ନମକିନ ଚିପ୍ସ ତିଆରି କାମ ଚାଲିଥିବା ବେଳେ ତିନି ମହଲା କୋଠାରେ ଲାଗିଗଲା ଭୟଙ୍କର ନିଆଁ, ଗ୍ଯାସ ଟାଙ୍କି ଓ ତେଲ ଡ୍ରମରେ ନିଆଁ ଲାଗିବା ପରେ ଯାହା ହେଲା ଦେଖିଲେ ଆପଣ ଡରିଯିବେ, ଦେଖନ୍ତୁ viral video

ଅ-ଗ୍ନି-କା-ଣ୍ଡ-ର ଏକ ଭ-ୟା-ଭ-ୟ ଦୃ-ଶ୍ୟ-ର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ଏତେ ଭୀଷଣ ଅ-ଗ୍ନି-କା-ଣ୍ଡ ହୁଏତ ଆପଣ କେବେ ଦେଖି ନଥିବେ । ଏହି ଅ-ଗ୍ନି-କା-ଣ୍ଡ-କୁ ଦେଖିବା ଲୋକେ ଅବାକ ହୋଇ ରହି ଯାଉଛନ୍ତି । ଘ-ଟ-ଣା-ଟି ନୋଏଡାର ବୋଲି ଜଣାପଡିଛି । ଗତକାଲି ସକାଳ ପ୍ରାୟ ୬ଟା ପାଖାପାଖି ନୋଏଡା ସ୍ଥିତ ଖୋଦା କଲୋନୀ ଇଲାକାରେ ଅବସ୍ଥିତ ୧ ନମ୍ବର ଗଳିର ଏକ ତିନି ମହଲା କୋଠାରେ ଭୀ-ଷ-ଣ ନି-ଆଁ ଲାଗି ଯାଇଥିଲା ।

ଦେଖୁ ଦେଖୁ କେଇ ମାତ୍ର ସମୟରେ ଅ-ଗ୍ନି ସବୁଆଡେ ବ୍ୟାପି ଯାଇଥିଲା । ମା-ମ-ଲା-ର ଗ-ମ୍ଭୀ-ର-ତା-କୁ ଦେଖି ଦମକଳ ବିଭାଗ ତତ୍କାଳ ଚାରୋଟି ଫା-ୟା-ର ଟେ-ଣ୍ଡ-ର ଘ-ଟ-ଣା-ସ୍ଥ-ଳ-କୁ ପଠାଇଥିଲା । ସେହି ତିନି ମହଲା କୋଠାରେ ଏକ ଚିପ୍ସ ଫ୍ୟାକ୍ଟରୀ ଥିଲା । ଯେଉଁଠି ନମକିନ ଚିପ୍ସ ବନାଇବା କାର୍ଯ୍ୟ କରା ଯାଉଥିଲା । ଘର ଭିତରେ କିଛି ଗ୍ଯାସ ସିଲିଣ୍ଡର ଓ ଡ୍ରମ ଗୁଡିକରେ ମଧ୍ୟ ଅନେକ ମାତ୍ରାରେ ତେଲ ରଖା ଯାଇଥିଲା ।

ଏହି ଗ୍ଯାସ ସିଲିଣ୍ଡର ଓ ତେଲ ଡ୍ରମରେ ନି-ଆଁ ଲାଗିଯିବା ପରେ ଏହି ଅ-ଗ୍ନି-କା-ଣ୍ଡ ଅତି ଭୀ-ଷ-ଣ ରୂପଧାରଣ କରିଥିଲା । ଖବର ପାଇବା ପରେ ଘ-ଟ-ଣା-ସ୍ଥ-ଳ-ରେ ସ୍ଥାନୀୟ ପୋ-ଲି-ସ ଓ ଦମକଳ ବିଭାଗର କର୍ମଚାରୀ ମାନେ ମିଶି କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ସେହି କୋଠା ଓ ଏହାର ଆଖପାଖରେ ଥିବା ଘର ମାନଙ୍କରୁ ସୁରକ୍ଷିତ ଭାବେ ବାହାରକୁ ନେଇ ଆସିଥିଲେ ଓ ନି-ଆଁ-କୁ ନି-ୟ-ନ୍ତ୍ର-ଣ-ରେ ଆଣିବା ପାଇଁ କାର୍ଯ୍ୟ ମଧ୍ୟ ଜାରି ରଖିଥିଲେ ।

ଗ୍ଯାସ ସିଲିଣ୍ଡରରେ ନି-ଆଁ ଲାଗି ତାହା ଫା-ଟି ଯିବାରୁ ଘରର ଛାତ ଫା-ଟି ତଳେ ପ-ଡି ଯାଇଥିଲା ଓ ତେଲ ଡ୍ରମରେ ଥିବା ତେଲ ଗୁଡିକ ବୋହି ଯାଇ ନାଳରେ ମିଶିବାରୁ ନାଳରେ ମଧ୍ୟ ନି-ଆଁ ଧରି ପକାଇଥିଲା । ଏହି ନି-ଆଁ-କୁ ନି-ୟ-ନ୍ତ୍ର-ଣ କରିବା ଖୁବ କଷ୍ଟସାଧ୍ୟ ଥିଲା । ଏଏତ ଭ-ୟ-ଙ୍କ-ର ଅ-ଗ୍ନି-କା-ଣ୍ଡ ଦେଖି ଯେକେହି ମଧ୍ୟ ଭ-ୟ କରିବ । କିନ୍ତୁ ଦମକଳ ବିଭାଗର କର୍ମଚାରୀ ଧୈର୍ଯ୍ୟର ସହ କାମ କରି ନିଆଁକୁ ପାଖରେ ଥିବା ଅନ୍ୟ ଦୋକାନ ଓ ଘର ଗୁଡିକୁ ବ୍ୟାପିବାରୁ ସଂପୂର୍ଣ୍ଣ ଭାବେ ନି-ୟ-ନ୍ତ୍ର-ଣ କରି ନେଇଥିଲେ ।

ଏହାପରେ ନି-ଆଁ-କୁ ମଧ୍ୟ ସଂପୂର୍ଣ୍ଣ ଭାବେ ଲିଭାଇବାରେ ସଫଳ ହୋଇଥିଲେ । ଯାହାଫଳରେ ଅନେକ ମୂଲ୍ଯବାନ ଜୀବନ ବଞ୍ଚି ଯାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର ଅରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।