3 ଟି ଇନିଂସରେ 3 ଟି ସେଞ୍ଚୁରୀ ମାରି ମଚେଇଲେ ଧମାଲ, Team India ରେ ସାମିଲ ହେବା ପାଇଁ ଏବେ ପୂରାପୂରି ରେଡି ଭାରତର ଏହି ନୂଆ ଷ୍ଟାର…

ୟଶଶ୍ଵୀ ଯଶପାଲ ଯିଏ କି ଏକ ଏହି ଭଳି ଖେଳାଳି ଯିଏ ଏବେ ଟିମ ଇଣ୍ଡିଆ ର କବାଟ ବାର ବାର ବାଡଉଛନ୍ତି କେବଳ ଥରେ ନୁହେଁ ସେ ବାର ବାର ଜୋର ସେ ଟିମ ଇଣ୍ଡିଆ ରେ ସାମିଲ ହେବା ପାଇଁ କବାଟ ବାଡଉଛନ୍ତି । ଏହାର ମାନେ ହେଉଛି ଯଶଶ୍ଵୀ ଯଶପାଲ ଏବେ ନିଜର ଖେଳ ର ତାରିକା କିଛି ଏହି ଭଳି ଭାବେ ବଦଳାଇ ଦେଇ ଛନ୍ତି କି ଯାହା ଦ୍ଵାରା ଟିମ ଇଣ୍ଡିଆ ନିଜେ ତାଙ୍କ ଆଡକୁ ଟାଣି ହୋଇ ଯାଉଛି । ଯାହାଙ୍କ ଖେଳ ଦେଖିବା ପାଇଁ ଦିନେ କେହି ଚାହୁଁ ନଥିଲେ ।

ଏବେ ତାଙ୍କୁ ହାତରେ କ୍ରିକେଟ ବ୍ୟାଟ ଧରିକି ବାର ବାର ଖେଳୁ ଥିବାର ଦେଖିବା ପାଇଁ ପସନ୍ଦ କରା ଯାଉଛି । ସେ ଲଗାତାର ଶତକ ମାରିଛନ୍ତି ଲଗାତାର ଏହା ଥରେ କିମ୍ବା ଦୁଇଥର ନୁହେଁ 3 ଥର ସମ୍ଭବ ହୋଇଛି ତାଙ୍କ ପାଇଁ । ଉତ୍ତରପ୍ରଦେଶ ର ବିରୁଦ୍ଧରେ ଖେଳିବା ବେଳେ ସେ ଲାଗ ଲାଗ ତିନି ଥର ନିଜର ଶତକ ପୂର୍ଣ୍ଣ କରି ଛନ୍ତି ।

ଏହା ଆଗରୁ ସେ କ୍ଵାଟର ଫାଇନାଲ ରେ ମଧ୍ୟ ସେ ଭଲ ଖେଳି ଥିଲେ । ସେ ଏହି ଭଳି ଖେଳାଳି ଥିଲେ ଯିଏ କି 54 ଟି ଖେଳ ଖେଳିବା ପରେ ମଧ୍ୟ ନିଜ ଖାତା ଖୋଲି ପାରି ନଥିଲେ ଏକ ମାତ୍ର ରନ କରିବା ତାଙ୍କ ପାଇଁ ଖୁବ କଷ୍ଟ କର ଥିଲା ମାତ୍ର ସେ ଏବେ ଭଲ ପ୍ରଦର୍ଶନ କରୁଛନ୍ତି ।

ଏହା ସତରେ ଖୁବ ଆଶ୍ଚର୍ଯ୍ୟ କଥା । ଏବେ କଣ ହୋଇଛି କି ସେ ଏତେ ପରିଶ୍ରମ କରିକି ନିଜର ଏତେ ଭଲ ପ୍ରଦର୍ଶନ କିଭଳି କରି ପାରିଲେ । ଏହାକୁ ନେଇକି ସବୁ ଲୋକମାନେ ଚିନ୍ତାରେ ଟିମ ଇଣ୍ଡିଆ ରେ ଥିବା ବଡ ବଡ ଖେଳାଳି ମାନେ ତାଙ୍କ ତରିକା ଜାଣିବା ପାଇଁ ଇଚ୍ଚୁକ ଅଛନ୍ତି ।

ଏବେ ତାଙ୍କୁ ଟେଷ୍ଟ ମ୍ଯାଚ ରେ ଜାଗା ଦେବା ପାଇଁ ମଧ୍ୟ ଚିନ୍ତା କରା ଯାଉଛି ଏହା ମିଳିଥିବା ସୂତ୍ରରୁ ଜଣା ଯାଇଛି । ଏହି ସେ ଖେଳାଳି ଏହି ଯିଏ କି 90 ରେ ହୋଇଥିବା ୱାର୍ଲ୍ଡ କପ ମ୍ଯାଚରେ ଟିମ ଇଣ୍ଡିଆ ପାଇଁ ସବୁ ଠାରୁ ଅଧିକା ରନ କରିଥିଲେ ।

ଯାହା ପାଇଁ ତାଙ୍କୁ ପ୍ଲେୟାର ଅଫ ଦ ଟୁର୍ନାମେଣ୍ଟ ର ଉପାଧି ମଧ୍ୟ ଦିଆ ଯାଇ ଥିଲା । ମାତ୍ର ସେହି ବର୍ଷ ଟିମ ଇଣ୍ଡିଆ ୱାର୍ଲ୍ଡ କପ ମ୍ଯାଚ ହାରି ଯାଇଥିଲା । କିନ୍ତୁ ସେ ସେବେ ଠାରୁ ଲୋକଙ୍କ ଆକର୍ଷଣ ର ପାତ୍ର ହୋଇ ଥିଲେ । ଏହା ପରେ ଆଇପିଏଲ ପାଇଁ ମଧ୍ୟ ତାଙ୍କ ରାସ୍ତା ତିଆରି ସାରିଥିଲା ରାଜସ୍ଥାନ ମଧ୍ୟ ତାଙ୍କୁ ଷପୋର୍ଟ କରିଥିଲା ଏବେ ସେ ଯେଉଁ ଭଳି ଭାବେ ଖେଳୁ ଛନ୍ତି ଏହା ଜଣା ପଡୁଛି କି ସେ ଏକ ସଂପୂର୍ଣ୍ଣ ଖେଳାଳି ଅଟନ୍ତି ।

ସେ ନିଜର ପ୍ରଥମ ଶତକ ରେ 100 ରନ ଦ୍ଵିତୀୟ ଶତକ ରେ 181 ରନ ଓ ତୃତୀୟ ରେ 103 ରନ କରି ଥିଲେ ମୁମ୍ବାଇ ର ବିପକ୍ଷରେ । ଏହା କାରଣ ଅଟେ ଯାହା ପାଇଁ ଏବେ ଟେଷ୍ଟ ଖେଳିବା ର ସୁଯୋଗ ପାଇବେ ୟଶଶ୍ଵୀ ।