BCCI ଅଧ୍ୟକ୍ଷ Sourav Ganguly ଙ୍କ ବଡ ଘୋଷଣା, ଇଂଲଣ୍ଡ ରୁ ତିଆରି ହେବ T20 ୱାର୍ଲ୍ଡକପ ପାଇଁ Team India, ଦେଖନ୍ତୁ କିଏ କିଏ ହେବେ ସାମିଲ…

ଇଂଲଣ୍ଡ ରୁ ବଛା ଜୀବ ଟିମ ଇଣ୍ଡିଆ ର ଟି – 20 ର ଟିମ ମେମ୍ବର । ଏହା ଆମ ନିଷ୍ପତ୍ତି ନୁହେଁ ଏହା ସୌରଭ ଗାଙ୍ଗୁଲି ଙ୍କ ନିଷ୍ପତ୍ତି ଆଜ୍ଞା ହଁ ବିସିସିଆଇ ର ଅଧକ୍ଷ ଦାଦା କହିଛନ୍ତି । ତାଙ୍କ ଅନୁସସାରେ ରାହୁଲ ଦ୍ରାବିଡ ଇଂଲାଣ୍ଡ ରେ ଥିବା ବେଳେ ସେ ବାଛିବେ କି କେଉଁ କେଉଁ ଖେଳାଳି ମାନେ ଟି – 20 ପାଇଁ ଖେଳିବେ । ଆମେ ଏହା ମଧ୍ୟ କହି ପାରିବା କି ଟିମ ଇଣ୍ଡିଆ ଟିମ ରେ ଯେଉଁ ମାନେ ଭି ଅଛନ୍ତି ସେମାନେ ଏବେ ଟି – 20 ପାଇଁ ସେହି ଜଗାରୁ ଯୋଜନା ଓ ପ୍ରାକ୍ଟିସ ପ୍ରସ୍ତୁତ କରିବେ ।

ଦାଦା କହିଛନ୍ତି ଇଂଲାଣ୍ଡ ରେ ଯେଉଁ କ୍ରିକେଟ ମ୍ୟାନେଜମେଣ୍ଟ ଟି -20 କୁ ଆୟୋଜନ କରୁଛି । ସେମାନେ ସେହି ଭଳି ଖେଳାଳି ମାନଙ୍କୁ ବାଛିବେ ଯେଉଁ ମାନେ ଆଗକୁ ଯାଇକି ଅଷ୍ଟ୍ରେଲିଆ ରେ ଥିବା ଟି – 20 ୱାର୍ଡ କପ ମ୍ଯାଚ ରେ ସାମିଲ ହେବେ ।

ଟିମ ର ମୁଖ୍ୟ ଖେଳାଳି ଯେମିତିକି ରୋହିତ ଶର୍ମା, ବିରାଟ କୋହିଲି, କଏଲ ରାହୁଲ, ଜସପିତ ବୁମରା, ଆଦି ଏହାଙ୍କ ଉପସ୍ଥିତି ଦ୍ଵାରା ଭାରତର କ୍ରିକେଟ ଟିମ ରେ ବହୁତ୍ତ ଉର୍ଣ୍ଣତି ହୋଇଛି । ଦକ୍ଷିଣ ଆଫ୍ରିକା ହୋଇଥିବା 5ଟି ଟି – 20 ର ସିରିଜ ରେ ରିଷଭ ପନ୍ତ କପ୍ତାନି କରୁଥିବା ବେଳେ ଆଇଲାଣ୍ଡରେ ହେବା ପାଇଁ ଯାଉଥିବା ମ୍ଯାଚରେ ହାର୍ଦିକ ପାଣ୍ଡିଆ କ୍ଯାପଟେନ ରହିଛନ୍ତି ।

ମାତ୍ର ୱାର୍ଲ୍ଡ କପ ପାଇଁ ଗାଙ୍ଗୁଲି କହିଛନ୍ତି କି ସମ୍ଭାବନା ଉପରେ ଭାବି ହେବନି । ଯେଉଁ ମାନେ ଭଲ ପ୍ରଦର୍ଶନ କରୁଛନ୍ତି ସେମାନେ ଆଗ ଧାଡିରେ ରହିବେ । ସେମାନେ ଇଂଲାଣ୍ଡ ସିରିଜ ରେ ହିନ ଖେଳ ଆରମ୍ଭ କରିବେ । ତାଙ୍କୁ ଏକ ପ୍ରଶ୍ନ ପଚରା ଯାଇଥିଲା ଯାହାର ଉତ୍ତର ଦେଇକି ସେ କହିଛନ୍ତି କି ରାହୁଲ ଦ୍ରାବିଡ ଏହି ଘଟଣା ଉପରେ ନଜର ରଖିଛନ୍ତି ।

ସେ କିଛି ସ୍ଟେଜ ଯାଏ ସେଟେଲ ଖେଳାଳି ଙ୍କ ଉପରେ ନଜର ଦେବେ । ଏହା ପରେ ସେ ପ୍ଲାନିଙ୍ଗ ମଧ୍ୟ କରୁଛନ୍ତି କି ବୋଧେ ହୁଏ ଆଗକୁ ଆସୁଥିବା ଇଂଲାଣ୍ଡ ର ଖେଳରେ ସେମାନେ ସାମିଲ ହେବେ । ଅଧିକା ପ୍ଲେୟାର ସେହିମାନେ ରହିବେ ଯେଉଁ ମାନେ ଅଷ୍ଟ୍ରେଲିଆ ରେ ଖେଳିବେ ।

ଭାରତ ର ଇଂଲଣ୍ଡ ସହ 1 ଟେଷ୍ଟ ମ୍ଯାଚ ଖେଳିବାର ଅଛି 3 ଟି ଟି – 20 ଓ 3 ଟି ୱାନ ଡେ ମ୍ଯାଚ ମଧ୍ୟ ଖେଳିବାର ଅଛି । ଏହା ସହ ଚାରି ଦିନ ପାଇଁ ଏକ ୱାର୍ମଅପ ମ୍ଯାଚ ମଧ୍ୟ ଖେଳିବେ ଏହା ସହ ଦୁଇଟି ଅଭ୍ୟାଶ ଟି-20 ମ୍ଯାଚ ମଧ୍ୟ ଖେଳିବ ।

ଏହା ଦ୍ଵାରା ଆରମ୍ଭ ହେବ ଟିମ ଇଣ୍ଡିଆ ର ୱାର୍ଲ୍ଡକପ ପାଇଁ ଲଢେଇ । ଯାହା ଆଗକୁ ଦେଖିବା ବାକି ରହିଲା । ଆପଣ ଆଗକୁ ଆସୁଥିବା ମ୍ଯାଚ ଦେଖିଲେ ଜାଣି ଯିବେ କି କେଉଁ କେଉଁ ଖେଳାଳି ୱାର୍ଲ୍ଡକପ ଖେଳିବେ ।