କରୋନାର ତୃତୀୟ ଲହର ଛୋଟ ପିଲାଙ୍କ ପାଇଁ ବିପଦ! ଜାଣନ୍ତୁ କେମିତି ରଖିବେ ଛୁଆଙ୍କ ଯତ୍ନ

ପୁରା ବିଶ୍ବରେ କ-ରୋ-ନାର ଦିତୀୟ ଲହର ଯେଉଁ ଭଳି ଭାବେ ମା-ତି-ବାରେ ଲାଗିଛି ଲୋକଙ୍କ ମନରେ ଭ-ୟ-ର ଆ-ତ-ଙ୍କ ଦିନକୁ ଦିନ ବଢିବାରେ ଲାଗିଛି । କ-ରୋ-ନା ଭା-ଇ-ର-ସ ଯୋଗୁ କେତେ ଯେ ଲୋକଙ୍କର ଜୀବନ ଗଲାଣି ତାହା କଳନା କରି କହି ହେବ ନାହି । ଏହି ଦିତୀୟ ଲହରରେ ବିଭିନ୍ନ ପ୍ରକାରାର ସମସ୍ଯା ଦେଖା ଯାଉଛି ।

କ-ରୋ-ନାର ଦିତୀୟ ଲହର ନ ସରୁଣୁ ବର୍ତ୍ତମାନ କ-ରୋ-ନାର ତୃତୀୟ ଲହର ଆସିବାକୁ ଯାଉଛି । ଆଜି ଆମେ ଆପଣ ମାନଙ୍କୁ କ-ରୋ-ନାର ତୃତୀୟ ଲହର କେଉଁ ଭଳି ପ୍ରଭାବ ପକାଇବ ସେହି ବିଷୟରେ କହିବାକୁ ଯାଉଛୁ । କର୍ଣାଟକର କୋଭିଡ ଏକ୍ସପର୍ଟ ଓ ବାୟୋରୋଲୋଜିଷ୍ଟ ଡାକ୍ତର ବି ରବି କହିଛନ୍ତି ଯେ କ-ରୋ-ନାର ଦିତୀୟ ଲହର ସଋ ନ ଥିବା ପୁଣି ଥରେ କ-ରୋ-ନାର ତୃତୀୟ ଲହର ମାଡି ଆସୁଛି ଯାହା ଛୋଟ ପିଲା ମାନଙ୍କ ବିପଦଜନକ ଅଟେ ।

ଏହାକୁ ନେଇ ସୁପ୍ରିମ କୋର୍ଟ ବହୁତ ଚିନ୍ତାରେ ଅଛି । ସୁପ୍ରିମ କୋର୍ଟ କହିବା ଅନୁସାରେ ଯଦି ପିଲାଙ୍କୁ କ-ରୋ-ନାର ତୃତୀୟ ଲହର ଆ-କ୍ର-ମ-ଣ କରେ ତେବେ ତାଙ୍କ ସହ ତାଙ୍କ ପରିବାର ହସପିଟାଲକୁ ଯିବେ । ଯାହା ଦ୍ଵାରା ଭ୍ୟାକ୍ସିନ ଦେବା ଅସମ୍ଭବ ହୋଇପଡିବ । ସେଥିପାଇଁ ସାଇଣ୍ଟିଫିକ ପ୍ରକ୍ରିୟା ଅବଲମ୍ବନ କରିବାକୁ ହେବ ଯାହା ଫଳରେ ଆଗକୁ ଯାଇ କୌଣସି ସମସ୍ଯା ଯେପରି ନ ହୁଏ । ମହାରାଷ୍ଟ୍ରରେ ଅଧିକ ଛୋଟ ପିଲାମାନେ ସଂ-କ୍ର-ମ-ଣ ହେଉଛନ୍ତି । ପିଲାଙ୍କ ଠାରେ କାଶ, ଥଣ୍ଡା ଓ ପେଟ ସମସ୍ଯାର ଲକ୍ଷଣ ଦେଖା ଯାଉଛି ।

ରାଜ୍ୟରେ ୧୦ବର୍ଷ ଯାଏଁ ପିଲାଙ୍କୁ କ-ରୋ-ନା ଆ-କ୍ରା-ନ୍ତ ହେଉଛି । ପୁରା ରାଜ୍ୟରେ ୧ଲକ୍ଷ ୪୫ହଜାର ୯୩୦ ଜଣ ପିଲା କ-ରୋ-ନାରେ ସଂ-କ୍ର-ମ-ଣ ହେଇଛନ୍ତି । ପ୍ରତିଦିନ ୩୦୦ରୁ ୫୦୦ ପିଲା କ-ରୋ-ନା ପଜେଟିବ ହେଉଛନ୍ତି । ଫୋର୍ଟିସ ମେମୋରିୟାଲ ରିସର୍ଚ ଇଷ୍ଟିଚ୍ୟୁଟର ଡାକ୍ତର କୃଷ୍ଣ ଚୁଘ କହିଛନ୍ତି ଯେ ପିଲାଙ୍କ ଠାରେ ହାଲକା ଜ୍ଵର, କାଶ, ଥଣ୍ଡା ଓ ପେଟ ସମସ୍ଯା ଭଳି ଲକ୍ଷ ଦେଖା ଯାଉଛି । ଆଉ କିଛି ପିଲାଙ୍କ ଠାରେ ଶରୀରରେ ଯନ୍ତ୍ରଣା, ମୁଣ୍ଡ ବିନ୍ଧା, ବାନ୍ତି ଆଦି ଲକ୍ଷଣ ପରିଲକ୍ଷିତ ହେଉଛି ।

ଶିଶୁ ରୋ-ଗ ବିଶେଷଜ୍ଞ ଡାକ୍ତର ଧିରେନ ଗୁପ୍ତାଙ୍କ ମତରେ କିଛି ପିଲାଙ୍କ ଠାରେ ନିମୋନିଆ ମଧ୍ୟ ଦେଖା ଯାଉଛି । ଆଉ କିଛି ପିଲାଙ୍କ ଠାରେ ମଲ୍ଟି ସିଷ୍ଟମ ଇନମେଲମେଟରି ଶିଣ୍ଡ୍ରୋମ ଭଳି ଗଭୀର ଲକ୍ଷଣ ଦେଖା ଯାଉଛି । ଯଦି ପିଲାଙ୍କର ହାଲକା ଜ୍ଵର, କାଶ ହେଉଥାଏ ତେବେ ଏହାକୁ ନଜର ଅନ୍ଦାଜ ନ କରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଏକ୍ସପର୍ଟ ମାନେ ରାଏ ଦେଇଛନ୍ତି । ଶିଶୁ ରୋ-ଗ ବିଶେଷଜ୍ଞ ଡାକ୍ତର ରମେଶ ଅୟରଙ୍କ ମତରେ ଯେଉଁ ମାନକୁ କ-ରୋ-ନା ପଜେଟିବ ହୋଇଛି ସେମାନେ ଭଲ ହେବା ପରେ ଆଉ ଟେଷ୍ଟ ନ କରି ଘରେ ରହି ଔଷଧ ନେଉଛନ୍ତି ।

ଯାହା ଦ୍ଵାରା ସେମାନଙ୍କ ପିଲାଙ୍କୁ ଏହି ରୋ-ଗର ଶି-କା-ର ହେବାକୁ ପଡୁଛି । ପିଲାଙ୍କୁ କ-ରୋ-ନା ହେଲେ ମାସ୍କ ବ୍ୟବହାର କରିବା ସହ ଘରୁ ସେମାନଙ୍କୁ ବାହାର କରନ୍ତୁ ନାହି । ପିଲାଙ୍କୁ ଫଳ ଓ ସବୁଜ ପନିପରିବାର ଖାଇବାକୁ ଦିଅନ୍ତୁ । ପିଲାଙ୍କୁ ଇମ୍ୟୁନିଟି ଶକ୍ତି ବଢେଇବା ପାଇଁ ମଲ୍ଟି ଭିଟାମିନ ସେବନ କରାନ୍ତୁ ।

ବନ୍ଧୁଗଣ ଯଦି ଆପଣମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।