ସଚ୍ଚା ପ୍ରେମ କରୁଥିବା ଝିଅ ପୁଅମାନଙ୍କ ମଧ୍ୟରେ ଖୋଜିଥାନ୍ତି ଏହି 3 ଟି ଗୁଣ, ସଚ୍ଚା ପ୍ରେମ କରୁଥିଲେ ନିଶ୍ଚୟ ଜାଣି ରଖନ୍ତୁ- Krishna Vani

ଯେଉଁ ମାନେ ପ୍ରେମ କରିଥାନ୍ତି ସେମାନେ ସବୁ ବେଳେ ଚାହିଥାନ୍ତି ତାଙ୍କ ପ୍ରେମ ସବୁ ବେଳେ ତାଙ୍କ ପାଖରେ ରୁହନ୍ତୁ । କିନ୍ତୁ ଝିଅ ମାନେ ସବୁ ବେଳେ ନରମ ହୋଇଥିବାରୁ ସେ ସବୁ ବେଳେ ପୁଅ ପାଖରୁ କିଛି ଜିନିଷ ଆସା ରଖିଥାଏ । ସବୁ ଝିଅଙ୍କର କେବଳ ତାଙ୍କ ପ୍ରେମିକଙ୍କ ପାଖରେ ଗୋଟିଏ ଇଛା ରଖିଥାନ୍ତି । ସେମାନେ ଯେଉଁ ପୁଅକୁ ଭଲ ପାଉଛନ୍ତି ସେମାନେ କିଛି କରନ୍ତୁ ବା ନ କରନ୍ତୁ ସେ ସବୁ ସମୟରେ ତାଙ୍କୁ ସଂମ୍ମାନ କରନ୍ତୁ ଓ ତାଙ୍କ ସବୁ ବିପଦ ସମୟରେ ମଧ୍ୟ ତାଙ୍କ ସାଥିରେ ଛିଡା ହୁଅନ୍ତୁ ।

କାରଣ ସେ ସେଥିପାଇଁ ଆପଣଙ୍କୁ ବହୁତ ଭରସା ଓ ବିଶ୍ଵାସ ମଧ୍ୟ କରିଥାନ୍ତି । ସବୁ ସମ୍ପର୍କ କେବଳ ଗୋଟିଏ କଥା ଉପରେ ବିଶ୍ଵାସ ରଖିଥାଏ । ସେ ହେଉଛି ବିଶ୍ବାସ ଓ ସବୁ ସମ୍ପର୍କ ଏହାରି ଉପରେ ହିଁ ନିର୍ଭର କରିଥାଏ । ସେ ଯେଉଁ ପରି ସମ୍ପର୍କ ହେଉ ନା କାହିଁକି ସେ ସାଙ୍ଗ ହେଉ ବା ନିଜର ଭଲ ପାଇବା ।

ସେ ସବୁ ବେଳେ ଇଛା ରଖିଥାନ୍ତି କି ଆପଣ ମାନେ ତାଙ୍କ ସଂମମାନ ରଖିବା ସହିତ ତାଙ୍କୁ ବହୁତ ମିଠା ମିଠା କଥା କହିବା । ନିଜର ଥିବା ସ୍ଵପ୍ନ ଓ ନିଜ ଭିତରେ ଥିବା ଉଚ ଅଭିଲାସାକୁ ମଧ୍ୟ ସଂମ୍ମାନ କରନ୍ତୁ । ତାଙ୍କ ଥିବା ସବୁ ସମ୍ପର୍କୀୟ ଲୋକେ ଓ ତାଙ୍କର ସବୁ କଥାକୁ ସଂମ୍ମାନ କରନ୍ତୁ । ପ୍ରଥମ କଥା ହେଉଛି ସେ ଯେକୌଣସି ଝିଅ ହେଉ ନା କାହିଁକି ସେ ସବୁ ବେଳେ ପାଇଁ ନିଜର ବୀତି ଯାଇଥିବା ସମୟକୁ ଭୁଲିଯିବା  ନ ଯାନ୍ତୁ । ସେ ଆପଣଙ୍କ ସହ ବିତାଇ ଥିବା ସମୟ ଓ ତାଙ୍କ ମନରେ ଥିବା ଯେଉଁ କଥା ଏବଂ ତାଙ୍କ ଅନୁଭୂତି ଯେପରି ଦୂରେଇ ନଯାଉ ।

ସେମାନେ କେବେ ହେଲେ ଚାହାନ୍ତି ନାହିଁ କି ନିଜ ତରଫରୁ ହୋଇଥିବା ଭୁଲ ଓ ତାଙ୍କ ତରଫରୁ ହୋଇଥିବା ଭୁଲ ମନେ ପକାନ୍ତୁ ନାହିଁ । ଆପଣ ତାଙ୍କୁ ସବୁ କଥାରେ ସମର୍ଥନ ଦିଅନ୍ତୁ । ତାଙ୍କୁ ଆପଣ ଏକୁଟିଆ ଥିବା ସମୟରେ ବୁଝାଇବାକୁ ଚେଷ୍ଟା କରିବେ । ସେ କେଉଁ ଠାରେ ଭୁଲ କରିଛନ୍ତି ସେହି ବିଷୟରେ ତାଙ୍କୁ ବୁଝାଇବେ ।

ସବୁ ବେଳେ ତାଙ୍କ ଭୁଲ କାର୍ଯ୍ୟରେ ବିରୋଧ କରିବେ ଆପଣ ତାଙ୍କୁ ସବୁ ବେଳେ ଠିକ ଜିନିଷରେ ହିଁ ଛିଡା ହେବା ଦରକାର । ଆପଣ ତାଙ୍କୁ ଛାଡି କେବେ ହେଲେ ଯାଅନ୍ତୁ ନାହିଁ । କିଛି ଏପରି ସମୟ ଆସିଥାଏ କି ଯେଉଁ ସମୟରେ ତାଙ୍କୁ ଆପଣଙ୍କର ଦରକାର ହେଉଥିବ ସେହି ସମୟରେ ନିଜେ ଧ୍ୟାନ ରଖିବା ଉଚିତ ଆପଣ ସେହି ସମୟରେ କେବେ ହେଲେ ତାଙ୍କୁ ଛାଡି ଆସିବେ ନାହିଁ ।

ସେହି ସମୟରେ ଆପଣ ତାଙ୍କୁ ନିଶ୍ଚୟ ସାଙ୍ଗରେ ଛିଡା ହେବେ ତେବେ ଯାଇ ସେ ଆପଣଙ୍କୁ ବହୁତ ବିଶ୍ଵାସ କରିବେ । ସେ ଆପଣଙ୍କୁ ଏତେ ପ୍ରେମ କରିଥାନ୍ତି କି ଯେ ସେ ସବୁ ସମୟରେ ତାଙ୍କ ସୁଖ ଓ ଦୁଖରେ ଛିଡା ହୁଅନ୍ତୁ । ଯେହେତୁ ଆପଣ ତାଙ୍କୁ ବହୁତ ପ୍ରେମ କରୁଛନ୍ତି । ସେ ସେହି ଭଲ ପାଇବା ବଦଳରେ ସେ ଆଉ କିଛି ଆସା ରଖୀ ନଥାନ୍ତି ।

ସେ କେବଳ ଭଲ ପାଇବା ହିଁ ଆସା ରଖିଥାନ୍ତି । ତାଙ୍କ ପାଇଁ ଆପଣ ନିଶ୍ଚିନ୍ତ ଭାବରେ ସମୟ ବାହାର କରିବା ଉଚିତ । କିଛି ସମୟ ପାଇଁ ହେଉ ମଧ୍ୟ ଆପଣ ତାଙ୍କ ପାଇଁ ସମୟ ବାହାର କରିଲେ ସେ ବହୁତ ଖୁସି ହୋଇଥାନ୍ତି । ନିଜର କଥା ନୁହେଁ ତାଙ୍କୁ ଅନୁଭୂତି ମଧ୍ୟ କରାନ୍ତୁ ଆପଣ ତାଙ୍କୁ କେତେ ଭଲ ପାଉଛନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।