ସ୍ଵାମୀ ଙ୍କ ଆଗରେ ବୁଢୀ ଭଳି ନଜର ଆସନ୍ତି Bollywood ର ଏହି 5 ଜଣ ହିରୋଇନ, 2 ନମ୍ବର Actress ତ ନିଜ ସ୍ଵାମୀଙ୍କ ଠାରୁ 13 ବର୍ଷ ବଡ

ନା ଉମର କି ଶୀମା ହୋ , ନା ଜନ୍ମ କା ହୋ ବନ୍ଧନ । ଏହି ଗୀତ ର ଏହି ଲାଇନ ଟି କିଛି ଲୋକଙ୍କ ଉପରେ ଠିକ ଭାବେ ଲାଗୁ ହୋଇଥାଏ । ଯେତେବେଳେ କୌଣସି ମନୁଷ୍ୟକୁ ପ୍ରେମ ହୋଇଥାଏ ସେ ଛୋଟ ବଡ଼ , ଜାତି ଗୋତ୍ର , କଲା ଗୋରା କିଛି ବି ଦେଖେ ନାହିଁ ନ ତାକୁ କୋୖଣସି ଫରକ ବଡ ସାମ୍ନା ଵାଲା କେତେ ବଡ଼ ବା ବୟସର । ତା ଆଜି ଆମେ ଆପଣଙ୍କ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ ଜଣାଇବୁ କି ସେମାନେ ନିଜ ସ୍ବାମୀଙ୍କ ଠାରୁ ବୟସରେ ଅଧିକ ଅଟନ୍ତି ।

ପ୍ରିୟଙ୍କା ଚୋପ୍ରାଡା- କିଛି ଦିନ ପୂର୍ବରୁ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଆମେରିକାର ଗାୟକ ନିକ ଜୋନ୍ସକୁ ବିବାହ କରିଛନ୍ତି । ପୂର୍ବ ବର୍ଷ ଦୁଇଜଣଙ୍କ ବିବାହ ବହୁତ ଚର୍ଚ୍ଚା ରେ ଥିଲା । କାହିଁକି ନା ନିକ ଜୋନ୍ସ ପ୍ରିୟଙ୍କାଙ୍କ ଠାରୁ ବୟସରେ ୧୦ ବର୍ଷ ଛୋଟ ଅଟନ୍ତି । ପ୍ରିୟଙ୍କାଙ୍କ ବୟସ ୩୬ ବର୍ଷ ହୋଇଥିବା ବେଳେ ନିକ ଜୋନ୍ସଙ୍କୁ ମାତ୍ର ୨୬ ବର୍ଷ ଅଟେ ।

ଯେତେବେଳେ ଦୁଇଜଣଙ୍କ ବିବାହ ହୋଇଥିଲା ସେସମୟର ଲୋକମାନେ ଦୁହିଁଙ୍କ ମଧ୍ୟରେ ଥିବା ବୟସର ପାର୍ଥକ୍ୟ ଦେଖି ବହୁତ ମଜାକ କରିଥିଲେ । କିନ୍ତୁ ଏହି କଥାରେ କୌଣସି ଫରକ ପଡି ନଥିଲା । ସେମାନେ ଏବେ ତାଙ୍କ ଜୀବନରେ ବହୁତ ଖୁସିରେ ଅଛନ୍ତି ।

ଅମୃତା ସିଂ

ଶୈଫ ଅଲି ଖାନ ଅମୃତା ଶିଙ୍ଗଙ୍କୁ ପ୍ରଥମ ବିବାହ କରିଥିଲେ । ତାଙ୍କୁ ସେ ଗୁପ୍ତରେ ବିବାହ ହୋଇଥିଲେ । ତାଙ୍କର ଏହି ବିବାହରେ ଘର ପରିବାର ର ସମସ୍ତେ ବହୁତ ରାଗିଥିଲେ । କାହିଁକି ନା ଅମୃତା ସୈଫଙ୍କ ଠାରୁ ବୟସ୍କ ଥିଲେ । ଅମୃତା ୩୪ ବର୍ଷ ର ଥିବା ବେଳେ ସୈଫଙ୍କୁ ୨୧ବର୍ଷ ହୋଇଥିଲା । ଏବେ ତାଙ୍କର ବିବାହ ବିଛେଦ ହୋଇଯାଇଛି ।

ଐଶୋରୀୟା ରାୟ

୨୦୦୭ ରେ ଐଶୋରୀୟ ଓ ଅଭିଷେକଙ୍କର ବିବାହ ହୋଇଥିଲା । ଐଶୋରୀୟ ୪୫ ବର୍ଷ ବେଳେ ଅଭିଷେକ ଙ୍କୁ ୪୩ ବର୍ଷ ଅଟେ । ଐଶୋରୀୟ ଅଭିଷେଖଙ୍କ ଠାରୁ ୨ ବର୍ଷ ବଡ଼ ଅଟନ୍ତି । ବର୍ତ୍ତମାନ ଜୀବନରେ ଦୁହେଁ ବହୁତ ଖୁସି ଅଛନ୍ତି ।

ଅର୍ଚନା ପୂରନ ସିଙ୍ଘ

ଅର୍ଚନା ପୂରଣ ସିଙ୍ଘ ଜଣେ ବଲିଉଡ ର ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ସେ ବଲିଉଡରେ ବହୁତ ହିଟ ଫିଲ୍ମ କରିଛନ୍ତି । ସେ ତାଙ୍କ ଠାରୁ ୭ ବର୍ଷ ଛୋଟ ବୟସର ପରମିତ ଶେଥିଙ୍କୁ ବିବାହ କରିଥିଲେ । କିନ୍ତୁ ତାଙ୍କ ନିଜ ଜୀବନରେ ଏବେ ସେ ସେ ଦୁହେଁ ବହୁତ ଖୁସିରେ ଅଛନ୍ତି ।

ନମ୍ରତା ଶିରୋଡ଼କର

ନମ୍ରତା ଶିରୋଡ଼କର ବାସ୍ତବ ଓ କଚେଧାଗେ ଭଳି ସୁପର୍ ହିଟ ଫିଲ୍ମ ରେ କାମ କରିଛନ୍ତି । ସେ ୧୯୯୮ ରେ ବ୍ଲଡରେ ପାଦ ଥାପିଥିଲେ । ୨୦୦୪ ରେ ଶେଷ ଥର ସେ ଫିଲ୍ମ କରିଥିଲେ । ସେ ସାଉଥ ର ଶୁପର୍ ଷ୍ଟାର ମହେଶ ବାବୁଙ୍କୁ ବିବାହ କରିଛନ୍ତି । ନମ୍ରତା , ମହେଶ ବାବୁଙ୍କ ଠାରୁ ୪ ବର୍ଷ ବୟସରେ ବଡ଼ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।