ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରବିୟୁରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ ।
ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ । ୧- ଭାରତର ସବୁଠାରୁ ଥଣ୍ଡା ଜିଲ୍ଲା କେଉଁଠି ଅଛି ?ଉତ୍ତର- ଶ୍ରୀନଗର ୨- ଭାରତର ସବୁଠାରୁ ଅଧିକ ବଣ ଥିବା ରାଜ୍ୟ କେଉଁଠାରେ ଅଛି ? ଉତ୍ତର- ମଧ୍ୟପ୍ରଦେଶ
୩- ବିଶ୍ଵର ସବୁଠାରୁ ବଡ ଦ୍ଵୀପ କାହାକୁ କୁହାଯାଏ ?
ଉତ୍ତର- ଗ୍ରୀନଲ୍ୟାଣ୍ଡ
୪- ଅଧିକ ବାସନା ହେଉଥିବା ସହର କାହାକୁ କୁହାଯାଏ ?
ଉତ୍ତର- କତ୍ରୋଜ
୫- ଯୋଜନା ଆୟୋଗ ସ୍ଥାପନ କେବେ ହୋଇଥିଲା ?
ଉତ୍ତର- ୧୯୫୦ ୧୫ ମାର୍ଚ୍ଚ
୬- ମୁମ୍ବାଇର ପୁରାତନ ନାଁ କଣ ଥିଲା ?
ଉତ୍ତର- ବମ୍ବେ
୭- ଚିନରେ ପହଞ୍ଚିଥିବା ପ୍ରଥମ ୟୂରୋପିୟନ କିଏ ଅଟନ୍ତି ?
ଉତ୍ତର- ମାର୍କୋପୋଲୋ
୮- କୋଚିନ ବନ୍ଦର କେଉଁ ସ୍ଥାନରେ ଅବସ୍ଥିତ ?
ଉତ୍ତର- କେରଳ
୯- ଭାରତ କେଉଁ ଗୋଲାର୍ଦ୍ଧରେ ସ୍ଥିତ ଅଟେ ?
ଉତ୍ତର- ଉତ୍ତର ଗୋଲାର୍ଦ୍ଧ
୧୦- ଦେଶରେ ସବୁଠାରୁ ଅଧିକ ସୁନା କେଉଁଠାରେ ଅଛି ?
ଉତ୍ତର- ଭାରତ
୧୧- ବିଶ୍ଵ ଶରଣାର୍ଥୀ ଦିବସ କେବେ ପାଳନ କରାଯାଏ ?
ଉତ୍ତର- ଜୁନ ୨୦ରେ
୧୨- ଏସିଆର ସବୁଠାରୁ ବଡ ଦେଶ କିଏ ?
ଉତ୍ତର- ଚୀନ
୧୩- ଇଭିନିଙ୍ଗ ଷ୍ଟାର କେଉଁ ଗ୍ରହକୁ କୁହାଯାଏ ?
ଉତ୍ତର- ଶୁକ୍ର ଗ୍ରହ
୧୪- ଧଉଳିଗିରି ପର୍ବତର ଶିଖର କେଉଁଠାରେ ଅଛି ?
ଉତ୍ତର- ନେପାଳ
୧୫- ତମ୍ବାକୁର ଉତ୍ପାଦନ କେଉଁ ଦେଶରେ ଅଧିକ ହୋଇଥାଏ ?
ଉତ୍ତର- ଚୀନ
୧୬- ସୂତା ବସ୍ତ୍ରର ରାଜଧାନୀ କାହାକୁ କୁହାଯାଏ ?
ଉତ୍ତର-ମୁମ୍ବାଇ
୧୭- ସବୁଠାରୁ କଠିନ ପଦାର୍ଥ କଣ ଅଟେ ?
ଉତ୍ତର- ହୀରା
୧୮- ହରିଜନ ଶବ୍ଦ କିଏ ଦେଇଥିଲେ ?
ଉତ୍ତର- ମହାତ୍ମାଗାନ୍ଧୀ
୧୯- ଘାଟର ନଗର କାହାକୁ କୁହାଯାଏ ?
ଉତ୍ତର- ବାରାଣସି
୨୦- ପରମାଣୁ କିଏ ସନ୍ଧାନ କରିଥିଲେ ?
ଉତ୍ତର- ରଦର୍ଫୋଦ
୨୧- ପ୍ରଥମେ ନୋଟ ବନ୍ଦୀ କେଉଁଠାରେ ହୋଇଥିଲା ?
ଉତ୍ତର- ଧାନା
୨୨- ନାଲି ଗ୍ରହ କେଉଁ ଗ୍ରହକୁ କୁହାଯାଏ ?
ଉତ୍ତର- ମଙ୍ଗଳ ଗ୍ରହ
୨୩- ବାସ୍କେଟବଲରେ କେତେ ଜଣ ଖେଳାଳି ରହିଥାନ୍ତି ?
ଉତ୍ତର- ୫ଜଣ
୨୪- ମୁଦ୍ରାରାକ୍ଷସ କିଏ ରଚନା କରିଥିଲେ ?
ଉତ୍ତର- ବିଶାଖାଦତ୍ତ
୨୫- ବିଶ୍ବରେ ପ୍ରଥମ ରେଳଗାଡି କେବେ ଚାଲିଥିଲା ?
ଉତ୍ତର- ୧୮୨୫ରେ
୨୬- ସଂସାର ଛାତ କାହାକୁ କୁହାଯାଏ ?
ଉତ୍ତର- ପାମିରର ପଠା
୨୭- ଗଞ୍ଜା କାହା ପାଇଁ ହୋଇଥାଏ ?
ଉତ୍ତର- କବକ
୨୮- ସାପ ମାନଙ୍କର ଦେଶ କାହାକୁ କୁହାଯାଏ ?
ଉତ୍ତର- ବ୍ରାଜିଲ
୨୯- ଭାରତରେ ପ୍ରଥମ ସୂର୍ଯ୍ୟ କେଉଁଠାରେ ଦେଖାଯାଏ ?
ଉତ୍ତର- ଅରୁଣାଚଳ ପ୍ରଦେଶ
୩୦- ରାଜସ୍ଥାନର ସିମଳା କାହାକୁ କୁହାଯାଏ ?
ଉତ୍ତର- ମାଉଣ୍ଟଆବୁ
୩୧- ମୁଗଡାଲି କେଉଁ ପ୍ରକାରର ଫସଲ ହୋଇଥାଏ ?
ଉତ୍ତର- ଖରିଫ ଫସଲ
୩୨- କେଉଁ ଦେଶରେ ଅଧିକ କାର ରହିଛି ?
ଉତ୍ତର- ଆମେରିକା
୩୩- ଆପଣଙ୍କର ମା ଓ ବାପାଙ୍କର ମାମୁଁ ଲାଗନ୍ତି ଏବଂ ତୁମର ମାମୁଁଙ୍କର ମଧ୍ୟ ମାମୁଁ ଲାଗନ୍ତି ସେ କିଏ ?
ଉତ୍ତର- ଜହ୍ନ ମାମୁଁ
ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ