S,R,P ଅକ୍ଷରରୁ ଆରମ୍ଭ ହେଇଥିବା ଝିଅ ମାନଙ୍କର ଏହି ସତ ଜାଣିନଥିବେ ଆପଣ

ଏମିତି କି ଏ ଦୁନିଆ ରେ ଝିଅ ହେଉ ବା ପୁଅ, ସମସ୍ତଙ୍କର ଅଲଗା ଅଲଗା ସ୍ୱୋଭବ ରହିଛି । ଯୋତିଶ ଅନୁସାରେ ଦେଖାଯାଏ ତ, ଯେଉଁ ବ୍ୟକ୍ତି ର ଯେମିତି କୁଣ୍ଡଳୀ ତାଙ୍କ ସ୍ଵଭାବ ସେମିତି ହେଇଥାଏ । କୁଣ୍ଡଳୀ ପ୍ରସ୍ତୁତ ପାଇଁ ବ୍ୟକ୍ତି ର ନା ମହତ୍ତ୍ଵ ରଖିଥାଏ । ନା କୁ ଆଧାର କରି କୁଣ୍ଡଳୀ ତିଆରି ହୋଇଥାଏ । ଆଜିକାଲି ବାପା ମା ନିଜ ପିଲାଙ୍କ ନା ଇଚ୍ଛା ଅନୁସାରେ ଆଉ କିଛି ଯୋତିସ ଅନୁସାରେ ଦେଇଥାନ୍ତି । ଏମିତି ବି ଶୁଣିବାକୁ ମିଳେ ଯେ ବ୍ୟକ୍ତି ର ନା ଅନୁସାରେ ତାର କାମ ହୋଇଥାଏ । ଆମ କର୍ମ ନା ଉପରେ ନିର୍ଭର କରେ ।

୧. ସ୍ଵଭାବ –
ଯେଉଁ ମାନଙ୍କ ନା ଏଇ ୩ ଅକ୍ଷର ରୁ ଆରମ୍ଭ, ସେମାନେ ବହୁତ୍ ବୁଝିବା ପ୍ରକୃତିର ହୋଇଥାନ୍ତି । ଏମାନେ କେବେ କେବେ ଲଢ଼ିବା ଝଗଡ଼ା କରିବାରେ ମଧ୍ୟ ଆଗ ହୋଇଥାନ୍ତି । କେବେ ବେକାର ରେ ଝଗଡ଼ା ଲାଗନ୍ତିନି, ନିଜ ସାଙ୍ଗ କୁ ସବୁବେଳେ ଖୁସି ରଖନ୍ତି ।

୨ . ବ୍ୟବହାର –
ଦେଖିବାକୁ ବହୁତ୍ ସିଧା ସାଧା ଲାଗନ୍ତି, କିନ୍ତୁ ବହୁତ୍ ମସ୍ତିଖୋର୍ ହୋଇଥାନ୍ତି । ଏଇ ନା ର ଝିଅ ମାନେ ଅଧିକାଂଶ ପୁଅ ମାନଙ୍କ ପରି ଜୀବନ ବିତେଇବାକୁ ପସନ୍ଦ କରନ୍ତି । ମାନେ ପୁଅ ମାନଙ୍କ ପରି କୁଲ ରହିବା ପସନ୍ଦ କରନ୍ତି । ସେଥିପାଇଁ ଏମାନଙ୍କ ର ଅଧିକ ପୁଅ ସାଙ୍ଗ ହୋଇ ଥାଆନ୍ତି । ଏମାନେ ଲୁହ ବୁହେଇବା ରେ ମଧ୍ୟ ଏକ ନମ୍ବର ହୋଇଥାନ୍ତି ।

୩. ଭଲପାଇବା ପ୍ରତି ବ୍ୟବହାର –
ଏମାନଙ୍କୁ ଭଲପାଇବା ଉପରେ ଭରସା ନଥାଏ । ଏମାନେ ପରିବାର ଭଲପାଇବା କମ୍ ଅଛି ଭାବି ସେମାନେ ପ୍ରେମ ରେ ପଡିବାକୁ ପସନ୍ଦ କରନ୍ତି । ସେମାନେ କେବେ ନିଜ ପ୍ରେମୀ ଙ୍କୁ ଧୋକା ଦିଆନ୍ତିନି । ସତ ପ୍ରେମ କରନ୍ତି ଓ ଜୀବନସାରା ସାଥୀରେ ରୁହନ୍ତି ।

ଯଦି ଆପଣ ଙ୍କ ଜୀବନ ରେ ଏ ନା ର ଝିଅ ଅଛନ୍ତି ତ ଜଲଦି ତାଙ୍କୁ ମନ କଥା କହିଦିଅନ୍ତୁ , ନହେଲେ ବହୁତ୍ ଡେରି ।