ପୁରୀରେ ବଙ୍ଗୀୟ ମହିଳା ପର୍ଯ୍ୟଟକଙ୍କ ସହ ଅମାନବୀୟ କାଣ୍ଡ, ଶୁଣିଲେ ମୁଣ୍ଡ ଗରମ ହେଇଯିବ, ଦେଖନ୍ତୁ Video

ଆମ ଓଡ଼ିଶା ରେ ଅନେକ ପର୍ଯ୍ୟଟନ ସ୍ଥାନ ରହିଛି। ଅନେକ ଐତିହାସିକ ସ୍ଥାନ ରହିଛି । ଯାହାର କି ବହୁତ ମହତ୍ୱ ରହିଛି। ଓଡିଶା କୁ କାରୁ କାର୍ଯ୍ୟ କୀର୍ତିମାନ ରାଜ୍ୟ ବୋଲି କୁହାଯାଏ । ତେବେ ଆମ ଓଡ଼ିଶାର ମୁଖ୍ୟ ହେଉଛନ୍ତି ଜଗନ୍ନାଥ । ଓଡିଶା କୁ ଜଗନ୍ନାଥ ଧାମ ବୋଲି ମଧ୍ୟ କୁହାଯାଏ । ତେବେ ପୁରୀ ମନ୍ଦିର ହେଉଛି ଓଡ଼ିଶାର ପ୍ରମୁଖ ଅଟେ । ଏଠାକୁ ଅନେକ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି। ତେବେ ଆମେ ଜାଣିଚୁ ଅତିଥି ଦେବୋ ଭବ।

ତେଣୁ ଯଦି କେହି ଆମ ଓଡିଶା କୁ ଆସିଥାନ୍ତି ତେବେ ସେ ଆମର ଅତିଥି ହୋଇଥାନ୍ତି । ତେଣୁ ତାଙ୍କ ପ୍ରତି ଆମର ଭଲ ବ୍ୟବହାର ରଖିବା ଉଚିତ । କିନ୍ତୁ ଗତ କାଲି ଏକ ଏଭଳି ଘଟଣା ଘଟିଛି ଯାହାକି ଆମର ଓଡିଶା ର ସଂସ୍କୃତି ଓ ପରମ୍ପରା କୁ ଅପମାନ କରା ଯାଇଛି । ତେବେ ଘଟଣା ଟି ଘଟିଛି ପୁରୀ ଜିଲ୍ଲା ରେ । ଏକ ବଙ୍ଗୀୟ ପର୍ଯ୍ୟଟକ ଏହି ଅଭିଯୋଗ ଆଣିଛନ୍ତି।

ଜଣେ ବଙ୍ଗୀୟ ମହିଳା ପୁରୀ କୁ ବୁଲିବାକୁ ଆସିଥିବା ବେଳେ ଏଭଳି ଏଜ ଅଭିଯୋଗ ଆଣି ଛନ୍ତି। ତେବେ ଏହି ବଙ୍ଗୀୟ ମହିଳା ଜଣକ ପୁରୀ ଆସି ଥିଲେ । ଆସିବା ପରେ ସେ ଏକ ଟ୍ରାଭେଲ ଏଜେନ୍ସି ରୁ ସ୍କୁଟି ବୁକ କରି ଥିଲେ । ତେବେ ସ୍କୁଟି ନେଇ ମହିଳା ଜଣକ ଅସନ୍ତୋଷ ପ୍ରକାଶ କରି ଥିଲେ । ତେବେ ସ୍କୁଟି ନେଇ ଯିବା ବେଳେ ସେହି ସ୍କୁଟି ରେ କିଛି ଅସୁବିଧା ଦେଖା ଦେଇ ଥିଲା । ପରେ ମହିଳା ଜଣକ ସେହି ଟ୍ରାଭେଲ ଏଜେନ୍ସି କୁ ନେଇ ସ୍କୁଟି ନେଇ ଫେରେଇ ଦେଇ ଥିଲେ ।

ଏହା ପରେ ମହିଳା ଜଣକ ସ୍କୁଟି ଫେରାଇ ସ୍କୁଟି ସମ୍ଭନ୍ଧ ରେ ଅଭିଯୋଗ କରି ଥିଲେ । ଏହା ପରେ ସେ ନିଜର ପଇସା ଫେରାଇବା ପାଇଁ କହିଥିଲେ । ତେବେ ଏହା ଶୁଣିବା ପରେ ଟ୍ରାଭେଲ ଏଜେନ୍ସି ର ମାଲିକ ମହିଳା ଜଣଙ୍କୁ ଗାଳି ଦେଇ ଥିଲେ । ଏହା ପରେ ମହିଳା ଜଣଙ୍କୁ ହାତ ମଧ୍ୟ ଉଠାଇ ଥିଲେ । ତେବେ ଏହା ପରେ ମହିଳା ଜଣକ ସେହି ଟ୍ରାଭେଲ ଏଜେନ୍ସି ମାଲିକଙ୍କ ବିରୁଦ୍ଧ ରେ ପୁରୀ ଥାନା ରେ ଅଭିଯୋଗ କରି ଥିଲେ।

ତେବେ ଏହା ପରେ ସେଠାକୁ ମହିଳା ପୋଲିସ ନ ଯାଇ ପୁରୁଷ ପୋଲିସ ଯାଇ ଥିଲେ ସେହି ମହିଳାଙ୍କୁ ଆରେଷ୍ଟ କରିବାକୁ ଯାଇ ଥିଲେ । ତେବେ ଏହି ଭଳି ବ୍ୟବହାର ଏକ ମହିଳାଙ୍କ ସହ କରିବା କଣ ଉଚିତ କି । ତେବେ ଏହାର ପ୍ରଭାବ ଆମ ସଂସ୍କୃତି ଓ ଆମର ପରମ୍ପରା ଉପରେ ପଡୁଛି। ତେବେ ସେହି ମହିଳା ଜଣକ ଏହି ଭଳି ଵ୍ୟଵହାର ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ଜଣେ ମହିଳାଙ୍କ ଉପରକୁ ଉଠାଇବା କଥା ଟି ଏକ ନିନ୍ଦନୀୟ କଥା ଅଟେ ।