୧୬ ବର୍ଷୀୟ ଏହି ପିଲା ଚନ୍ଦ୍ର ର ଏମିତି ଉଠାଇଲା ଫଟୋ କି ସବୁ ଦେଖି ହେଲେ ଆଶ୍ଚର୍ଯ୍ୟ, ସୋସିଆଲ ମିଡିଆରେ ହେଉଛି ଖୁବ ପ୍ରଶଂସା

ଯଦି ମଣିଷ କିଛି କରିବା ପାଇଁ ଚେଷ୍ଟା କରିବ ତାହେଲେ ବୟଶ ସୀମା ଏହାକୁ କେବେ ବି ବାନ୍ଧି ରଖୀ ପାରିବ ନି  ଏହାର କାରଣ ହେଉଛି ଦୃଢ ଇଛା ଶକ୍ତି ଓ ସଂକଲ୍ପ ଥିଲେ ଜୀବନରେ ଆସୁଥିବା ସବୁ ବିପଦର ସାମନା କରିବାକୁ ଆମେ କେବେ ବି ପଛକୁ ହଟି ଯିବାନି ।

ଏହାର କାରଣ ହେଉଛି କି ଯଦି ଆମେ କିଛି କାମ କରୁଛୁ ତାହେଲ ଏହା ପାଇଁ କଣ କଣ ଆବଶ୍ୟକ ସେ ବିଷୟରେ ଜାଣିବା ନିହାତି ଦରକାର । ତେବେ ଆସନ୍ତୁ ଜାଣିବା ମହାରାଷ୍ଟ୍ର ର ପୁନେରେ ରହୁଥିବା ପ୍ରଥମେଷ ଯାଜୁ ଏହାକୁ କରି ଦେଖାଇଛନ୍ତି । ସେ ଚାନ୍ଦର ପ୍ରାୟ ୫୦୦୦୦ ଫଟ ଉଠାଇବା ପରେ ଏହା କୁ ମିଶେଇ କରିଥିଲେ ଏକ ଫଟ ଆସନ୍ତୁ ଜାଣିବା ଏହି ବିଷୟରେ ସେ ନିଜେ କଣ ମତ ଦେଇଛନ୍ତି ।

ସେ ଏକ ଇଣ୍ଟରଭ୍ୟୁ ରେ କହିଥିଲେ କି ସେ କମ ସେ କମ ୪ ଘଣ୍ଟା ଯାଏ ଚାନ୍ଦର ଫଟ ଓ ଭିଡିଓ କ୍ଲିକ କରିଥିଲେ ସେ ଏହାକୁ ୩ ମେ ରାତି ୧ ରେ ଆରମ୍ଭ କରିଥିଲେ । ଏହା ପରେ ଏହାକୁ ପ୍ରୋସେସ କରିବା ପାଇଁ ତାଙ୍କୁ ୩୮ ରୁ ୪୦ ଘଣ୍ଟା ଭଳି ସମୟ ଲାଗିଥିଲା । ୫୦୦୦୦ ଫଟ ଉଠାଇବାର କାରଣ ଥିଲା କି ଚାନ୍ଦର ସବୁଠାରୁ କ୍ଲିୟର ଫଟ ଉଠାଇବା । ସେ ପ୍ରତେକ ଫଟ କୁ ଏକା ସହ ଷ୍ଟିଚ କରିଥିଲେ ଓ ଚାଣ୍ଡାକୁ ଭଲ କରି ଦେଖିବା ପାଇଁ ଏହାକି ସାର୍ପ କରିଥିଲେ ।

ଏଠାରେ ସେ କହିଛନ୍ତି କି ର ଡାଟା କମ ସେ କମ ୧୦୦ ଜୀବି ର ଥିଲା ଏହା କୁ ପ୍ରୋସେସ କରିବା ବେଳେ ଏହା ବଢିକି ୧୮୬ ଜୀବି ହୋଇ ଯାଇଥିଲା । ଯେତେବେଳେ ସେ ସବୁକୁ ଏକା ସହ ଷ୍ଟିଚ କରିଥିଲେ ଏହା ୬୦୦ ଏମବି ହୋଇ ଯାଇଥିଲା । ଏହା ଦୁଇଟି ଅଲଗା ଅଲଗା ଫଟ ର ଏଚଡିଆର କମ୍ପୋଜିସନ ଅଟେ । ଏହା ଥାଡ଼ କ୍ୟାଟାର ମୁନ ର ସବୁଠାରୁ ସ୍ପଷ୍ଟ ଫଟ ଅଟେ ।

ସେ କହିଲେ ସେ କିଛି ଆର୍ଟିକୀଲ ଓ କିଛି ଭିଡିଓ ଦେଖିଥିଲେ ଏହା ପରେ ସେ ଏହାକୁ କିଭଳି କରିବେ ଜାଣି ଏହା କରିବା ପାଇଁ ମନ ବଳାଇଥିଲେ । ସେ କହିଥିଲେ ସେ ଜେନ ଆଷ୍ଟ୍ରୋ ଫ୍ଯଜିକ୍ସସିଆନ ହେବାକୁ ଚାହାଁନ୍ତି । ସେ ଆଷ୍ଟ୍ରୋନୋମି ପଢିବା ପାଇଁ ଚାହାଁନ୍ତି । ଏବେ କିନ୍ତୁ ସେ ଆଷ୍ଟ୍ରୋ ଫୋଟିୟୋଗ୍ରାଫୀ ସଉକ ପାଇଁ କରୁଛନ୍ତି ।

ତାଙ୍କୁ ମାତ୍ର ସେ ୧୬ ବର୍ଷ ବୟଶ ଅଟେ । ସେ ଏତେ କମ ବୟଶରୁ ଏଭଳି କାମ କରିଥିବାରୁ ଲୋକମାନେ ତାଙ୍କର ଖୁବ ପ୍ରଶଂସା କରୁଛନ୍ତି । ସେ ନିଜ ସୋସିଆଲ ମିଡିଆ ସାଇଡ ଦ୍ଵାରା ନିଜର ସଫଳତା ପାଇଥିଲେ । ସେ ନିଜ ଇନଷ୍ଟାଗ୍ରାମ ରେ ଏହି ଫଟ କୁ ମେ ୬ ତାରିଖ ରେ ପୋଷ୍ଟ କରିଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ