ଏହି 3ଟି ଜିନିଷ ବ୍ୟବହାର ଦ୍ଵାରା ଅଣ୍ଟା ଦରଜ, କମଜୋର, କ୍ଯଲ୍ସିଅମ ଓ ରକ୍ତର କମି ହେବ ଦୂର

ଆଜି ଆମେ ଆପଣଙ୍କୁ ବହୁତ ପ୍ରଭାବଶାଳି ପ୍ରୋଟିନ ପ୍ୟାକ ବିଷୟରେ କହିବାକୁ ଯାଉଛୁ । ଯାହାକୁ ସେବନ କରିବା ଦ୍ଵାରା ଆପଣ ସମସ୍ତ ରୋଗ ସହ ଲଢିବା ପାଇଁ ଆପଣଙ୍କୁ ଶକ୍ତି ମିଳିବ । ଯଦି ଆପଣଙ୍କ ସ୍ମୃତି ଶକ୍ତି କମଜୋର ଅଛି, ଦ୍ରୁଷ୍ଟି ଶକ୍ତି କମଜୋର ଅଛି, କେସ ଲଗାତାର ଝଡୁଛି, ହାଡ ଓ ଗଣ୍ଠି ଗୁଡିକରେ ବ୍ୟଥା ଅଛି, ସବୁବେଳେ ନିଜକୁ କମଜୋର ମନେ କରୁଛନ୍ତି, ନିଜକୁ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି, ତ୍ଵଚା ସମ୍ବନ୍ଧିତ ସମସ୍ୟା ଅଛି, ତେବେ ଏହି ପ୍ରୋଟିନ ପ୍ୟାକ ସାହାର୍ଯ୍ୟରେ ସବୁ ପ୍ରକାରର ସମସ୍ୟାକୁ ମୂଳରୁ ଶେଷ କରି ପାରିବେ । ଏହା ସହିତ ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବି ମଜବୁତ କରିଥାଏ ।

ପ୍ରୋଟିନ ପ୍ୟାକ ପ୍ରସ୍ତୁତ

ପ୍ରଥମେ ଏକ ପାତ୍ର ନିଅନ୍ତୁ । ସେଥିରେ ୧୦ – ୧୨ ଟି କାଜୁ ନିଅନ୍ତୁ । ଏହା ପରେ କାଜୁକୁ ଅଳ୍ପ ଭାଜି ଦିଅନ୍ତୁ । କହିବାକୁ ଗଲେ କାଜୁ ଆମର ମସ୍ତିଷ୍କ ପାଇଁ ଭଲ ଅଟେ । ଏହା ପରେ କାଜୁ ବାହାର କରି ଅନ୍ୟ ଏକ ପାତ୍ର ରଖି ଦିଅନ୍ତୁ । ଏହା ପରେ ସେହି ପାତ୍ରରେ ୧୦ – ୧୫ଟି ବାଦାମକୁ ବି ଅଳ୍ପ ଭାଜି ଦିଅନ୍ତୁ । ବାଦାମରେ ପ୍ରୋଟିନ ଥାଏ ଯାହା ବ୍ରେନ ଫଙ୍କସନକୁ ଭଲ କରିଥାଏ । ଏହା ସହିତ ବାଦାମ ଆମ ଶରୀରର ପାଇଁ ସବୁଠୁ ଭଲ ଅଟେ ।

ଏହା ସହିତ ଆମେ ଚାରୋଟି ଅଖରୋଟର ଗିରି ଏହି ପାତ୍ର ପକାଇ ଦିଅନ୍ତୁ । ଏହାକୁ ବି ୧ ମିନିଟ ପର୍ଯ୍ୟନ୍ତ ଭାଜି ଦିଅନ୍ତୁ । ବର୍ତ୍ତମାନ ଅଖରୋଟକୁ ଅନ୍ୟ ଏକ ପାତ୍ରରେ ରଖି ଦିଅନ୍ତୁ । ଏହା ପରେ ୫ – ୬ ଶୁଖିଲା ଖଜୁରୀକୁ ବି ଅଳ୍ପ ଭାଜି ଦିଅନ୍ତୁ । ଶୁଖିଲା ଖଜୁରୀରେ ଆୟରନ ଥାଏ ଯାହା ରକ୍ତ ହୀନତାକୁ ଦୂର କରିଥାଏ । ବର୍ତ୍ତମାନ ଖଜୁରୀର ମଞ୍ଜିକୁ ବାହାର କରି କରି ଦିଅନ୍ତୁ ।

ଏହା ପରେ ଶୁଖିଲା ଖଜୁରୀ, କାଜୁ, ବାଦାମ, ଅଖରୋଟ ଗ୍ରାଇଣ୍ଡରରେ ଦେଇ ଗ୍ରାଇଡିଙ୍ଗ କରି ଦିଅନ୍ତୁ ଓ ଏହାକୁ ପାଉଡର କରି ଦିଅନ୍ତୁ । କିନ୍ତୁ ଏହାକୁ ପୁରା ପୁରୀ ପାଉଡର କରନ୍ତୁ ନାହିଁ । ବର୍ତ୍ତମାନ ଆପଣ ଏହି ପାଉଡରକୁ ରାତିରେ ଶୋଇବାର ୧ ଘଣ୍ଟା ପୂର୍ବେ ଗୋଟିଏ ଗ୍ଳାସ କ୍ଷୀରରେ ୧ – ୧.୫ ଚାମଚ ଏହି ପାଉଡର ଦେଇ ସେବନ କରିବାର ଅଛି ।

ଏହାକୁ ଆପଣ ୧ ମାସ ପର୍ଯ୍ୟନ୍ତ ଲଗାତର କରିବାର ଅଛି । ଏହା ଦ୍ଵାରା ଆପଣଙ୍କ ଶାରୀରିକ କ୍ଷମତା ବହୁତ ଅଧିକ ବଢିଯିବ । ଏହାକୁ ସବୁ ବୟସର ବ୍ୟକତିମାନେ ସେବନ କରି ପାରିବେ । ଏହା ଆପଣଙ୍କୁ ଯବାନ ରଖିବାରେ ବି ସାହାର୍ଯ୍ୟ କରିଥାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।