Train ଟ୍ରାକ ଉପରେ ଠିଆ ହୋଇଥିଲା ବସ ଓ ସାମ୍ନାରୁ ଆସିଗଲା ଟ୍ରେନ, ଆଉ ତାପରେ… ଦେଖନ୍ତୁ Shocking ଭାଇରାଲ Video

କୈାଣସି ଫିଲ୍ମ ପରି ଜବଲପୁର ଠାରୁ ଏହି ଭିଡ଼ିଓ ର ଦୃଶ୍ୟ ଆସିଲା । ଏହି ଭିଡ଼ିଓ କୁ ଦେଖିଲା ମାତ୍ରେ କାହାର ବି ରୁମ୍ ଠିଆ ହୋଇଯିବ । ଗୋଟିଏ ଯାତ୍ରୀ ବସ୍ ରେଳ ଧାରଣା ଉପରେ ଠିଆ ହୋଇଥିଲା, ଠିକ୍ ସେହି ସମୟରେ ଟ୍ରେନ୍ ମଧ୍ୟ ଆସୁ ଥିଲା ।

ଏହା ଦେଖି ବସରେ ବସିଥିବା ଲୋକଙ୍କ ଛାତି ଥରି ଉଠିଲା ଏବଂ ସଙ୍ଗେସଙ୍ଗେ ଲୋକ ମାନେ ବସ୍ ବାହାରକୁ ବାହାରି ଦୈାଡିବାକୁ ଲାଗିଲେ । ବ୍ରେକ ଲାଗିବା କାରଣରୁ କୈାଣସି ଦୁର୍ଘଟଣା ଘଟିଲା ନାହିଁ ଏବଂ ଟ୍ରେନ ଟି ଯାଇ ୩୦୦ ମିଟର ପୂର୍ବରୁ ଠିଆ ହୋଇଗଲା ଯାହାଫଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ । ଘଟଣାଟି ସେହୋରା ଏରିୟା ସ୍ଥିତ ଖିତୋଲା ରେଳ ଫାଟକ ର ଅଟେ ।

ଜେସ୍ୱାଲ୍ ଟ୍ରାଭେଲ ବସ୍ ଏମ୍ ପି ରେଳ ଧାରଣା ପାର ହୋଉଥିବା ସମୟରେ ସେଠାରେ ସେ ଫସି ରହିଗଲା । ଆଗ ପଛରେ ବହୁତ ଟ୍ରାଫିକ ଜାମ୍ ଥିଲା ଯାହାଫଳରେ ବସ୍ ସେଠାରେ ବସି ରହିଗଲା । ଏହି ବସ଼ ରେ ବସିଥିବା ସମସ୍ତ ଯାତ୍ରୀ ଭୟରେ ଥରି ଉଠିଲେ । ସାମ୍ନାରେ ଟ୍ରେନ କୁ ଦେଖି ଲୋକଙ୍କ ରୁମ ଠିଆ ହୋଇଗଲା । ନିରୁପାୟ ହୋଇ ସେହି ବସ୍ ରେ ଥିବା ୪୦ ଜଣ ଯାତ୍ରୀ ବସ୍ ରୁ ଓହ୍ଲାଇ ଦୈାଡି ରେଳ ଧାରଣା ବାହାରକୁ ଚାଲିଗଲେ । ଲୋକଙ୍କର ଡର ଥିଲା ଅଧିକ ସ୍ପିଡରେ ଟ୍ରେନ ଆସି ବସ୍ ସହିତ ଧକ୍କା ନହେଉ ବୋଲି ।

ସେହିପରି ଆଉ ଏକ ଘଟଣା ଘଟିଥିଲା । ଏକ ଘରୋଇ ବସ ଯାତ୍ରୀମାନଙ୍କୁ ଧରି ପିକନିକ୍ ଯାଉଥିଲା । ଯିବାର କିଛି ସମୟ ପରେ ରେଳ ଫାଟକ ଆସିଥିଲା । ଟ୍ରେନ୍ ଆସିବା ପୂର୍ବରୁ ରେଳ ବସ୍ ଡ୍ରାଇଭର ଜଣକ ଭାବିଲେ ବସ୍ କୁ ସ୍ପିଡ କରି ରେଳ ଧାରଣା ପାର ହୋଇଯିବେ କିନ୍ତୁ ଅଧିକ ଟ୍ରାଫିକ ଜାମ୍ ଥିଲା । ଏହା ସତ୍ତ୍ୱେ ମଧ୍ୟ ଡ୍ରାଇଭର ଜଣକ ବସକୁ ବହୁତ ସ୍ପିଡ୍ ରେ ବସ୍ କୁ ଆଗକୁ ନେଲେ କିନ୍ତୁ ସମୟ ହୋଇଯିବା କାରଣରୁ ରେଳ ଫାଟକଟି ତଳକୁ କରି ଦିଆଗଲା ।

ଯାହା ଫଳରେ ବସ୍ ଓ ତାହା ସହିତ ଯାତ୍ରୀ ମାନେ ମଧ୍ୟ ଫସି ରହିଗଲେ । ସମୟର ବିଡମ୍ବନା ଠିକ୍ ଏହି ସମୟରେ ଲୋକଙ୍କ ହାହାକାର ଶୁଣିବାକୁ ମିଳିଲା କାରଣ ଠିକ୍ ସମୟରେ ଟ୍ରେନ୍ ତାର ବେଗ ବଢ଼ାଇ ପାଖକୁ ଆସୁଛି । କିଛି ସମୟ ପରେ ଟ୍ରେନ ଆସିବା ପୂର୍ବରୁ ରେଳ ଫାଟକ କର୍ମଚାରୀ ଜଣକ ତାଙ୍କର ଉପସ୍ଥିତି ବୁଦ୍ଧି ଲଗାଇ ରେଳ ଫାଟକକୁ ଉପରକୁ ଉଠାଇ ଦେଲେ ଏବଂ ଡ୍ରାଇଭର ଜଣକ ସଙ୍ଗେସଙ୍ଗେ ବସ୍ କୁ ରେଳ ଧାରଣା ବାହାରକୁ ବାହାର କରି ନେଲେ ଯାହାଫଳରେ ସମସ୍ତ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।