ଏହି ୨୫ ଟି ଫଟୋ କୁ ଦେଖିଲେ ଆପଣ ବିଶ୍ବାସ କରି ପାରିବେନି, ଆପଣ ନିଜ ମୁଣ୍ଡରେ ହାତ ଦେବେ ଯେତେବେଳେ ଜାଣିବେ ଏସବୁ ଫୋଟୋ ପଛର ସତ – ଦେଖନ୍ତୁ

କେବେ କେବେ କିଛି ଫଟୋକୁ ଦେଖିବାକୁ ଏତେ ଭଲ ଲାଗେ ଯେ ତାହାକୁ ଖାଲି ଆମେ ଦେଖୁ ଥାଉ । ପ୍ରାୟତଃ ଲୋକମାନେ ବୁଝି ପାରନ୍ତି ନାହିଁ କି ଫଟୋ ନେବା ବାଲାର ପ୍ରଶଂସା କରିବେ ନା ଯାହାର ଫଟୋ ଉଠିଛି । ସୁନ୍ଦର ସୁନ୍ଦର ଫଟୋ ନେବା ପଛରେ ଫୋଟୋଗ୍ରାଫର କଷ୍ଟ ଲୁଚି ଥାଏ । ଫଟୋ ପଛପଟେ ଲୁଚି ଥାଏ ତାହାର କିଛି ଏମିତି କ୍ରିଏଟିଭିଟି ଆଈଡିୟା ଯାହାର ଅନ୍ଦାଜ ଆପଣ ମାନେ ଲଗାଇ ପାରିବେ ନାହିଁ ।

କିନ୍ତୁ ଯଦି ଆପଣ ଏହି ସବୁର ବାସ୍ତବିକତାକୁ ଜାଣିନେବେ ତେବେ ଆପଣ ନିଜ ଆଖିରେ ବିଶ୍ଵାସ କରି ପାରିବ ନାହିଁ ଏବଂ ତାକୁ ଦେଖି ହସି ହସି ପଡିଯିବେ ।

ଆପଣ ସୋସିୟାଲ ମିଡିୟାରେ ବହୁତ ହାସ୍ୟାତ୍ମକ ଫଟୋ ଏବଂ ଭିଡିଓ ଦେଖିଥିବେ । କିନ୍ତୁ କିଛି ଫଟୋକୁ ଦେଖି ଆପଣ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ । ଉଦାହାରଣ ସ୍ୱରୂପ ପ୍ରେମୀ ଯୋଡ଼ିଙ୍କର ଫଟୋ, ଗର୍ଭବତୀ ମହିଳାର ସୁନ୍ଦର ଫଟୋ ଇତ୍ୟାଦି । ଆଜି ଆମେ ଆପଣଙ୍କୁ କିଛି ଏମିତି ଫଟୋ ର ସତକଥାକୁ ଦେଖାଇବୁ ଯାହାକୁ ଦେଖି ଆପଣ ନିଜ ଆଖିରେ ବିଶ୍ଵାସ କରି ପାରିବେ ନାହିଁ ।

ଦେଖିବା ପରେ ଆପଣ ଜାଣି ପାରିବେ କି ଗୋଟିଏ ଫଟୋକୁ ଆପଣ ଯେମିତି ଚାହୁଁଥିଲେ ସେମିତି ତାକୁ ଉଠାଇବା ପାଇଁ କେତେ କଷ୍ଟ କରିବାକୁ ପଡିଥାଏ ।

ଆଜି ଆମେ ଆପଣଙ୍କୁ ୨୫ଟି ଫଟୋ ଦେଖାଇବାକୁ ଯାଉଛୁ ଯାହାର ବାସ୍ତବିକତା ସହିତ କିଛି ସମ୍ପର୍କ ନାହିଁ । ଏହି ଫଟୋ ପଛରେ ଥିବା ସତକଥାକୁ ଗୋଟିଏ ୱେଡିଂଗ ଫୋଟୋଗ୍ରାଫର ସମସ୍ତଙ୍କ ଆଗରେ ଆଣିବାକୁ ଚେଷ୍ଟା କରିଛନ୍ତି । ବ୍ରାଜିଲର ଫୋଟୋଗ୍ରାଫର ଗ୍ଲିମର ସିଲ୍ୱା ଯେତେବେଳେ ଫଟୋ ର ସତକଥାକୁ ଲୋକଙ୍କ ମାନଙ୍କର ସାମନାରେ ଆଣିଲା ପରେ ସମସ୍ତେ ତାହକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ଗ୍ଲିମର ସିଲ୍ୱା କହିଲେ କି କେମିତି ସେ ଫଟୋକୁ ଜୁମ କରି ଗୋଟିଏ ଅଲଗା ଏବଂ ଗ୍ଲୈମରସ ରୂପରେ ଦେଇଥାନ୍ତି । ସେ କହିଲେ କି ଗୋଟିଏ ଫଟୋକୁ ସୁନ୍ଦରତା ବନାଇବା ପାଇଁ କିଛି ତକନିକ ର ବ୍ୟବହାର କରିଥାଏ । ତକନିକ ସାହାର୍ଯ୍ୟରେ ତଳେ ବସିଥିବା ବ୍ୟକ୍ତି ଉପରେ ବସିଥିବାର ଦେଖାଯାଇଥାଏ ।

ସେ କହିଲେ କି ସେ କେମିତି ପ୍ରପ ଧରିଥିବା ଲୋକଙ୍କୁ ହଟାଇ ଦିଅନ୍ତି । ତେବେ ଚାଳନ୍ତୁ ଦେଖିବା କିଛି ଏମିତି ଅଦ୍ଭୁତ ଏବଂ କମାଲର ଫଟୋ । ଦେଖନ୍ତୁ ଫଟୋ….

ଦେଖନ୍ତୁ ଫଟୋ –

ଦେଖନ୍ତୁ ଫଟୋ –

ଦେଖନ୍ତୁ ଫଟୋ –

ଦେଖନ୍ତୁ ଫଟୋ –

ଦେଖନ୍ତୁ ଫଟୋ –

ଦେଖନ୍ତୁ ଫଟୋ –

ଦେଖନ୍ତୁ ଫଟୋ –

ଦେଖନ୍ତୁ ଫଟୋ –

ଦେଖନ୍ତୁ ଫଟୋ –

ଦେଖନ୍ତୁ ଫଟୋ –

ଦେଖନ୍ତୁ ଫଟୋ –

ଦେଖନ୍ତୁ ଫଟୋ –

ଦେଖନ୍ତୁ ଫଟୋ –

ଦେଖନ୍ତୁ ଫଟୋ –

ଦେଖନ୍ତୁ ଫଟୋ –

ଦେଖନ୍ତୁ ଫଟୋ –

ଦେଖନ୍ତୁ ଫଟୋ –

ଦେଖନ୍ତୁ ଫଟୋ –

ଦେଖନ୍ତୁ ଫଟୋ –

ଦେଖନ୍ତୁ ଫଟୋ –