Bollywood ର ୭୦-୮୦ ଦଶକରେ ଭିଲିଆନ ରୋଲ କରି ଫେମସ ହୋଇଥିବା ଅଭିନେତା ମାନଙ୍କର ଏମାନେ ହେଲେ ରିଅଲ ଲାଇଫ ବୋହୁ

ଯେବେଠୁ ଫିଲ୍ମ ଇଣ୍ଡଷ୍ଟ୍ରି ବନିଛି ସେବେଠାରୁ ଫିଲ୍ମ ଖଳନାୟକ ମହତ୍ତ୍ଵପୂର୍ଣ୍ଣ ଭୂମିକା ରହିଛି ଯାହା ହିରୋ କୁ ବରାବର ଟକ୍କର ଦିଏ । ସାଥିରେ ହିରୋଇନ୍ ମାନଙ୍କୁ ଝିଅ ବହୁଙ୍କୁ ବହୁତ ହଇରାଣ କରୁଥିଲେ । ଆଜିକାଲି ଏହି ଭଳି ଖଳନାୟକ ଖୁବ୍ କମ୍ ଦେଖିବାକୁ ମିଳୁଛି ଯାହା ସେହି ସମୟରେ ଚର୍ଚ୍ଚିତ ଖଳନାୟକ ରୂପେ ପରିଚୟ ବନାଇଥିଲେ । ଆଜି ସେହି ବଲିଉଡର ଖଳନାୟକ ମାନେ ଶଶୁର ହୋଇ ସାରିଛନ୍ତି ।

ଏମାନଙ୍କ ପୁତ୍ର ମାନଙ୍କ ବିବାହ ହୋଇସାରିଛି ଏବଂ ତାଙ୍କ ପୁତ୍ର ମାନେ ବିବାହ କରି ବହୁ ମଧ୍ୟ ଆଣିଛନ୍ତି । ତେବେ ଚାଲନ୍ତୁ ଆଜି ଆମେ କହିବୁ ସେହି ଖଳନାୟକଙ୍କ ବାସ୍ତବ ଜୀବନ ବିଷୟରେ । ତେବେ ଆସନ୍ତୁ ଜାଣିବା କିଏ ସେହି ଖଳନାୟକ

୧- ପ୍ରାଣ୍ : ୭୦ ଦଶକର ଅଭିନେତା ହେଉଛନ୍ତି ପ୍ରାଣ୍ । ଯିଏ ତାଙ୍କର ଦମଦାର ଖଳନାୟକ ରୋଲ୍ ସହିତ ହିରୋ ଏବଂ ହିରୋଇନ୍ ମାନଙ୍କୁ ହଇରାଣ କରିଥିଲେ । ଜଦି ଆମେ ତାଙ୍କ ବାସ୍ତବ ଜୀବନ ବିଷୟରେ କଥା ହେବା ତେବେ ତାଙ୍କର ୨ ପୁଅ ଅଛନ୍ତି ସେଥିପାଇଁ ତାଙ୍କର ଦୁଇ ବୋହୁ ଅଛନ୍ତି । ବଡ଼ ପୁଅ ଅରବିନ୍ଦଙ୍କ ସ୍ତ୍ରୀ ନାଁ ଚିତ୍ରା ଯିଏ ତାଙ୍କ ବଡ ବୋହୂ ଅଟନ୍ତି ଏବଂ ସାନପୁଅ ସୁନିଲ୍ ଙ୍କ ସ୍ତ୍ରୀ ଜ୍ୟୋତି ଶିଖଣ୍ଡ ଯିଏ ତାଙ୍କର ଛୋଟ ବୋହୂ ଅଟନ୍ତି ଏବଂ ତାଙ୍କୁ ବହୁତ ସମ୍ମାନ ମଧ୍ୟ କରନ୍ତି ।

୨-ଜୀବନ : ୭୦ ଏବଂ ୮୦ ଦଶକର ଲୋକପ୍ରିୟ ଅଭିନେତା ଜୀବନ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଖଳନାୟକ ମଧ୍ୟରେ ଗଣା ହୁଅନ୍ତି ଯିଏ ବହୁତ ଖରାପ ଖଳନାୟକ ଭୂମିକା ଲିଭାଇ ଥିଲେ । ଯଦି ଆମେ ତାଙ୍କ ଦୁଇ ପୁଅଙ୍କ ବିଷୟରେ କଥା ହେବା ବଡ଼ କିରଣ କୁମାର ଏବଂ ସାନ ଭୂଷଣ ଜୀବନ ଅଟନ୍ତି । ତାଙ୍କ ସାନ ପୁଅର ସ୍ତ୍ରୀ ଯାହାଙ୍କ ନାଁ ସୁଷମା ବର୍ମା ଅଟେ । ତାଙ୍କ ବିଷୟରେ କୁହାଯାଏ ଯେ ସେ ତାଙ୍କ ଶଶୁରଙ୍କୁ ବହୁତ ଭଲ ପାଆନ୍ତି ।

୩- ଡାନି : ଡାନିଙ୍କ ନାଁ ନେଲେ ଗୋଟିଏ ଉଚ୍ଚ ସ୍ବର ସହ ନୃସଂସ ଖଳନାୟକର ନାଁ ମନେ ପଡିଯାଏ । ଏମିତି ଅଭିନୟ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ଖଳନାୟକ ଭୂମିକା ନିଭାଇ ଛନ୍ତି । ଯଦି ଆମେ ତାଙ୍କ ବୋହୂ ବିଷୟରେ କଥା ହେବା, ଏବେ ତାଙ୍କ ପୁଅ ରଞ୍ଜନ ବିବାହ କରି ନାହାନ୍ତି ଏବଂ ସେ ଅତି ଶିଘ୍ର ବିବାହ କରିବାକୁ ଯାଉଛନ୍ତି ।

୪- ଅମଜଦ୍ ଖାନ୍ : ଯଦି ଆପଣ ବଲିଉଡର ସୁପରହିଟ ଫିଲ୍ମ ସୋଲେ ଦେଖିଛନ୍ତି ତେବେ ସେଥିରେ ଗବ୍ବରର ଚରିତ୍ର ନିଶ୍ଚିତ ଭାବେ ମନେ ଥିବ । ଯାହାକୁ ଅମଜଦ୍ ଖାନ୍ ଲିଭାଇ ଦର୍ଶକଙ୍କ ପ୍ରିୟ ବନି ଯାଇଥିଲେ । ଯଦି ଆମେ ତାଙ୍କ ବୋହୂଙ୍କ ବିଷୟରେ କଥା ହେବା ତେବେ ତାଙ୍କ ବଡ଼ ବୋହୂ ରୋମାନା ଯିଏ ତାଙ୍କ ବଡ ପୁଅ ସାଦାଫ୍ ଖାନ୍ ଙ୍କ ସ୍ତ୍ରୀ ଅଟନ୍ତି ।

୫- ଶଶି କପୁର : ବଲିଉଡର ଚକୋଲେଟ୍ ଅଭିନେତା ମଧ୍ୟ ଖଳନାୟକ ହୋଇଛନ୍ତି । କ୍ଲର୍କ ଏବଂ ମେରୀ ଜୁବାନ ଭଳି ଫିଲ୍ମରେ ଖଳନାୟକ ହୋଇଛନ୍ତି । ତାଙ୍କର ଦୁଇ ବୋହୂ ଅଛନ୍ତି । ବଡ଼ ବୋହୂ ସୀମା ଶିଳ୍ପୀ ବଡ଼ ପୁଅ କୁନାଲଙ୍କ ସ୍ତ୍ରୀ ଅଟନ୍ତି । ଛୋଟ ବୋହୂ ଲୁନା ତାଙ୍କ ସାନପୁଅ କରନଙ୍କ ସ୍ତ୍ରୀ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।