ଐଶ୍ଵର୍ଯ୍ୟା ରାୟ ବଚନଙ୍କ କିଛି ରେଆର ଫଟୋ ଆସିଲା ସାମ୍ନାକୁ, ୫ମ ନମ୍ୱର ଫଟୋ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ବଲିଉଡ୍ ର ମଶହୂର୍ ଅଭିନେତ୍ରୀ ଐଶାର୍ଯ୍ୟା ରାୟ ବଚନ ଙ୍କ ର ଲକ୍ଷ ଲକ୍ଷ ଲୋକ ଦିୱାନା। ସବୁବେଳେ ଲୋକ ତାଙ୍କ ବିଷୟ ରେ କିଛି ବିଶେଷ କଥା ଜାଣିବାକୁ ଚାହାନ୍ତି।ସେ ବଲିଉଡ୍ ଇଣ୍ଡଷ୍ଟ୍ରି ରେ ନିଜର ଗୋଟେ ଖାସ୍ ଜାଗା ସୃଷ୍ଟି କରିଛନ୍ତି।ସେ ତାଙ୍କ କ୍ୟାରିଅର ମଡେଲିଂ ରୁ ଆରମ୍ଭ କରି ଏ ସଫର୍ ରେ କେତେ ଆକଟିଂ କରିଛନ୍ତି ଏବେ ବି ତାଙ୍କୁ ସେଇ ବଡ଼ ପରଦାରେ ସମସ୍ତେ ଦେଖିବାକୁ ଚାହାନ୍ତି ।

ଆଜି ଆପଣ ଙ୍କୁ ଐଶାର୍ଯ୍ୟା ରାୟ ବଚନ ଙ୍କ କିଛି ଏମିତି ହଟ୍ ଫଟୋ ଦେଖେଇବାକୁ ଯାଉଛି, ଯାହାକି ଦେଖି ବଚ୍ଚନ ପରିବାର ବି ବେହୋସ୍ ହୋଇ ଯିବେ । ବିଶ୍ବାସ ହେଉନାହିଁ ତ ଦେଖନ୍ତୁ ଫଟୋ ।

୧.ଐଶାର୍ଯ୍ୟା କୁ ମିସ୍ ୱର୍ଲ୍ଡ ର ଆୱାର୍ଡ଼ ସେତେବେଳେ ମିଳିଥିଲା, ଯେତେବଳେ ତାଙ୍କୁ ୨୧ ବର୍ଷା ହେଇଥିଲା। ଏତେ କମ୍ ବୟସରେ ଏତେ ବଡ଼ ଉପାଧି ପାଇବା କମ୍ କଥା ନୁହେଁ ।

୨. ଏ ସମୟରେ ସେ ଆକିର୍ଟେଚେର ପଢୁ ଥିଲେ କିନ୍ତୁ ନିଜ କ୍ୟାରିଅର ବାଛିବା ବଦଳରେ ସେ ନିଜ ଇଚ୍ଛା ରେ ସେ ମଡେଲିଂ କୁ ବାଛି ଥିଲେ। ପରେ ତାଙ୍କ ଡିଶିସନ୍ ଠିକ୍ ସାବିତ୍ ହେଇ ସେ ବଲିଉଡ୍ ର ଟପ୍ ଅଭିନେତ୍ରୀ ହେଇଥିଲେ ।

୩. ସେ ନିଜର ପର୍ଫେକ୍ଟ୍ ଶରୀର, ମୁହଁ ଓ ସୁନ୍ଦର ଆଖି ପାଇଁ ଜଣା ଯାଇଥିଲେ। ଏହି କାରଣରୁ ଝିଅ ମାନେ ତାଙ୍କୁ ନିଜ ଆଇକନ୍ ମାନୁଥିଲେ ।

୪.ଐଶାର୍ଯ୍ୟା କେତେ ଇଣ୍ଟରନେସେନାଲ ବ୍ରାଣ୍ଡ କୁ ଏଣ୍ଡ୍ରୋସ୍ ବି କରୁଥିଲେ ।

୫. ଏମିତି ନିଜ ସୁନ୍ଦରତା ପାଇ ମଶହୂର୍ ଅଟନ୍ତି। କିନ୍ତୁ ଯେତେବଳେ ମେକ୍ ଅପ୍ ନିଅନ୍ତି ତ ସେ ଆହୁରି ଅଧିକ ହଟ୍ ଲାଗନ୍ତି ।

୬. ଏ କହିବା ଭୁଲ୍ ହେବନି କି ତାଙ୍କ ଭିତରେ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।