ଯେଉଁ ଝିଅକୁ ସମସ୍ତେ କହୁଥିଲେ ଅଶୁଭ, ଆଜି ସେ ବଲୀଉଡର ଟପ ଅଭିନେତ୍ରୀ, ଦେଖନ୍ତୁ କିଏ

ଆଜି ଆମେ ଆପଣଙ୍କୁ ବଲୀଉଡର ଏକ ଏମିତି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଜୀବନରେ ବହୁତ ସୁଖ ଦୁଖ ଦେଖିଛନ୍ତି । କିନ୍ତୁ ଆଜି ସେ ନିଜ ଦମରେ ସଫଳ ହୋଇଛନ୍ତି । ଏହି ଅଭିନେତ୍ରୀଙ୍କୁ ଲୋକମାନେ ଗୋଟିଏ ଜମାନାରେ ଅଶୁଭ ବୋଲି ମାନୁଥିଲେ । କିନ୍ତୁ ଏହା ସତ୍ବେ ଏହି ଅଭିନେତ୍ରୀ ଜଣକ ହାର ମାନି ନାହାନ୍ତି ଓ ବଲୀଉଡର ସବୁଠୁ ବଡ ଅଭିନେତ୍ରୀ ହୋଇ ଦେଖାଇଛନ୍ତି । କହିବାକୁ ଗଲେ ଏହି ଅଭିନେତ୍ରୀଙ୍କର ନାମ ବିଦ୍ୟା ବାଲନ ଅଟେ । ୪୦ ବର୍ଷ ବୟସ ହେବା ସତ୍ବେ ବି ଆଜି ବି ସେ ବହୁତ ଆକର୍ଷକ ଦେଖା ଯାଆନ୍ତି । ବିଦ୍ୟା ପ୍ରାୟତଃ ଶାଢୀ ପିନ୍ଧିବାକୁ ପସନ୍ଦ କରିଥାନ୍ତି । ଏମିତିରେ ସେ ନିଜର ଶାଢୀ ଲୁକରେ ବହୁତ ସୁନ୍ଦର ବି ଦେଖା ଯାଆନ୍ତି ।

Image courtesy: Google

‘କହାନୀ’, ‘ଡର୍ଟୀ ପିକ୍ଚର’, ‘ଇଶ୍କିୟା’ ଓ ‘ପା’ ଭଳି ଫିଲ୍ମରେ ନିଜର ଅଭିନୟକୁ ମଜବୁତ କରିଥିବା ବିଦ୍ୟା ବାଲନ ସବୁବେଳେ ନିଜର ରୋଲକୁ ବହୁତ ଭଲ ଭାବରେ କରିଥାନ୍ତି ।

ସାଉଥ ଫିଲ୍ମରେ ମିଳିଥିଲା ପ୍ରସିଦ୍ଧ ଅଭିନେତ୍ରୀଙ୍କର ଟାଇଟେଲ

Image courtesy: Google

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଯେତେବେଳେ ବିଦ୍ୟା ନିଜର କ୍ୟାରିୟର ଆରମ୍ଭରେ ସାଉଥ ଫିଲ୍ମରେ କାମ କରିବାକୁ ଲାଗିଲେ ତେବେ ସେ ସେଠି ଏକ ପ୍ରସିଦ୍ଧ ଅଭିନେତ୍ରୀ ନାମରେ ବଦନାମ ହୋଇ ଯାଇଥିଲେ । କହିବାକୁ ଗଲେ ସେ ଯେଉଁ ମଲୟାଲମ ଫିଲ୍ମରେ କାମ କରୁଥିଲେ ତାହା କୌଣସି କାରଣ ଯୋଗୁ ବନ୍ଦ ହୋଇଗଲା । ଏମିତିରେ ଫିଲ୍ମମେକର୍ସ ଏଥିପାଇଁ ବିଦ୍ୟା ବାଲନଙ୍କୁ ଦୋଷୀ କହିଲେ ଓ ତାଙ୍କୁ ଅଶୁଭ ବୋଲି କହିଲେ ।

ନିଜର ପରିଶ୍ରମ ଦ୍ଵାରା ଛୁଇଂଲେ ଆକାଶ

Image courtesy: Google

ଆପଣଙ୍କୁ କହିଦେଉଛୁ ଯେ ବିଦ୍ୟା ବାଲନ ନିଜର କ୍ୟାରିୟର ବହୁତ ଦୁଖର ସାମନା କରିଛନ୍ତି । ସାଉଥ ଫିଲ୍ମରେ ଅଶୁଭର ଟାଇଟେଲ ମିଳିବା ପରେ ତାଙ୍କୁ କାମ ମିଳିବା ବନ୍ଦ ହୋଇଗଲା । କିନ୍ତୁ ସେ ହାର ମାନିଲେ ନାହିଁ ଓ ସ୍ଟ୍ରଗଲ କରୁଥିଲେ । ଏହା ପରେ ତାଙ୍କୁ ‘ପରିଣୀତା’ ଓ ‘ମୁନ୍ନା ଭାଈ’ଭଳି ଫିଲ୍ମରେ କାମ ମିଳିଲା । ଏଥିରେ ତାଙ୍କର ଅଭିନୟର ବହୁତ ପ୍ରଶଂସା ବି ହେଲା ।

ପସନ୍ଦ ନୁହେଁ ଡାନ୍ସ କରିବା

Image courtesy: Google

‘ଡର୍ଟୀ ପିକ୍ଚର’ରେ ବିଦ୍ୟା ବାଲନ ବହୁତ ଆଇଟମ ନମ୍ବର ବି ଦେଇଛନ୍ତି । କିନ୍ତୁ ଥରେ ସେ ଏକ ଇଣ୍ଟରଭିୟୁରେ କହିଥିଲେ କି ତାଙ୍କୁ ଡାନ୍ସ କରିବାକୁ ଭଲ ଲାଗେ ନାହିଁ । ସେ କେବଳ ଫିଲ୍ମ ହିସାବରେ ବାଧ୍ୟରେ ଡାନ୍ସ କରିଥାନ୍ତି । ଆପଣଙ୍କୁ କହିଦେଉଛୁ ଯେ ବିଦ୍ୟା ବାଲନ ୧୪ ଡିସେମ୍ବର ୨୦୧୨ରେ ସିଦ୍ଧାର୍ଥ ରୟ କପୂରଙ୍କୁ ବିବାହ କରିଥିଲେ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।