୧୮ ବର୍ଷ ବଡ ଅଭିନେତା ସହ ଏହି ସୁନ୍ଦର ହିରୋଇନଙ୍କ ଅଫେୟାର, ବିନା ବିବାହରେ ରହୁଛନ୍ତି ଗୋଟିଏ ହିଁ ଘରେ, ଦେଖନ୍ତୁ କିଏ

କହିବାକୁ ଗଲେ ବଲୀଉଡ ଦୁନିଆରେ ଲଭ, ଅଫେୟାର ଚାଲିବା ଏକ ସାଧାରଣ କଥା ଅଟେ । ବର୍ତ୍ତମାନ ସମୟରେ ବହୁତ ବଲୀଉଡ ଷ୍ଟାର ଏମିତି ବି ଅଛନ୍ତି ଯେଉଁମାନେ ବହୁତ ସମୟ ପର୍ଯ୍ୟନ୍ତ ଲିଭ୍ ଇନ ରିଲେଶନ ଶିପରେ ବି ରହୁଛନ୍ତି । ଆଜି ଆମେ ଆପଣଙ୍କୁ ଏକ ଏମିତି ବଲୀଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ନିଜର ସୁନ୍ଦରତା ଓ ବୋଲ୍ଡନେସ ଦ୍ଵାରା ବଲୀଉଡରେ ବହୁତ ଧମାଲ କରି ସାରିଛନ୍ତି ।

ଆଜି ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କର ନାମ ମୁଗ୍ଧା ଗୋଡସେ ଅଟେ । ବର୍ଷ ୨୦୦୨ ରେ ‘ମୁଗ୍ଧା ଗୋଡସେ’ “ମିସ ଗ୍ଲୈଡରୈଗ୍ସ ମେଗା ମଡେଲ’ର ଟାଇଟଲ ଜିତିଥିଲେ ।

Image courtesy: Google

ଏହା ପରେ ୨୦୦୪ରେ ସେ ଫିଲ୍ମ ‘ଫ୍ୟାସନ’ ଜରିଆରେ ବଲୀଉଡରେ ନିଜର କ୍ୟାରିୟର ଆରମ୍ଭ କରିଲେ । ଆପଣଙ୍କୁ କହିଦେଉଛୁ କି ୨୦୦୪’ରେ ସେ ମିସ ଇଣ୍ଡିଆର ସେମି ଫାଇନାଲିଷ୍ଟ ବି ରହିସାରିଛନ୍ତି ।

Image courtesy: Google

ମୁଗ୍ଧା ଗୋଡସେଙ୍କର ଜନ୍ମ ୨୬ ଜୁଲାଇ ୧୯୮୬ରେ ପୁନେ ରେ ହୋଇଥିଲା । କହିବାକୁ ଗଲେ ସେ ନିଜ ଜୀବନରେ ବହୁତ ପରିଶ୍ରମ ଓ ସଂଘର୍ଷ କରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ମୁଗ୍ଧା ଫିଲ୍ମ ଜଗତର ଲୋକପ୍ରିୟ ଖଳନାୟକ ରାହୁଲ ଦେବଙ୍କୁ ଭଲ ପାଉଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ରାହୁଲ ଦେବ ମୁଗ୍ଧାଙ୍କ ଠାରୁ ୧୮ ବର୍ଷ ବଡ ହେବେ ।

Image courtesy: Google

ଏହି ସବୁ କଥାକୁ ଖାତିର ନ କରି ମୁଗ୍ଧା ଗୋଡସେ ରାହୁଲ ଦେବଙ୍କ ସହିତ ବହୁତ ସମୟ ହେବ ଲିବ ଇନ ରିଲେଶନଶିପରେ ରହୁଛନ୍ତି । କହି ଦେଉଛୁ କି ମୁଗ୍ଧା ଗୋଡସେ ନିଜେ ଏହି କଥାକୁ ସ୍ଵୀକାର କରିଛନ୍ତି । କହିବାକୁ ଗଲେ ମୁଗ୍ଧା ଗୋଡସେ ନିଜର ଅଭିନୟ କ୍ୟାରିୟରରେ ଅଧିକ ଫିଲ୍ମ କରି ନାହାନ୍ତି କିନ୍ତୁ ନିଜର ଅଳ୍ପ କିଛି ଫିଲ୍ମରେ ହିଁ ସେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରି ପାରିଛନ୍ତି ।

ସେ ରୋହିତ ଶେଟ୍ଟୀଙ୍କ ଦ୍ୱାରା ନିର୍ଦେଶିତ ଫିଲ୍ମ “ଅଲ ଦ ବେସ୍ଟ”ରେ ବି ନଜର ଆସିସାରିଛନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।