ଦୁଇ ଜଣ ଗୋଟିଏ ରିଲେସନରେ ବହୁତ ବର୍ଷ ପର୍ଯ୍ୟନ୍ତ ରହିଲୁ । କିନ୍ତୁ ସେ ପ୍ରାୟତଃ ମୋତେ ହଇରାଣ କରୁଥିଲା । ଛୋଟ ଛୋଟ କଥାରେ ମୋତେ ମାରୁଥିଲା । ସେ ମୋତେ ଖରାପ ଖରାପ ଭାଷାରେ ଗାଳି ବି ଦେଉଥିଲା । ଏହା ଦ୍ଵାରା ମୁଁ ବହୁତ ଚିନ୍ତିତ ହୋଇଗଲି ।

ଯାହା ଦ୍ଵାରା ମୋର ଟିଭି କ୍ୟାରିୟର ଉପରେ ବି ପ୍ରଭାବ ପଡିଲା । ଏହା ପରେ ଟିନା କହିଲେ କି, “ବର୍ତ୍ତମାନ ମୁଁ ପୁଣି ଥରେ କେବେ ବି ରିଲେସନରେ ପଡିବି ନାହିଁ । ମୁଁ ଇଣ୍ଡଷ୍ଟ୍ରିର କୌଣସି ବ୍ୟକ୍ତି ସହ ବିବାହ କରିବି ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।