Chahat Khanna କହିଲେ ନିଜ ଦୁଃଖ- ସ୍ଵାମୀ ଜବରଦସ୍ତି କରୁଥିଲା, ରୋଗରେ ପଡିଥିବା ପରେ ବି କରୁଥିଲା ସେ-କ୍ସ ର ଡିମାଣ୍ଡ ଆହୁରି…

ବଲିଉଡର ସୁନ୍ଦର ଅଭିନେତ୍ରୀ ଚାହତ ଖନା ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । କୋରୋନା ଯୋଗୁ ସାଧାରଣ ଜନତାଙ୍କ ବ୍ଯତୀତ ସେଲିବ୍ରେଟି ମାନଙ୍କୁ ମଧ୍ୟ ସମସ୍ଯା ହେଉଛି । କିଛି ସେଲିବ୍ରେଟି ନିଜ କାମ ଛାଡି ଘରେ ଅଛନ୍ତି । ଠିକ ଚାହତ ଖନାଙ୍କ ଅବସ୍ଥା ମଧ୍ୟ ସେହିପରି ହୋଇଛି । ଚାହତ ବେରୋଜଗାର ହୋଇଛନ୍ତି ବୋଲି ନିଜେ ସ୍ଵୀକାର କରିଛନ୍ତି ।

ଚାହତ ଖନା ଟିଭି ଇଣ୍ଡଷ୍ଟ୍ରିରେ କାମ କରିବା ସହ ବଲିଉଡରେ ମଧ୍ୟ ଫିଲ୍ମରେ କାମ କରିଛନ୍ତି । ସେ ନିଜର ରିୟଲ ଲାଇଫକୁ ନେଇ ଚର୍ଚ୍ଚାରେ ରୁହନ୍ତି । ବର୍ତ୍ତମାନ ତାଙ୍କୁ କାମର ଆବଶ୍ୟକ ରହିଛି । ସେ ମା ହୋଇ ଯାଇଥିବାରୁ ତାଙ୍କୁ କାମ ମିଳୁନାହି । ସେ ଜାଣି ପାରୁ ନାହାନ୍ତି ଯେ କଣ କରିବେ । ସୋସିଲା ମିଡିଆ ଜରିଆରେ ଚାହତ ବେରୋଜଗାର ହୋଇଛନ୍ତି ବୋଲି ଖୁଲାସା କରିଛନ୍ତି । କାମ ନ ମିଳିବାରୁ ତାଙ୍କର ଆର୍ଥିକ ସମସ୍ଯା ସୃଷ୍ଟି ହେଉଛି ଯାହା ଫଳରେ ତାଙ୍କ ଜୀବନରେ ସମସ୍ଯାର ସମୁଖୀନ ହେଉଛନ୍ତି ।

ଚାହତ ନିଜ ଫେସବୁକ ଆକାଉଣ୍ଟରେ କିଛି ଦିନ ପୂର୍ବେ ପୋଷ୍ଟ କରି ଲେଖିଥିଲେ ଯେ “ତାଙ୍କୁ କାମ ମିଳୁନାହି କାରଣ ସେ ଦୁଇଟି ପିଲାର ମା ଅଟନ୍ତି । ତାଙ୍କ ଜୀବନରେ ଟଙ୍କା କମ ହେବାରୁ ଅନେକ ସମସ୍ଯା ସୃଷ୍ଟି ହେଉଛି ” । ସେହିପରି ଏକ ସାକ୍ଷାତକାରରେ ଚାହତ କହିଥିଲେ ଯେ “ଯେବେ ବିବାହିତା ଅଭିନେତ୍ରୀଙ୍କୁ ସାଇନ କରିବାକୁ ପଡିଥାଏ ଯିଏ ପିଲାର ମା ହୋଇଥିବେ ତେବେ ମେକର୍ଷ ଦୁଇଥର ତାହା ଭାବିଥାନ୍ତି । ସେ ଦୁଇ ପିଲା ଜୋହର ଓ ଅମାୟାରା ର ମା ଅଟନ୍ତି । ସେ ଅଧିକ ପରିଶ୍ରମ କରିବାକୁ ଚାହୁଛନ୍ତି କିନ୍ତୁ ତାଙ୍କୁ କାମ ମିଳୁନାହି ” ।

ଆହୁରି ଚାହତ କହିଛନ୍ତି ଯେ ସେ ଯେବେ ଅଡିସନ ଦେଉଛନ୍ତି ତେବେ ତାଙ୍କ ରିଜେକ୍ଟ କରା ଯାଉଛି । ଏହାର କାରଣ ହେଉଛି ମେକର୍ସଙ୍କୁ ଲାଗୁଛି ସେ ଦୁଇ ପିଲାର ମା ହୋଇଥିବାରୁ ଅଭିନେତ୍ରୀର ଚରିତ୍ରରେ ଅଭିନୟ କରି ପାରିବେ ନାହି । ଯେବେ ସେ ନିଜ ପିଲାଙ୍କ ସହ ଫୋଟୋ ଉଠାଇଥାନ୍ତି ତେବେ ଲୋକ ମାନେ ତାଙ୍କୁ ମନା କରିଥାନ୍ତି ।

ଲୋକଙ୍କ କହିବା ଅନୁଯାୟୀ ଏହି ଫୋଟୋକୁ ଦେଖି ମେକର୍ଷ ତାଙ୍କୁ କାମ ଦେବେ ନାହି । ଏହା ସହ ଚାହତ ଲେଖିଛନ୍ତି ଯେ ସେ ନିଜ ପିଲାଙ୍କ ସହ ଫୋଟୋ ଉଠାଇବାକୁ ପଛାନ୍ତି କାରଣ ସେ ମା ହୋଇଛନ୍ତି ବୋଲି ଲୁଚାଇବାକୁ ପସନ୍ଦ କରନ୍ତି ନାହି । ଆଜିକାଲି କାଷ୍ଟିଙ୍ଗ ଇଂଷ୍ଟାଗ୍ରାମ ପ୍ରୋଫାଇଲ ଆଧାରରେ ହେଉଛି । ସେ କହିଛନ୍ତି ଯେ ଅଭିନେତ୍ରୀକୁ ନିଜର ଦକ୍ଷତା ପାଇଁ କାମ ମିଳିବା ଦରକାର ନାଁ କି ଇଂଷ୍ଟାଗ୍ରାମ ପ୍ରୋଫାଇଲକୁ ଆଧାର କରି କାମ ମିଳିବା ଦରକାର ।

ସୂଚନା ଅନୁସାରେ ଚାହାତ ୨୦୦୬ରେ ଭାରତ ନର୍ସିଙ୍ଘାନିଙ୍କୁ ମ୍ୟାରେଜ କରିଥିଲେ । କିନ୍ତୁ ଦୁହେଁ ୨୦୦୭ରେ ଅଲଗା ହୋଇଥିଲେ । ଏହା ପରେ ସେ ୨୦୧୩ରେ ଫରହାନ ମିର୍ଜାଙ୍କ ସହ ଦିତୀୟ ମ୍ୟାରେଜ ଅକରିଥିଲେ । କିନ୍ତୁ ୨୦୧୮ରେ ଦୁହିଙ୍କର ମନାନ୍ତର ହେବାରୁ ଦୁହେଁ ଅଲଗା ହୋଇ ଯାଇଥିଲେ । କାରଣ ତାଙ୍କ ଫରହାନ ତାଙ୍କୁ ଜବରଦସ୍ତି କରୁଥିଲେ ଓ ରୋଗରେ ପଡିଥିବା ପରେ ବି କରୁଥିଲେ ସେ-କ୍ସ ର ଡିମାଣ୍ଡ । ଏହା ସହ ଅନେକ ନି-ର୍ଯ୍ୟା-ତ-ନା ଦେଉଥିଲେ ।

ତେବେ ସେ ନିଜର ଦୁଖ ତାଙ୍କ ଫ୍ୟାନ୍ସ ମାନଙ୍କ ସହ ସେୟାର କରିଛନ୍ତି ଓ ଅପେକ୍ଷା କରିଛନ୍ତି କି ତାଙ୍କୁ କେବେ କାମ ମିଳିବ ଯାହା ଦ୍ୱାରା ସେ ନିଜ ପିଲାମାନଙ୍କର ଯତ୍ନ ନେଇ ପାରିବେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।