ତୁଳସୀ ଗଛରେ କେଉଁ ପାଣି ଢାଳିବା ଉଚିତ ନୁହେଁ ? ହୋଇଥାଏ ମହାପାପ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତୁଳସୀ ଗଛକୁ ପୂଜନୀୟ ବୋଲି ବିବେଚନା କରାଯାଇଥାଏ । କାରଣ ତୁଳସୀ ଗଛରେ ମ’ ଅର୍ଣ୍ଣପୂର୍ଣ୍ଣା ନିବାସ କରିଥାନ୍ତି ବୋଲି ଶାସ୍ତ୍ର ମାନ୍ୟତା ରହିଛି । ତେବେ ପ୍ରତିଦିନ ଯେଉଁ ମାନେ ତୁଳସୀ ଦର୍ଶନ କରିବା ସହ ତୁଳସୀ ଗଛର ବିଧିବଦ୍ଧ ଭାବରେ ପୂଜା ଅର୍ଚନା କରିଥାନ୍ତି । ସେମାନଙ୍କ ଉପରେ ଭଗବାନ ନାରାୟଣ ଓ ମାତା ଲକ୍ଷ୍ମୀଙ୍କର ସର୍ବଦା ଆଶ୍ରୀବାଦ ବଜାୟ ରହିଥାଏ । ତେବେ ଆଜି ଚାଲନ୍ତୁ ସେହି ପବିତ୍ର ତୁଳସୀ ଗଛ ବିଷୟରେ କିଛି ତଥ୍ୟ ଜାଣି ରଖିବା ।

ତେବେ ପ୍ରତିଦିନ ତୁଳସୀ ପୂଜା କରିବା ଶାସ୍ତ୍ର ସମ୍ମତ ଅଟେ । ତୁଳସୀ ଗଛ ଯଦି ଘରେ ନୂଆ କରି ଲଗାଇବାକୁ ଚାହୁଁଥାନ୍ତି । ତେବେ ଗୁରୁବାର ଦିନ ହିଁ ତୁଳସୀ ଗଛ ଆଣି ଲଗାଇବା ଉଚିତ । ଏହା ସହିତ ଘରେ କେବେ ମଧ୍ୟ ଶୁଖି ଯାଇଥିବା ତୁଳସୀ ଗଛକୁ ରଖିବା ଜମାରୁ ମଧ୍ୟ ଉଚିତ ହୋନଥାଏ । ଯଥା ସମ୍ଭବ ଶୁଖିଯାଇଥିବା ତୁଳସୀକୁ ଉପାଡି ପ୍ରବାହିତ ଜଳରେ ଭସାଇଦେବା ଉଚିତ । ଏହା ସହ ସେଠାରେ ନୂଆ ତୁଳସୀ ଗଛ ରୋପଣ କରିବା ଉଚିତ ।

ଘରେ ଯେତେ ସବୁଜ ସୁନ୍ଦର ତୁଳସୀ ଗଛ ରହିବ । ସେତେ ହିଁ ଘର ପାଇଁ ସୁଖ ସମୃଦ୍ଧି ନେଇ ଆସିବ । ସେଥିପାଇଁ ପ୍ରତିଦିନ ତୁଳସୀ ଗଛରେ ପାଣି ଦେବା ନିତାନ୍ତ ଜରୁରୀ ଅଟେ । ହେଲେ ତୁଳସୀ ଗଛରେ ପଣି ଦେବା ସମୟରେ ସର୍ବଦା ଗୋଟିଏ କଥା ଧ୍ୟାନ ଦେବାକୁ ପଡିବ । ତାହା ହେଉଛି ତୁଳସୀ ଗଛରେ କେବେବି ଖରାପ କିମ୍ବା ଅଶୁଦ୍ଧ ଜଳ ଚଢାଇବେ ନାହିଁ ।

କେବଳ ଶୁଦ୍ଧ ଜଳ ହିଁ ତୁଳସୀ ଗଛ ବା ବୃନ୍ଦାବତୀ ମା’ ଙ୍କୁ ଅର୍ପଣ କରିବେ । ଏହା ସହିତ ମହିଳା ମାନଙ୍କର ମାସିକ ଧର୍ମ ଚାଲୁଥିବା ସମୟରେ ମଧ୍ୟ ଘରେ ଲାଗିଥିବା କୌଣସି ତୁଳସୀ ଗଛରେ ଜଳ ଦେବା ଉଚିତ ମନା ଯାଇନଥାଏ । ଏହା ଦ୍ଵାରା ମା’ ଲକ୍ଷ୍ମୀଙ୍କର କୋପ ଦ୍ରୁଷ୍ଟି ଘର ଉପରେ କୁପ୍ରଭାବ ପକାଇଥାଏ । ରବିବାର ଦିନ ତୁଳସୀ ଗଛରେ ଜଳ ଚଢାଇବା ଶାସ୍ତ୍ର ନିୟମରୁ ବଞ୍ଚିତ ଅଟେ ।

କାରଣ ଏହି ଦିନ ଯଦି ତୁଳସୀ ଗଛରେ ଜଳ ଚଢାଇବେ । ତେବେ ଏହା ଯୋଗୁ ତୁଳସୀ ଗଛ ଶୁଖିଯାଇଥାଏ । ତେବେ ଉପରୋକ୍ତ ଏହି ସମସ୍ତ ନିୟମ ଯଦି ମାନି ତୁଳସୀ ପୂଜନ କରିବେ । ତେବେ ସର୍ବଦା ମା’ ଲକ୍ଷ୍ମୀ ଓ ଭଗବାନ ନାରାୟଣଙ୍କର କୃପା ଦ୍ରୁଷ୍ଟି ଘର ଉପରେ ବଜାୟ ରହିବ ।

ଏହା ସହ ଘରଏ ସୁଖ, ସମୃଦ୍ଧି ଓ ଷୌଭାଗ୍ୟ ମଧ୍ୟ ବୃଦ୍ଧି ପାଇବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ସହିତ ନୂଆ ନୂଆ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ