ଜଣେ ବ୍ୟକ୍ତି କିଛି ସେକେଣ୍ଡରେ ୫ ଜଣ ବ୍ୟକ୍ତିକୁ କେବଳ ନିଜର ଆଙ୍ଗୁଠି ଦ୍ଵାରା ଉପରକୁ ଉଠାଇ ଦେଲା, ତେବେ କୁହନ୍ତୁ ସେହି ବ୍ୟକ୍ତି ଜଣକ କିଏ?

ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ପଚାରିବୁ ଯାହା ଆପଣଙ୍କର ଜେନେରାଲ ନଲେଜକୁ ଆଧୁରୀ ଅଧିକ ବଢାଇବାର କାମ କରିବ । ଏହି ପ୍ରଶ୍ନ ଗୁଡିକ କିଛି ଭିନ୍ନ ପ୍ରକାରର ଅଟେ ଓ ଏହି ପ୍ରଶ୍ନର ଜବାବ ବି ସେହିଭଳି ଅଜବ ଗଜବ ଅଟେ । କହିବାକୁ ଗଲେ ଏହା ବହୁତ ସହଜ ଅଟେ କିନ୍ତୁ ଏହାର ଉତ୍ତର ଆପଣଙ୍କ ମୁଣ୍ଡକୁ ବୁଲାଇ ରଖିଦେବ । ଯାହା ଆପଣଙ୍କର ବୁଦ୍ଧିକୁ ପରୀକ୍ଷା ବି କରିଥାଏ । ତେବେ ଚାଲନ୍ତୁ ଜାଣିବା ସେହିପରି କିଛି ପ୍ରଶ୍ନ ଓ ତା’ର ଉତ୍ତର ବିଷୟରେ ।

ପ୍ରଶ୍ନ – ଜଣେ ବ୍ୟକ୍ତି କିଛି ସେକେଣ୍ଡରେ ୫ ଜଣ ବ୍ୟକ୍ତିକୁ କେବଳ ନିଜର ଆଙ୍ଗୁଠି ଦ୍ଵାରା ଉପରକୁ ଉଠାଇ ଦେଲା, ତେବେ କୁହନ୍ତୁ ସେହି ବ୍ୟକ୍ତି ଜଣକ କିଏ ଥିଲା ?

ଉତ୍ତର – ଲିଫ୍ଟମ୍ୟାନ

ପ୍ରଶ୍ନ – ଶାଶୁ କଫି ମାଗିଲେ ଓ ସେହି ସମୟରେ ସ୍ଵାମୀ ବି ଚା ମାଗିଲେ, ତେବେ କୁହନ୍ତୁ ସ୍ତ୍ରୀ ଜଣକ ପ୍ରଥମେ କଣ କରିବ ?

ଉତ୍ତର – ଗ୍ୟାସ ଅନ କରିବ

ପ୍ରଶ୍ନ – କାନ୍ଥରେ ଥାଏ ଓ ଛାତରେ ଥାଏ,

ପୋକ ମାଛିକୁ ଗୋଡେଇ ଗୋଡେଇ ଖାଏ,

ଶୋଷ ଲାଗିଲେ ପିଏନି ପାଣି,

ମାଟି ଛୁଇଁ ଶୋଷ ମେଣ୍ଟାଇ ଦିଏ,

କୁହ ଦେଖି ସେ କିଏ ?

ଉତ୍ତର – ଝିଟିପିଟି

ପ୍ରଶ୍ନ – ମା ର ଭାଇ ସେ ନୁହେଁ ତଥାପି ମାମୁଁ ଡାକୁ,

ଜଙ୍ଗଲରେ ରୁହେ ସେ, ନୁହେଁ ସେ ଚୋର ଡାକୁ ?

ଉତ୍ତର – ବାଘ ମାମୁଁ

ପ୍ରଶ୍ନ – ପଶୁ ନୁହେଁ କି ସେ ପକ୍ଷୀ ନୁହେଁ,

ଦିନେ ଶୋଇଥାଏ ସେ ରାତିରେ ଚିଏଁ,

କହିଲେ ଦେଖି ସେ କିଏ ?

ଉତ୍ତର – ଚମଚଟା

ପ୍ରଶ୍ନ – ଓଟ କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଅଟେ ?

ଉତ୍ତର – ସାଉଦୀଆରବ

ପ୍ରଶ୍ନ – କେଉଁ ଖାଦ୍ୟ କେବେ ବି ଖରାପ ହୋଇ ନ ଥାଏ ?

ଉତ୍ତର – ମହୁ

ପ୍ରଶ୍ନ – କେଉଁ ଜିନିଷରୁ ମଇଦା ତିଆରି ହୋଇଥାଏ ?

ଉତ୍ତର – ଗହମରୁ

ପ୍ରଶ୍ନ – କେଉଁ ଦେଶରେ ଖଟା ମହୁ ମିଳିଥାଏ ?

ଉତ୍ତର – ବ୍ରାଜିଲ

ପ୍ରଶ୍ନ – କେଉଁ ଜୀବ ନିଜ ପାଦ ଦ୍ଵାରା ସମସ୍ତ ଖାଦ୍ୟର ସ୍ଵାଦ ବାରିଥାଏ ?

ଉତ୍ତର – ପ୍ରଜାପତି

ପ୍ରଶ୍ନ – କେଉଁ ଦେଶ ଦୁନିଆର ସବୁଠୁ ଧନୀ ଦେଶ ଅଟେ ?

ଉତ୍ତର – କତର

ପ୍ରଶ୍ନ – କେଉଁ ଜୀବ କେବେ ବି ଶୋଇ ନ ଥାଏ ?

ଉତ୍ତର – ମାଛ

ପ୍ରଶ୍ନ – ମଣିଷ ଦିନକୁ କେତେ ଥର ପ୍ରଶ୍ଵାସ ନେଇଥାଏ ?

ଉତ୍ତର – ପାଖାପାଖି ୨୨ ହଜାର ଥର

ପ୍ରଶ୍ନ – କେଉଁ ଦେଶର ଡାକ୍ତରମାନେ ଉଦଜାହାଜରେ ବସି ରୋଗୀ ଦେଖିବାକୁ ଯାଆନ୍ତି ?

ଉତ୍ତର – ଅଷ୍ଟ୍ରେଲିୟଆ

ପ୍ରଶ୍ନ – କେଉଁ ପକ୍ଷୀ ୩୦ ହଜାର ଫୁଟ ଉଚ୍ଚତାରେ ବି ଉଡି ପାରିବ ?

ଉତ୍ତର – ଶାଗୁଣା

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।