ଠାକୁର ଘରେ ଥିବା ଏହି 4ଟି ଜିନିଷ ଆପଣଙ୍କୁ ବନେଇ ପାରେ କାଙ୍ଗାଳ, ଆପଣ ରଖି ନାହାନ୍ତି ତ ଏହି ସବୁ ଜିନିଷ… ହୋଇଯାନ୍ତୁ ସାବଧାନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ଲୋକଙ୍କ ଘରେ ଠାକୁର ପୂଜା ପାଇଁ ଠାକୁର ଘର କିମ୍ବା ମନ୍ଦିର ଅବଶ୍ୟ ରହିଥାଏ । ତେବେ ସେହି ସ୍ଥାନରେ ଠାକୁରଙ୍କ ଫୋଟ ସହିତ ପୂଜା ଉପଯୋଗୀ ଅନ୍ୟାନ୍ୟ ସାମଗ୍ରୀମାନ ମଧ୍ୟ ରହିଥାଏ । ତେବେ ଆପଣ ମାନେ କଣ ଜାଣିଛନ୍ତି ? ଏହା କି ଯେ ଠାକୁର ଘରେ କେଉଁ ଜିନିଷ ରଖିବା ଉଚିତ ଓ କେଉଁ ଜିନିଷ ରଖିବା ଅନୁଚିତ ? ଚାଲନ୍ତୁ ସେହି ସମ୍ପର୍କରେ ବିସ୍ତ୍ରୁତ ଭାବରେ ଆଲୋଚନା କରିବା ।

ତେବେ ଠାକୁର ଘରେ ଠାକୁରଙ୍କୁ ଆଳତୀ କରିବା ନିମନ୍ତେ ମାଟି ଦୀପ ରଖିବା ଉଚିତ । ନଚେତ ମାଟିର ଯଦି ସମ୍ଭବ ହେଉନଥାଏ । ତେବେ ପିତ୍ତଳ ଧାତୁରେ ନିର୍ମିତ ଦୀପ ମଧ୍ୟ ରଖିପାରିବେ । ତେବେ ଠାକୁର ଘରେ ସ୍ଵସ୍ତିକ ଚିହ୍ନ ରହିବା ନିହାତି ଉଚିତ । କାରଣ ଏହା ଘର ପାଇଁ ସୁଖ ଓ ସମୃଦ୍ଧି ଆଣିଥାଏ । ତୃତୀୟରେ ଠାକୁର ଘରେ କଳସ ରଖିବା ଉଚିତ । ତେଣୁ କଳସରେ ପାଣି ଭର୍ତ୍ତି କରି କଳସ ଉପରେ ସ୍ଵସ୍ତିକ ଚିତ୍ର ଅଙ୍କନ କରି ଠାକୁର ଘରେ ରଖନ୍ତୁ ।

ଚତୁର୍ଥରେ ଠାକୁର ଘରେ ଶଙ୍କ ରଖିବା ମଧ୍ୟ ଉଚିତ । କାରଣ ଶଙ୍ଖର ଧ୍ୱନି ଦ୍ଵାରା ଘରେ ସକାରାତ୍ମକ ଊର୍ଜାର ସଂଚାର କରିଥାଏ । ଏହା ସହ ଘରେ ଥିବା ନକରାତ୍ମକ ଶକ୍ତି ମଧ୍ୟ ବାହାରକୁ କରିଦେଇଥାଏ । ପଞ୍ଚମରେ ଠାକୁର ଘରେ ଘଣ୍ଟି ରଖିବା ମଧ୍ୟ ଏକ ନିତାନ୍ତ ଦରକାରୀ ପଦାର୍ଥ ଅଟେ । କାରଣ ଯେଉଁ ଘରେ ଘଣ୍ଟା କି ଘଣ୍ଟି ରହିଥାଏ । ସେହି ଘର ଶୁଦ୍ଧବାତାବରଣ ଦେଖିବାକୁ ମିଳିଥାଏ ।

ତେବେ ଏହା ବ୍ଯତୀତ ଆପଣ ଯଦି ଅନ୍ୟ କିଛି ଠାକୁରଙ୍କ ପାଇଁ ବ୍ୟବହାର ଉପଯୋଗୀ ସାମଗ୍ରୀ ରଖିବାକୁ ଚାହିଁବେ । ତେବେ ରଖିପାରିବେ । ଏହା ଛଡା କିଛି ଏପରି ଜିନିଷ ମଧ୍ୟ ଅଛି । ଯାହାକୁ ଠାକୁର ଘରେ ରଖିବା ଉଚିତ ହୋଇନଥାଏ । ଠାକୁର ଘରେ କେବେ ମଧ୍ୟ ୧, ୩ କିମ୍ବା ୫ ଏପରି ସଂଖ୍ୟାରେ ଗଣେଶଙ୍କ ମୂର୍ତ୍ତି ରଖିବା ଉଚିତ ନୁହେଁ ।

ଠାକୁର ଘରେ ୨ ଟି ଗଣେଶ ହିଁ ରଖିବାକୁ ଶୁଭ ମନା ଯାଇଥାଏ । ଠାକୁର ଘରେ ଅରୁଆ ଚାଉଳର ବହୁ ଦରକାର ଆସିଥାଏ । ତେବେ ଯଦି ଠାକୁର ଘରେ ଅରୁଆ ଚାଉଳ ରଖୁଛନ୍ତି । ତାହା ଭଙ୍ଗାରୁଜା ବାଲା ନରଖି ଅକ୍ଷତ ଅରୁଆ ଚାଉଳ ହିଁ ରଖିବେ । ଠାକୁର ଘରେ ମୃ-ତ ପରିଜନଙ୍କ ଫୋଟ ରଖିବା ଅନୁଚିତ ।

ପିତୃ ପୁରୁଷଙ୍କ ଫୋଟୋକୁ  ଆପଣ ଘରର ଅନ୍ୟ ସ୍ଥାନରେ ରଖନ୍ତୁ । ଠାକୁର ଘରେ ଭୈରବ, ଶନି ଦେବତା ଓ କାଳୀ ମା’ ଙ୍କର ଫୋଟ ରଖିବା ଅନୁଚିତ । କାରଣ ଏହା ଦ୍ଵାରା ଘରର କ୍ଷତି ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ