ଭ୍ୟାକ୍ସିନ କୁ ନେଇ ଭାରତ ପାଇଁ ଆସିଲା ଏକ ବଡ ଖୁସି ଖବର, ଏବେ ହେବ ନାହିଁ ଭ୍ୟାକ୍ସିନ ର କୌଣସି ଅଭାବ

ଭାରତରେ ଯେତେବେଳେ କରୋନା ରୋଗୀ ମାନେ ବଢିବାକୁ ଲାଗିଲେ ସେତେବେଳେ ଭାରତରେ ଅଧିକ ରୁ ଅଧିକ ରୋଗୀ ମାନେ ମାରିବାକୁ ଲାଗିଲେ । ଏହା ସବୁ ବର୍ଗର ବ୍ୟକ୍ତିଙ୍କୁ ହେବାକୁ ଲାଗିଲା ।

ତେଣୁ ସବୁ ପ୍ରତେକ ରାଜ୍ୟରେ ଏହା କୁ ରୋକିବା ପାଇଁ ଟୀକା କରଣ କୁ ଅଧିକ ଭାବେ ଅଗ୍ରାଧି ଦେବାକୁ ଲାଗିଲେ । ଏଭଳି ପରିସ୍ଥିତିରେ ଟୀକା ପ୍ରଥମେ ୪୫ ବର୍ଷରୁ ଅଧିକ ଲୋକମାନଙ୍କୁ ଦିଆ ଯାଇଥିଲା । ଏହା ପରେ ଏହା କୁ ୧୮ ବର୍ଷରୁ ଅଧିକ ବୟଶ ର ନାଗରିକ ମାନଙ୍କୁ ଦିଆ ଗଲା । ସବୁ ଆଡେ ଟୀକା କାରଣ ଜଲ୍ଦି ହେବାକୁ ଲାଗିବାରୁ ଭରତେରେ ଏହା ର ଅଭାବ ଦେଖା ଯାଇଥିଲା ।

ଏବେ ଭରତ ପାଇଁ କିଛି ମାତ୍ରାରେ ଭଲ ଖବର ଆସିଛି କି କେଡିଲା ହେଲଥ କେୟାର ନିଜ ଜାଇଗୋଟ  ଡି ଭ୍ୟାକ୍ସସିନ କୁ ନେଇକି ଦେବ ରୋଗୀମାନଙ୍କୁ । ଏହାକୁ କମ୍ପାନୀ ପ୍ରତେକ ମାସରେ ୩ ଗୁଣା ଅଧିକ ମାତ୍ରାରେ ଉତ୍ପାଦନ କରିବା ପାଇଁ ଲକ୍ଷ ରଖିଛି । ଏହା ଦ୍ଵାରା କମ ସମୟ ମଧ୍ୟରେ ସାରା ଦେଶରେ ଏହା ପ୍ରତେକ ଲୋକଙ୍କ ପାଖକୁ ଯାଇ ପାରିବ । କେଡିଲା ହେଲଥ କେୟାର କମ୍ପାନୀର ମାଲିକ ଙ୍କ ମତ ଅନୁସାରେ ପ୍ରତେକ ମାସରେ ୩ କୋଟି ଉତ୍ପାଦନ କରିବା ଲକ୍ଷ୍ୟରେ ରଖିଛନ୍ତି ।

ଏହାର ହେଡ କ୍ଵାଟର ଏହେମେଦା ବାଦ ରେ ଥିଲା । ଏହି କମ୍ପାନୀର  ମନେଜିଙ୍ଗ ଡାଇରେକ୍ଟର ଶରବିକ ପଟେଲ ଙ୍କ ମୁତାବକ କମ୍ପାନୀ ଏହାକୁ ଯେତେ ଜଲ୍ଦି ପାରିବ ସେତେ ଜଲ୍ଦି ଉତ୍ପାଦନ କରିବ । କମ୍ପାନୀ ନିଜର କ୍ଷମତା ବଢାଇବା ପାଇଁ ଥାଡ ପାର୍ଟି ମାନୁଫ୍ଯାକଚର ର ମଧ୍ୟ ସାହାଜ୍ଯ ନେବେ । ICMR ତରଫରୁ କୁହାଯାଇଛି କି କରୋନା କୁ କେବଳ ଟୀକା ନେବା ଦ୍ଵାରା ଆମେ ହରାଇ ପାରିବା ।

ଭରତ ଭଳି ଏକ ଜନ ବହୁଳ ଦେଶରେ ଟୀକା ପହଞ୍ଚେବା ଏକ ଲକ୍ଷ ଅଟେ । ଏହା ଉପରେ ଦ୍ଵିତୀୟ ଲହର ବଢିବା ରେ ଲାଗିଛି ଲୋକମାନେ ଚିନ୍ତାରେ ଥିବା ସମୟରେ ଏହି ସୂଚନା ପାଇ ଟିକେ ଆସା ପାଇ ଛନ୍ତି ।  କେଡିଲା ହେଲଥ କେୟାର  ତତ୍କାଳୀନ ସେବା ପାଇଁ ଅପିଲ କରିବ ବୋଲି ମଧ୍ୟ ସୂଚନା ଦେଇଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଆର୍ଟିକଲଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ