ଦେଖନ୍ତୁ ନିଜ କୁନି ଝିଅ ସହ କିପରି ମସ୍ତି କରୁଛନ୍ତି ଓଡିଆ ସିରିଏଲ ହୀରୋ ଚନ୍ଦନ, ଦେଖନ୍ତୁ Video

ଓଲିଉଡ ଜଗତର କଳାକାର ମାନେ ନିଜର ସାନଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଘର ସୃଷ୍ଟି କରି ପାରିଛନ୍ତି । ଠିକ ସେହି ଭଳି ଟେଲିଭିଜନ ଜଗତରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଜବରଦସ୍ତ ପର୍ଫୋମାସ ପାଇଁ ଆଜିକା ଡେଟରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି ।

ଟିଭି ଇଣ୍ଡଷ୍ଟ୍ରିରେ କଳାକାର ମାନେ ନିଜର ଷ୍ଟାଇଲିସ, ଚାର୍ମିଙ୍ଗ ଲୂକ ମଧ୍ୟ ବେଶ ଚର୍ଚ୍ଚାରେ ରହିଥାନ୍ତି । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ କିଛି କଳାକାର ମାନେ ଶୁଟିଙ୍ଗ ସେଟରୁ ହିଁ ପ୍ରେମ କରି ନିଜର କୋ-ଆକ୍ଟରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇ ଆଜିକା ଡେଟରେ ବେଶ ହାପି ଲାଇଫ ସ୍ପେନ୍ଡ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ଚନ୍ଦନ କିପରି ନିଜ କୁନି ପୁଅ ସହ ଟାଇମ ସ୍ପେନ୍ଡ କରୁଛନ୍ତି ସେହି ବିଷୟରେ କିଛି ରୋମାଞ୍ଚକର କଥା କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଟିଭି ଜଗତର ଅଭିନେତା ଚନ୍ଦନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ସୁନ୍ଦକର ଅଭିନୟ ଦ୍ଵାରା ଖୁବ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ସେ ସାର୍ଥକ ଚ୍ଯାନେଲରେ ପ୍ରସାରିତ ହୋଇଥିବା ସିରିଏଲ “ତୋ ଅଗଣାର ତୁଳସୀ ମୁଁ” ରେ ଏତେ ନିଖୁଣ ଭାବେ ଅଭିନୟ କରିଥିଲେ ଯାହା ପାଇଁ ଏହି ସିରିଏଲ ଟି ନମ୍ବର ୱାନ ସିରିଏଲ ହୋଇ ପାରିଥିଲା । ଅଭିନେତା ଚନ୍ଦନ ଅଭିନେତ୍ରୀ ମାହିଙ୍କୁ ପ୍ରେମ ବିବାହ କରିଛନ୍ତି ।

ଅଭିନେତ୍ରୀ ମାହି ମଧ୍ୟ ଅନେକ ସିରିଏଲରେ ନଜର ଆସିଛନ୍ତି । ମାହି ସାର୍ଥକ ଚ୍ଯାନେଲରେ ପ୍ରସାରିତ ହୋଇଥିବା “ମୁଁ ବି ଅର୍ଦ୍ଧାଙ୍ଗିନୀ ହେବି” ସିରିଏଲରେ ଖୁବ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି । ବର୍ତ୍ତମାନ ଅଭିନେତା ଚନ୍ଦନ ଓ ଅଭିନେତ୍ରୀ ମାହି ବେଶ ହସ ଖୁସିରେ ଜୀବନକୁ ଅତିବାହିତ କରୁଛନ୍ତି । ଦୁହିଙ୍କର ଗୋଟେ କୁନି ପୁଅ ମଧ୍ୟ ଅଛି ।

ଏହି ଭିଡିଓରେ ଅଭିନେତା ଚନ୍ଦନ ନିଜ ପୁଅ ସହ ବେଶ ମଜା ମସ୍ତି କରିବାର ନଜର ଆସୁଛନ୍ତି । ଏହା ସହ ଚନ୍ଦନ ଗୀତ ଗାଇ ନିଜ ପୁଅକୁ ଶୁଣାଇବାର ମଧ୍ୟ ଏହି ଭିଡିଓରେ ନଜର ଆସୁଛି ।ତାଙ୍କ ପୁଅ ମଧ୍ୟ ଚନ୍ଦନଙ୍କ ସହ ବେଶ ଖୁସିରେ ଖେଳିବାର ନଜର ଆସୁଛନ୍ତି । ଚନ୍ଦନ ନିଜ ପୁଅଙ୍କୁ ବହୁତ ଭଲ ପାଆନ୍ତି । ଅଧିକାଂଶ ସମୟ ସେ ନିଜ ପୁଅ ସହ ବିତାଇବାକୁ ଭଲ ପାଆନ୍ତି ।

ବର୍ତ୍ତମାନ ଘରେ ରହିଥିବାରୁ ଚନ୍ଦନ ନିଜ ପୁଅ ଏପରି ଖେଳିବା ସହ ମଜା ମସ୍ତି କରିବାର ଭିଡିଓ ଶେୟାର କରିଛନ୍ତି ଯାହାକୁ ଦେଖିଲେ ଲାଗୁଛି ସେ ନିଜ ପୁଅକୁ କେତେ ଭଲ ପାଆନ୍ତି । ଏହି ଭିଡିଓ ରେ ଚନ୍ଦନଙ୍କ ପୁଅ ଦେଖିବାକୁ ବହୁତ ସୁନ୍ଦର ଲାଗୁଛନ୍ତି ଓ ବହୁତ କିୟୁଟ ମଧ୍ୟ ହୋଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।