କଣ ଆପଣଙ୍କର ଟୂଥପେସ୍ଟରେ ବି ଅଛି ଏଇ ଲାଇନ, ତେବେ ହୋଇଯାଆନ୍ତୁ ସାବଧାନ, ହେଇ ପାରେ ଏହି ଅସୁବିଧା

ଆମର ଟୂଥପେସ୍ଟରେ ଲୁଣ ଅଛି ଯାହାଦ୍ୱାରା ସବୁ କୀଟାଣୁ ମରିଯାଇ ଥାନ୍ତି । ଏହି ପେଷ୍ଟରେ କାର୍ବନ ଅଛି ଯାହାକି ଆବର୍ଜନାକୁ ଟାଣି ନିଏ । ଏହି ପେଷ୍ଟରେ ଗୁଜୁରାତି ଏବଂ ପିପରମେଂଟ ଅଛି, ଯାହାଦ୍ୱାରା ନିଶ୍ଵାସ ସୁଗନ୍ଧ ହୁଏ ନାହିଁ । ଟିଭିରେ ଯେତେବେଳେ ବି ଆପଣ କିଛି ଟୂଥପେସ୍ଟର ପ୍ରଚାର ଦେଖିଥିବେ ଏମିତି କିଛି ମିଶୁଥିବାର ଦେଖିଥିବେ ।

କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କ ପେଷ୍ଟରେ କଣ ଅଛି । ତାହା କେଉଁ ଜିନିଷ ଦ୍ଵାରା ତିଆରି କରା ଯାଇଛି । କମ୍ପାନୀ ନିଜର ପ୍ରଚାର ପାଇଁ ଯାହା ବି କୁହନ୍ତୁ, କିନ୍ତୁ ନିଜ କମ୍ପାନୀ ର ମିଛ ଏବଂ ସତ କୁ ଜାଣି ପାରିବେ । କାରଣ କିଛି ପେଷ୍ଟ କେବେଳ ଖରାପ କେମିକାଲ ଦ୍ଵାରା ତିଆରି କରା ଯାଇଥାଏ । ଦାନ୍ତକୁ ସଫା କରିଥାଉ, କିନ୍ତୁ କେମିକାଲ ଗୁଡିକ ଜୀବନ ନେଇ ପାରେ ।

ଆଜି ବଜାରରେ ଆପଣଙ୍କୁ କଳା, ନାଲୀ, ନୀଳ, ଏବଂ ସବୁଜ ରଙ୍ଗର ଦାଗ ଥିବା ଟୂଥପେସ୍ଟ ମିଳୁ ଅଛି । ସେଥିପାଇଁ କିଣିବା ସମୟରେ ଏହି ଲେବୁଲ୍ସ କୁ ଦେଖିବାକୁ କେବେ ବି ଭୁଲିବେ ନାହିଁ କାରଣ ଏହା କରିବା ଦ୍ଵାରା ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇ ପାରେ ।

କଳା ମାନେ ସବୁଠୁ ବେଶୀ କେମିକାଲ

ଯଦି ଆପଣ କୌଣସି ପେଷ୍ଟକୁ ବେଶୀ ଭଲ ଭାବି କିଣି ଦିଅନ୍ତି ସେଥିରେ ନିଶ୍ଚିତ ଭାବରେ  କେମିକାଲ ମିଶିଥାଏ । ତା ସହିତ ଟୂଥପେସ୍ଟର ତଳ ଭାଗରେ କଳା ରଙ୍ଗର ପଟି ଲାଗିଥାଏ ତେବେ ସେହି କମ୍ପାନୀ ବେଶୀ କେମିକାଲ ବ୍ୟବହାର କରିଥାଏ । ଏହି ପେଷ୍ଟ କୁ ଭୁଲରେ ବି କିଣିବା ଉଚିତ ନୁହେଁ ।

ନାଲୀ ଅଳ୍ପ କେମିକାଲ ମିଶ୍ରିତ ଅଟେ

ଟୂଥପେସ୍ଟ ରେ ଯଦି ନାଲୀ ରଙ୍ଗର ଦାଗ ଅଛି ଏହାର ଅର୍ଥ ଏଥିରେ ଅଳ୍ପ କେମିକାଲ ମିଶିଛି ଓ କମ ହାନିକାରକ ଅଟେ । କଳା ରଙ୍ଗଠାରୁ ଭଲ ଅଟେ । କାରଣ ଏଥିରେ ପ୍ରାକୃତିକ ଜିନିଷ ସହିତ କେମିକାଲ ର ବ୍ୟବହାର କରା ଯାଇଥାଏ ।

ନୀଳ ର ଅର୍ଥ ପ୍ରାକୃତିକ ଏବଂ ମେଡିକେଶନ

ଟୂଥପେସ୍ଟ ରେ ନୀଳ ରଙ୍ଗ ଅଛି ମାନେ ଏହା ଆପଣଙ୍କ ପାଇଁ ଭଲ ଅଟେ । କାରଣ ଏଥିରେ ପ୍ରାକୃତିକ ଜିନିଷ ସହିତ ମେଡିକେଶନ ଭଳି ତତ୍ଵ ମିଶିଥାଏ ।

ସବୁଜ ରଙ୍ଗର ମାର୍କ ସବୁଠୁ ଭଲ

ସବୁଜ ରଙ୍ଗର ମାର୍କ ଲାଗିଥିବା ଟୂଥପେସ୍ଟ ଦାନ୍ତ ପାଇଁ ସବୁଠୁ ଭଲ ଅଟେ । ଏହାର ଅର୍ଥ ଏଥିରେ କେବଳ ପ୍ରାକୃତିକ ଜିନିଷ ହିଁ ମିଶିଛି । ଆଶା କରୁଛୁ ଆପଣଙ୍କୁ ଏହି ଟିପ୍ସ ନିଶ୍ଚୟ ସାହାଯ୍ୟ କରିବ। ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ ଏବଂ କମେନ୍ଟ କରି ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ ।