ସୁପରଷ୍ଟାର Dharmendra ଙ୍କ ଦୁଇ ସୁନ୍ଦର ସ୍ତ୍ରୀଙ୍କୁ ଆଗରୁ ଦେଖିନାହାନ୍ତି ତ ଏବେ ଦେଖି ନିଅନ୍ତୁ

ବଲିଉଡ ର ହିଟ ଅଭିନେତା ଧର୍ମେନ୍ଦ୍ର ସିନେମା ଜଗତର ସେହି ଅଭିନେତା ଅଟନ୍ତି ଯାହା ଙ୍କ ପାଇଁ ଲୋକ ଆଜି ମଧ୍ୟ ଦିୱାନା ଅଟନ୍ତି । ଧର୍ମେନ୍ଦ୍ର ସୋଲେ, ସୋନେ ପେ ସୁହାଗା, ଗୁଲାମି, ମେରେ ଗାଓଁ, ମେରା ଦେଶ, ଚୁପକେ ଚୁପକେ, ରାମ ବଳରାମ ଭଳି ବହୁତ ସୁପରହିଟ ଫିଲ୍ମ କରିଛନ୍ତି । ଫିଲ୍ମ କ୍ୟାରିୟର ସହିତ ଧର୍ମେନ୍ଦ୍ର ଙ୍କ ନିଜି ଜୀବନ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଛି । ଯେଉଁ କାରଣରୁ ତାଙ୍କର ୨ ଟି ବିବାହ ହୋଇଥିଲା ।

ଧର୍ମେନ୍ଦ୍ର ଙ୍କ ପ୍ରଥମ ବିବାହ ପ୍ରକାଶ କୌର ଙ୍କ ସହିତ ହୋଇଥିଲା । ଧର୍ମେନ୍ଦ୍ର ଙ୍କ ପ୍ରଥମ ପତ୍ନୀ ସବୁବେଳେ ଲାଇମ ଲାଇଟ ଠାରୁ ଦୂରେଇ ରହିବାକୁ ପସନ୍ଦ କରୁଥିଲେ । ଦୁହିଁଙ୍କ ବିବାହକୁ ୬୫ ବର୍ଷ ହୋଇସାରିଛି କିନ୍ତୁ ଦୁଇଜଣ ବହୁତ କମ ସମୟ ଏକାଠି ଦେଖିବାକୁ ମିଳିଥାନ୍ତି  ।

ପ୍ରକାଶ କୌର ନିଜ ପୁଅ ବବି ଏବଂ ସନି ଦେଓଲ ଙ୍କ ସହିତ ରହୁଛନ୍ତି । ପ୍ରକାଶ ଧର୍ମେନ୍ଦ୍ର ଙ୍କୁ ବିବାହ ମାତ୍ର ୧୯ ବର୍ଷ ବୟସରେ କରିଥିଲେ । ଧର୍ମେନ୍ଦ୍ର ଙ୍କ ଦ୍ଵିତିୟ ପତ୍ନୀ ହେମା ମାଳିନୀ ଅଟନ୍ତି । ଧର୍ମେନ୍ଦ୍ର ହେମା ମାଳିନୀ ଙ୍କ ସହିତ ବହୁତ ଫିଲ୍ମ ରେ କାମ କରିଥିଲେ ।

ଫିଲ୍ମ ସୁଟିଂ ସମୟରେ ଧର୍ମେନ୍ଦ୍ର ଏବଂ ହେମା ମାଳିନୀ ପରସ୍ପରକୁ ଭଲ ପାଇ ବସିଥିଲେ । ଏବଂ ୧୯୮୯ ରେ ଦୁହେଁ ବିବାହ ବନ୍ଧନରେ ଯୋଡ଼ି ହୋଇଥିଲେ । ହେମା ମାଳିନୀ ବହୁତ ସୁନ୍ଦର ଅଟନ୍ତି । ହେମା ମାଳିନୀ ଙ୍କ ଗୋଟେ ଝିଅ ଅଛି ଇଶା ଦେଓଲ । ଏବଂ ପ୍ରକାଶ କୌର ଙ୍କ ୪ ଟି ସନ୍ତାନ ଅଛନ୍ତି । ବବି ଦେଓଲ, ସନୀ ଦେଓଲ, ଅଜିତା ଏବଂ ବିଜିତା ।

ଅଜିତା ଏବଂ ବିଜିତା ମଧ୍ୟ ଲାଇମ ଲାଇଟ ଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ଦୁହେଁ ବିଦେଶରେ ନିଜର ଘର ବସେଇ ସାରିଛନ୍ତି । ଧର୍ମେନ୍ଦ୍ର ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ଧର୍ମେନ୍ଦ୍ର ଙ୍କୁ ବହୁତ ଆୱାର୍ଡ଼ ମଧ୍ୟ ମିଳିଛି ।

ଧର୍ମେନ୍ଦ୍ର ଙ୍କ ଫ୍ୟାନ ଆଜି ମଧ୍ୟ ତାଙ୍କ ପାଇଁ ଦିୱାନା ଅଟନ୍ତି । ତେବେ ଧର୍ମେନ୍ଦ୍ର ଙ୍କ ଅଭିନୟ କୁ ନେଇ ଆପଣଙ୍କ ମତାମତ କଣ ରହିଛି ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।