ନମସ୍କାର ବନ୍ଧୁଗଣ । ଆଜିର ସମୟରେ ଅନେକ ସ୍ଥାନରେ ସଡକ ଦୁର୍ଘଟଣା ଘଟୁଛି । ଯାହା ପାଇଁ ଜନ ଜୀବନ କ୍ଷତି ହେଉଛି । ସଡକ ଦୁର୍ଘଟଣା କାରଣରୁ କେତେ ଯେ ଲୋକଙ୍କର ପ୍ରାଣ ହାନି ହେଉଛି ତାହା ଆପଣ ମାନେ ନିଶ୍ଚୟ ଜାଣୁଥିବେ । ତେବେ ଏହି ସଡକ ଦୁର୍ଘଟଣା ବେଳେବେଳେ ରାସ୍ତା ଖରାପ କାରଣରୁ ଘଟୁଛି । ନଚେତ ଗାଡି ଚାଳକ ଙ୍କ ଅସାବଧନତା କାରଣରୁ ଘଟୁଛି । ଯାହା ପାଇଁ ନିରୀହ ଲୋକ ମାନେ ନିଜର ଜୀବନ ହାରୁଛନ୍ତି ।
ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି । ଯାହା ବିଷୟରେ ଜାଣିଲେ ଆପଣଙ୍କ ଛାତି ବି ଥଋ ଉଠିବ । କାରଣ ସଡକ ଦୁର୍ଘଟଣା ରେ ଅନେକ ଯବାନ ଆହତ ହୋଇଛନ୍ତି । ଆଉ ଏହି ଦୁର୍ଘଟଣା ଘଟିବା ପରେ ଗାଡି ଚାଳକ ଙ୍କର ଅସାବଧନତା ହେଉଛି ପ୍ରମୁଖ କାରଣ । ଟ୍ରେନିଙ୍ଗ ସାରି ଫେରୁଥିଲେ 50 ଯବାନ । ବସ ଚଲାଉ ଚଲାଉ ଅଧ ବାଟରେ ଡ୍ରାଇଭର ଙ୍କ ଆଖି ଲାଗିଗଲା ।
ଆଉ ଘଟିଗଲା ଏଭଳି ଘଟଣା । ବସ ଭିତରେ ଥିଲେ 50 ଜଣ ଯବାନ । 3 ଦିନିଆ ଫାୟାରିଙ୍ଗ ଟ୍ରେନିଙ୍ଗ ରେ ଯାଇଥିଲେ । ସେଠାରୁ ଟ୍ରେନିଙ୍ଗ ସାରି ଫେରୁଥିବା ବେଳେ ଘଟିଗଲା ଏଭକି ମର୍ମନ୍ତୁଦ ଘଟଣା । ଆଉ ଚାହୁଁ ଚାହୁଁ ପାହାଡ ତଳକୁ ଓଲଟି ପଡିଲା ଯବାନ ଙ୍କ ବସ । ଯାହାର ପରିଣାମ ସ୍ୱରୂପ କିଏ କୁଆଡେ ଛିଟିକି ପଡିଥିଲେ ଆଉ କିଏ ବସ ତଳେ ଚାପି ହୋଇ ରହିଗଲେ ।
ଏହି ଦୁର୍ଘଟଣା ପରେ ବସ ଟି ପୁରା ଭାଙ୍ଗିଯିବା ସହ 50 ଯବାନ ଆହତ ହୋଇଛନ୍ତି । କିଛି ଯବାନ ମାନଙ୍କର ଅବସ୍ଥା ଗୁରୁତର ହୋଇ ପଡିଛି । ଡ୍ରାଇଭର ତ ଟିକେ ଅସବଧତା କାରଣରୁ ଗାଡି ର ବ୍ରେକ ଫେଲ ହୋଇ ଯାଇଥିଲା । ଗାଡିର ବ୍ରେକ ଫେଲ କାରଣରୁ ଚକ ଉପରେ ନିୟନ୍ତ୍ରଣ ହରାଇ ବସିଥିଲେ । ଆଉ ପାହାଡ ତଳକୁ ଓଲଟି ପଡିଲା ବସ । ଏହି ଦୁର୍ଘଟଣାରେ 38 ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।
ଏଭଳି ସଡକ ଦୁର୍ଘଟଣା ଘଟିଛି ଗୁଜୁରାଟ ପଞ୍ଚ ମହଲା ଜିଲ୍ଲା ରେ । ଦୁର୍ଘଟଣାରେ 38 ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନ ମାନେ ରାଜ୍ୟ ରିଜର୍ଭ ପୋଲିସ ବୋଲି ସୂଚନା ମିଳିଛି । ଆହତ ଯବାନ ମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲ ରେ ଭର୍ତ୍ତି କରା ଯାଇଛି । ସେମାନଙ୍କ ମଧ୍ୟରୁ 29 ଜଣଙ୍କର ପ୍ରାଥମିକ ଚିକିତ୍ସା ପରେ ଡିଶ୍ଚାର୍ଜ ହୋଇଥିବା ବେଳେ ଅନ୍ୟ ଯବାନ ମାନଙ୍କର ଅବସ୍ଥା ଏବେ ଗୁରୁତର ରହିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।