TV ସିରିଏଲ “ଇମଲି” ରେ ନଜର ଆସୁଥିବା ଏହି କଳାକାର ମାନେ ନିଜ ପିଲାବେଳେ ଦେଖା ଯାଉଥିଲେ କିଛି ଏମତି…

ବନ୍ଧୁଗଣ, ବର୍ତ୍ତମାନ ପ୍ରସାରିତ ହେଉଥିବା ହିନ୍ଦୀ ଧାରାବାହିକ “ଇମଲି” ତ ଆପଣ ସମସ୍ତେ ନିଶ୍ଚିତ ଦେଖୁଥିବେ । ଗାଁ ରେ ଜନ୍ମ ହୋଇ ବଡ ହୋଇଥିବା “ଇମଲି” ର କ୍ୟାରେକ୍ଟର ଦର୍ଶକବନ୍ଧୁଙ୍କୁ ଖୁବ ମନୋରଞ୍ଜିତ କରୁଅଛି । “ଇମଲି” ସହିତ ସହରୀ ବାବୁ “ଆଦିତ୍ୟ” ଙ୍କର କେମେଷ୍ଟ୍ରି ଦର୍ଶକବନ୍ଧୁ ଙ୍କର ଖୁବ ମନୋରଞ୍ଜନ କରୁଅଛି । ସେହିଭଳି ଅନ୍ୟ କଳାକାର ମାନେ ମଧ୍ୟ ଉତ୍ତମ ମାନର ରୋଲ ପ୍ଲେ କରି ଆସୁଛନ୍ତି । ଏହି ସିରିୟଲ ରେ ନେଗେଟିଭ କିରଦାର ରେ ମଧ୍ୟ ଦର୍ଶକଙ୍କ ମନରେ ନିଜର ଗୋଟିଏ ଛାପ ଛାଡୁଛନ୍ତି ।

ବନ୍ଧୁଗଣ ମାତ୍ର କଣ ଆପଣ  ଜାଣିଛନ୍ତି ଯେ ଏହି ପ୍ରସିଦ୍ଧ କଳାକାର ମାନେ ନିଜ ପିଲାଦିନରେ କିଭଳି ଦେଖାଯାଉଥିଲେ ? ଆସନ୍ତୁ ଆଜି ଏହି କଳାକାର ମାନଙ୍କର ପିଲାଦିନ ର କିଛି ଝଲକ ସମ୍ବନ୍ଧରେ ଜାଣିବା ।

୧- “ପ୍ରୀତ କୋର”;- ଦର୍ଶକବନ୍ଧୁ ଏହି ସିରିୟଲ ରେ ରାଧାର ବଡ ଝିଅ ତଥା ତନୁଶ୍ରୀ ର ମା ରୂପାଲି ର କିରଦାର ରେ ନଜର ଆସୁଥିବା ଅଭିନେତ୍ରୀ “ପ୍ରୀତ କୋର” ନିଜର ଏହି ଅଭିନୟ ଦ୍ଵାରା ଦର୍ଶକଙ୍କ ମନକୁ ବହୁଳ ଭାବରେ ପ୍ରଭାବିତ କରିଛନ୍ତି । ମାତ୍ର ସୋସିଆଲ ମିଡିଆ ରେ ପ୍ରୀତ ଙ୍କର କୌଣସି ଫୋଟ ରହିନାହିଁ ।

୨- “ତଶିଂଷା”;- ଏହି ସିରିୟଲ ରେ ତନୁଶ୍ରୀ ଙ୍କ ଝିଅ ଙ୍କ କିରଦାର ନିଭାଉଥିବା “ତଶିଂଷା” ନିଜର ଅକଟିଂ ଦ୍ଵାରା ଦର୍ଶକ ମାନଙ୍କର ବହୁଳ ଭାବରେ ହୃଦୟ ଜିତୁଛନ୍ତି । ବନ୍ଧୁଗଣ ସେ ତାଙ୍କ ପିଲାଦିନ ଫୋଟ ରେ ମଧ୍ୟ ବହୁତ କ୍ୟୁଟ ଦେଖାଯାଉଥିଲେ ।

୩- “ସିମ୍ବଲ ତଉକିର”;- ସିରିୟଲ ରେ ମୁଖ୍ୟ ଅଭିନେତ୍ରୀ ଭାବରେ କିରଦାର ନିଭାଉଥିବା ଇମଲି କିଛି ଦିନ ମଧ୍ୟରେ ବହୁତ ପ୍ରସିଦ୍ଧ ହୋଇସାରିଲେଣି । ତାଙ୍କର ଏହି ପୁରୁଣା ଲୁକ ସିରିୟଲ ରେ ବହୁତ ପସନ୍ଦ କରାଯାଉଅଛି । ବନ୍ଧୁଗଣ ତାଙ୍କର ପିଲାଦିନ ଫଟୋ ରେ ମଧ୍ୟ ସେ ଦେଖିବାକୁ ବହୁତ ସୁନ୍ଦର ଥିଲେ । ଭଉଣୀ ସହିତ ତାଙ୍କର ଫଟୋଚିତ୍ର ସୋସିଆଲ ମିଡିଆରେ ରହିଅଛି ।

୪-“ଗଶ୍ମୀର ମହାଜନେ”;- ଦର୍ଶକବନ୍ଧୁ, ଏହି ସିରିୟଲରେ ଅଭିନେତା “ଗଶ୍ମୀର ମହାଜନେ” ଙ୍କୁ ସହରିବାବୁ ଆଦିତ୍ୟ ର ରୋଲ ରେ ଦେଖାଯାଉଅଛି । ଯେଉଁଠାରେ ଇମ୍ଳୀ ସହିତ ଆଦିତ୍ୟଙ୍କ କେମେଷ୍ଟ୍ରି ଦରସ୍ଵକ ମାନଙ୍କ ମନକୁ ବହୁତ ଛୁଇଁ ଯାଇଛି । ଦର୍ଶକବନ୍ଧୁ ଉଭୟଙ୍କ ଅଭିନୟ କୁ ବହୁତ ପସନ୍ଦ କରିଛନ୍ତି । ବନ୍ଧୁଗଣ “ଗଶ୍ମୀର ମହାଜନେ” ନିଜ ପିଲା ଦିନରେ ବହୁତ କ୍ୟୁଟ ଦେଖାଯାଉଥିଲେ ।

୫- “ମୟୂରୀ ଦେଶମୁଖ”;- ପ୍ରସିଦ୍ଧ ଅଦାକାର ମୟୂରୀ କୁ ଏହି ସିରିୟଲ ରେ ମୁଖ୍ୟ ଅଦାକାର ଭାବରେ ପ୍ରଫେସର ମାଳିନୀ ର କିରଦାର ପ୍ଲେ କରୁଥିବା ଦେଖିବାକୁ ମିଳୁଛି । ତାଙ୍କର ସିଧାସାଧା କିରଦାର କୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି । ବନ୍ଧୁଗଣ ଆପଣ ତାଙ୍କ ପିଲା ଦିନର ଫୋଟ କୁ ଦେଖି ଜାଣିପାରିବେ ଯେ, ଆଜିଭଳି ମଧ୍ୟ ସେ ନିଜ ପିଲାଦିନରେ ବହୁତ ଇନୋସେଣ୍ଟ ରହିଥିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।