ଏ କି ହୃଦୟ ବିଦାରକ ଦ୍ରୁଶ୍ଯ ! କଳିଯୁଗର ପୁଅ ବୃଦ୍ଧା ମା କୁ ଏମିତି ମାରୁଛି । ଭାଇରାଲ ହେଲା Video

ଜନ୍ମ ହେବା ପୂର୍ବରୁ ମା କୁ ବହୁତ କଷ୍ଟ ଦେଉଥିଲା । ଆଉ ଏବେ ମା ର ପରିଣତ ବୟସରେ ଦାଉ ସାଜୁଛି । ସତେ ଯେମିତି ନିର୍ଜୀବ କଣ୍ଢେଇ ଉପରେ ଏମିତି ଅତ୍ୟାଚାର କରୁଛି । ଦଶ ମାସ ଦାସ ଦିନ କାଳ ପେଟରେ ରଖିକି ଦୁନିଆ କୁ ଆଣିବାର ରୁଣ ସୁଝୁଛି କଳିଯୁଗର ଏ ହତାଦର ପୁଅ । ପୁଅ ବୃତ୍ତି ରେ ଜଣେ ଓକିଲ ଆଉ ଆଇନ ପାଠ ପଢିଛି । କିନ୍ତୁ ନିଜ ମା କୁ ସମ୍ମାନ ଦେବା ଶିଖି ନାହିଁ ପୁଅ । ପୁଅ ହୋଇ ମାତୃତ୍ଵ କୁ ନ୍ୟାୟ ଦେବାକୁ ହୁଏ ତ ତାର ଓକିଲ ପାଠ ଭୁଲି ଯାଇଛି ।

ଏ ଦ୍ରୁଶ୍ଯ ସମସ୍ତଙ୍କୁ ବିଚଳିତ କରିବ । ଓକିଲ ପୁଅ ଯେତିକି ଶିକ୍ଷା ନ ପାଇଛି ତା ଠାରୁ ବଳ ଅଧିକ । କାରଣ ଜଣେ 73 ବର୍ଷୀୟ ବୃଦ୍ଧା ମା କୁ ଓକିଲ ପୁଅ ନିର୍ଧୂମ ମାଡ କାରୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବ ରୂପନଗର ରୁ । ଓକିଲ ହୋଇଥିବା ପୁଅ କେମିରତି ନିଜ ମା କୁ ମାରୁଛି ଯାହା ସ୍ପଷ୍ଟ ଭାବେ ଏହି ଭିଡିଓ ରେ ଦୃଶ୍ୟମାନ ହେଉଛି । ପୁଅ ର ଚାପୁଡା ମାଡ ରେ ମା କାନ୍ଦୁଥିବା ସତ୍ବେ ଆହୁରି ଚୁଟି ଘୋଷାଡ଼ି ମାରି ଚାଲିଛି ମା କୁ ନିର୍ଦ୍ଦୟ ଓକିଲ ପୁଅ ।

ତେବେ ସିସିଟିଭି ରେ ପୁରା ଘଟଣା ରେକର୍ଡ ହୋଇଛି । ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ଭିଡିଓ କୁ ଆଧାର କରି ଅଭିଯୁକ୍ତ ପୂ କୁ ପୋଲିସ ଗିରଫ କରିଛି । ତେବେ ବୃଦ୍ଧା ଙ୍କର ନାଁ ହେଉଛି ଆଶା ରାୟ । କିଛି ବର୍ଷ ତଳେ ତାଙ୍କ ସ୍ବାମୀଙ୍କର ହୃଦଘାତ ରେ ଦେହାନ୍ତ ହହୋଇଥିଲା । ଆଉ ପୁଅ ବୋହୂ ନାତି ନାତୁଣୀ କୁ ଧରି ଜୀବନର ଶେଷ ସମୟ କାଟିବେ ବୋଲି ବୃଦ୍ଧ ଭାଙ୍ଗି ଥିଲେ ।

କିନ୍ତୁ ସବୁ ଆଶା ତାଙ୍କର ମଉଳି ଯାଇଛି । ଆଉ ବୃଦ୍ଧା ମା କୁ ଅତି ନିର୍ମମ ଭାବେ ଅତ୍ୟାଚାର କରି ଚାଲିଛି ଓକିଲ ପୁଅ । ଏଥିରେ ବୃଦ୍ଧା ଙ୍କ ବୋହୂ ମଧ୍ୟ ସାମିଲ ଅଛି । ବୃଦ୍ଧା ଙ୍କୁ ଏତେ ନିର୍ମମ ଭାବେ ପୁଅ ମାରୁଛି ଯାହା ଦେଖିଲେ କେହି ବି ବିଚଳିତ ହୋଇ ପଡିବେ । ଆଜି ହୁଏ ତ ବୃଦ୍ଧ ମା ଭାବୁଥିବ ମୁଁ କାହିଁକି ପୁଅ ଜନ୍ମ କରିଛି । ସତରେ ଏ ଦ୍ରୁଶ୍ଯ ଅତ୍ୟନ୍ତ ହୃଦୟ ବିଦାରକ ।

ଏ ଦ୍ରୁଶ୍ଯ କୁ ଯିଏ ଦେଖୁଛି ତା ଆଖି ରୁ ଲୁହ ଚାଲି ଆସୁଛି । ଆଉ ଲୋକେ କହୁଛନ୍ତି ଭଗବାନ ଏମିତି ପୁଅ କାହାକୁ ନ ଦିଅନ୍ତୁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।