ଟ୍ରିପଲ ମ୍ୟୁଟାନ୍ଟ କରୋନା କାହିଁକି ଏତେ ଭୟଙ୍କର ? Dr. B. K. Mishra

ଆମେ ଜାଣିଛୁ କି କରୋନା ଭାଇରଶ ଗତ ବର୍ଷ ଖୁବ ତାଣ୍ଡବ କରିଥିଲା । ଆପଣ ଙ୍କୁ ଆମେ ଆଜି ଏହି ବିଷୟରେ କହିବାକୁ ଯାଉଛୁ କି ଡବଲ ମ୍ୟୁଟାନ୍ଟ କଣ ଓ ତ୍ରିପଲ ମ୍ୟୁଟେଣ୍ଟ କଣ । ଆସନ୍ତୁ ତାହେଲେ ଜାଣିବା ଏହା କଣ ଅଟେ ।

ଆଜି ଭାରତ ସେକେଣ୍ଡ ୱେଭ ରେ ଗତି କରୁଛି । ଏହା ଏଭଳି ଭାବେ ଦେଶକୁ ଭୟଭୀତ କରାଇଛିକି ଯାହା ପାଇଁ ଲୋକମାନେ ଡଋ ଘରୁ ବାହାରିବା ବନ୍ଦ କରିଦେଇଥିଲେ । ଏହା ଦ୍ଵାରା ଆମର ମେଡିକାଲ ରେ ଥିବା ଯନ୍ତ୍ର, ଆକ୍ସିଜେନ ସିଲିଣ୍ଡର ଆଦି ସବୁ କମ ପଡି ଯାଉଛି ରୋଗୀମାନଙ୍କ ପାଇଁ । ଏହା ବେଙ୍ଗଲ, ମହାରାଷ୍ଟ୍ର, ଦିଲ୍ଲୀ ରେ ଅଧିକ ମାତ୍ରାରେ ଦେଖା ଯାଉଛି । ତେବେ ଏହା କିଭଳି ଭାବେ ଆମ ପାଖକୁ ଆସିଲା ଓ ଏହା କଣ ଜାଣିବା ।

ଏହା ୪ ଟି ଜିନିଷ ଯାହା ଅଶୁବୁଢା ସୃଷ୍ଟି କରୁଛି ପ୍ରଥମେ ହେଉଛି ୟୁକେ ଭେରିଏଣ୍ଟ ଏହା ପଶ୍ଚିମ ଇଂଲଣ୍ଡ ରେ ଦେଖା ଯାଇଥିଲା । ଏହା ଆମର ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି କମକରିବା ସହ ଏହା ୪୦% ରୁ ୭୦% ଇନଫେକସନ ବଢାଇ ଥାଏ । ଏହା ପରେ ଏହା ଆମ ରୋଗକୁ ଏତେ ମାତ୍ରାରେ ବଢାଇ ଦିଏ କି ଏହା ପାଇଁ ରୋଗୀର ମୃ-ତ୍ୟୁ ୬୦% ବଢି ଯାଏ । ଏହା ପରେ ଆସେ ବ୍ରାଜିଲିୟମ ଭେରିଏଣ୍ଟ ।

ଏହା ପାଇଁ କୁହା ଯାଏକି ଏହା ଆମର ଆଣ୍ଟିବଡ଼ିକୁ ଦବେଇ ଦେଇଥାଏ ଓ ସରିରରେ ଏହା କୁ ଅଧିକ ମାତ୍ରାରେ ଇନଫେକସନ କରିବାରେ ସାହାଜ୍ଯ କରିଥାଏ । ଏହା ପରେ ଆସୁଛି ସାଉଥ ଆଫ୍ରିକୀୟାନ ଭେରିଏଣ୍ଟ । ଏହା ପ୍ରାୟ ୪୦ ଟି ଦେଶରେ ଦେଖା ଯାଇଛି ଏହା ସହ କୁହା ଯାଇଛି କି ଏହା ଖୁବ ଜଲ୍ଦି ଇନଫେକସନ କୁ ପ୍ରସାର ଲାଭ କରିବାକୁ ଦେଇଥାଏ । ଏହା ସହ ଏହା ଆମ ଶରୀରରେ ରହି ମୃ-ତ୍ୟୁ ର % କୁ ଅଧିକ କରି ହତାଏ ।

ଏହା ଖୁବ ମାରାତ୍ମକ ଅଟେ ବୋଲି କୁହାଯାଇଛି । ଏହା ପରେ ଆସେ ଇଣ୍ଡିଆନ ଡବଲ ମ୍ୟୁଟେଣ୍ଟ  ଯାହାର ନାମ ହେଉଛି B 1 6 1 7 । ଏହା ର ଚିହ୍ନଟ କରା ଯାଇଥିଲା ମାର୍ଚ ମାସରେ । ଏହା ଆମକୁ ଇନଫେକସନ କରାଇଛି । ଏହି ପରେ ତୃତୀୟ ମ୍ଯୁଟେଣ୍ଟ ଆସିଗାଲାଣି । ଏହା ଖୁବ ଜୋରସେ ବେଙ୍ଗଲ ରେ ବଢି ଚାଲିଛି । ଏହାର ନାମ ହେଉଛି B 1 6 1 8 । ଏହା ତିନୋଟି ଅଲଗା କୋଭିଦ ଷ୍ଟ୍ରେନ୍ଥ ରୁ ଆରମ୍ଭ ହୋଇଛି ।

ଏହା ଆମର ରୋଗ ପ୍ରତିରୋଧକ ଶକ୍ତି କୁ ସମ୍ପୂର୍ଣ ଭାବେ ହରେଈ ଦେଇଥାଏ । ଯେଉଁ ମାନେ ମାରୁଛନ୍ତି ତାଙ୍କ ଶରୀରରେ ଏହା ମଧ୍ୟ ଦେଖା ଯାଉଛି । ଏହା ସହ ଡବଲ ମ୍ୟୁଟେଣ୍ଟ ସହ ତ୍ରିପଲ ମ୍ୟୁଟେଣ୍ଟ ମିଶି ମୃ-ତ୍ୟୁ ସଂଖ୍ୟା କୁ ବଢେଇ ବାରେ ଲାଗିଛି । ତେବେ ଏହା ଆମ ଜୀବନ ପ୍ରତି ବିପଦ ଅଧିକ ମାତ୍ରାରେ ସୃଷ୍ଟି କରିଛି । ଏହା ସହ ୧୦ ମିଟର ଦୂରତା ରଖିବା ଆବଶ୍ୟକ ଏହା ସହ ଆପଣ ନିଜକୁ ଘରେ ରଖନ୍ତୁ, ହାତକୁ ସାନିଟାଇଜ କରନ୍ତୁ ଏହା ସହ ଆପଣ ନିଜକୁ ସୁରକ୍ଷିତ ରଖନ୍ତୁ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଆର୍ଟିକଲଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ