ବାଛନ୍ତୁ କୌଣସି 1 ଚାବି ଓ ଜାଣନ୍ତୁ, ସେ ଆପଣଙ୍କୁ କଣ ମେସେଜ ଦବାକୁ ଚାହୁଁଛନ୍ତି- Love Quiz

ଭାବନା ପ୍ରକୃତିକ ଅଟେ ମଣିଷ ଜୀବନରେ ତେଣୁ କରି ମଣିଷ ନିଜର ଭାବନା କୁ ଉଛାଇ ପାରେ ମାତ୍ର ଏହାକୁ ସୃଷ୍ଟି ହେବାରୁ ଅଟକାଇ ପାରିବ ନାହିଁ । ଯଦି କୌଣସି କାରଣ ବଶତଃ ଆମେ ଏହାକୁ ଅନ୍ୟକୁ କହି ପାରୁନୁ ତାହା ଅଲଗା ଅଟେ ମାତ୍ର ଏହା ଆମ ମନରେ ସବୁଦିନ ପାଇଁ ଥାଏ । ଭାବନାର ଜନ୍ମ ଚିନ୍ତାରୁ ହୁଏ । ଆମେ ଚାହୁଁ କିମ୍ବା ନ ଚାହୁଁ ପ୍ରତେକ ଦିନ ଆମେ କିଛି ନା କିଛି ଚିନ୍ତା କରି ଥାଉ । କାହାକୁବାତରେ ଦେଖିଲେ କାହା ସହ କଥା ଏଲେ କିଏ ଜଣେ ଭଲ ଲାଗିଲେ କିମ୍ବା କାହା ପାଇଁ ଆମ ମନରେ ଘୃ-ଣା ଥିଲେ ।

ଆମେ ସେହି ବ୍ଯକ୍ତିର ନାମ କିମ୍ବା ସେହି ବ୍ଯକ୍ତିକୁ ଦେଖିଲେ ଚିନ୍ତା କରି ଥାଉ ଓ ଏଥିରୁ ଜନ୍ମ ନିଏ ଭାବନା । ତେବେ ଏହା ଭଲ ପାଇବା କ୍ଷେତ୍ରରେ ମଧ୍ୟ ବହୁତ କ୍ଷିପ୍ର ଗତିରେ ପ୍ରସାର କରେ । ଯଦି ଆମେ କାହାକୁ ନିଜର ମନ ଦେଇଛୁ କିମ୍ବା କାହାକୁ ନିଜର ବୋଲି ଭାବିଛୁ ତେବେ ତା ପାଇଁ ଆମ ମନରେ କିଭଳି ଭାବନା ନ ଆସିବ । ଏହା ସହ ସେହି ବ୍ୟକ୍ତି ବିଶେଷଙ୍କ ମନରେ ମଧ୍ୟ ଆମ ପାଇଁ ଭଲ ପାଇବା ଅଛି ତ ତା ମାନରେ ମଧ୍ୟ ଭାବନା ଅଛି ।

କିନ୍ତୁ କଣ ଆପଣ ଜାଣନ୍ତି କି ସେ ଆପଣଙ୍କୁ ନେଇ କଣ ଭାବୁଛନ୍ତି । ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କଣ କହିବାକୁ ଚାହାଁନ୍ତି ଆପଣଙ୍କୁ ଆପଣଙ୍କର ମନର ମଣିଷ । ଏହି ଚାବି ଗୁଡିକ ଭିତରୁ ଗୋଟେ ଚାବି ବାଛନ୍ତୁ ଓ ଆମେ ଆପଣଙ୍କୁ କହିବୁ କଣ ଭାବବନ୍ତି ।

ଯଦି ଆପଣ ପ୍ରଥମ ଚାବି ବାଛି ଛନ୍ତି ତେବେ – ସେ ଆପଣଙ୍କୁ କହିବାକୁ ଚାହୁଁଛନ୍ତି କି ତମେ ମୋ ପାଇ ସଠିକ ଜୀବନ ସାଥି ଓ ମୋ ଜୀବନରୁ କେବେବି ନିଜକୁ ଦୂରେଇ ଦେବନି । ତୁମେ ହିଁ ମୋର ସ୍ପନ୍ଦନ ତୁମେ ନ ଥିଲେ ମୋର ମନ ଲାଗେନା ।

ଯଦି ଆପଣ ଦ୍ଵିତୀୟ ଚାବି ବାଛି ଛନ୍ତି ତେବେ –  ସେ ଆପଣଙ୍କୁ କହିବାକୁ ଚାହୁଁଛନ୍ତି କି ମୋ ପାଇଁ ତୁମେ ମୋର ଦୁନିଆ । ମୋର ବଞ୍ଚିବାର କାରଣ ତୁମେ । ତୁମ ଠାରୁ ଦୂରେଇ ରହି ମୁ ତୁମକୁ ବହୁତ ମାନେ ପକାଉଥିଲି ।

ଯଦି ଆପଣ ତୃତୀୟ ଚାବି ବାଛି ଛନ୍ତି ତେବେ –  ସେ ଆପଣଙ୍କୁ କହିବାକୁ ଚାହୁଁଛନ୍ତି କି  ତୁମେ ହିଁ ମୋର ଜୀବନ ତୁମ ବିନା ଏକ ମୁହୂର୍ତ ବଞ୍ଚି ପାରିବିନି । ମୋ ସ୍ଵପ୍ନରେ ତୁମେ ପ୍ରତିଦିନ ଆସ ।

ଯଦି ଆପଣ ଚତୁର୍ଥ ଚାବି ବାଛି ଛନ୍ତି ତେବେ –  ସେ ଆପଣଙ୍କୁ କହିବାକୁ ଚାହୁଁଛନ୍ତି କି   ତୁମେ ମୋ ଜୀବନରେ ଆସିବା ପରେ ମୋ ଜୀବନ ସୁନ୍ଦର ହୋଇଯାଇଛି । ତୁମେ ମୋର ହୃଦୟର ସ୍ପନ୍ଦନ । ମୋର ହୃଦୟ କିନ୍ତୁ ତୁମକୁ ଚାହେଁ ।


ଯଦି ଆପଣ ପଞ୍ଚମ ଚାବି ବାଛି ଛନ୍ତି ତେବେ –  ସେ ଆପଣଙ୍କୁ କହିବାକୁ ଚାହୁଁଛନ୍ତି କି ମୁ ବହୁତ ଭାଗ୍ଯବାନ କି ତୁମେ ମୋ ଜୀବନରେ ଆସିଛ । ତୁମକୁ ବିବାହ କରିବାକୁ ଚାହେଁ । ତୁମର ଫିଲ୍ମି ଓ ରୋମାଣ୍ଟିକ ଷ୍ଟାଇଲ ମତେ ପାଗଳ କରିଛି ।

ବନ୍ଧୁଗଣ ଯଦି ଆମର ଏହି ଛୋଟ ପ୍ରୟାସ ଆପଣଙ୍କୁ ଭଲ ଲାଗେ ତେବେ ଆପଣ ଆମ ପେଜକୁ ଗୋଟେ ଲାଇକ କରିବେ ।