ଧ୍ୟାନ ରଖନ୍ତୁ ଯଦି ଆପଣ ବି ପିନ୍ଧନ୍ତି ଶାଢ଼ୀ, ତ କେବେବି କରନ୍ତୁନି ଏ ଭୁଲ୍ 

ଭାରତ ରେ ସବୁ ମହିଳା ଙ୍କ ପାରମ୍ପରିକ ପରିଧାନ ଶାଢ଼ୀ ହୋଇଥାଏ । ଶାଢ଼ୀ ରେ ସବୁ ମହିଳା ସୁନ୍ଦର ଦେଖାଯାଆନ୍ତି । ଆଜିକାଲି ସବୁ ଫେସନ୍ ପାର୍ଟି ଇଭେଣ୍ଟ ରେ ମହିଳା ଶାଢ଼ୀ ପିନ୍ଧିବା ଦେଖାଯାଏ । ହେଲେ ଶାଢ଼ୀ ପିନ୍ଧିବା ବହୁତ୍ ପୁରୁଣା ନିୟମ ଅଟେ । ହେଲେ ଯୁଗ ବଦଳିବ ସହ ଲୋକ ଙ୍କ ପିନ୍ଧିବା ରେ ପରିବର୍ତ୍ତନ ହେଉଚି। ହେଲେ ଶାଢ଼ୀ ର ଟ୍ରେଣ୍ଡ ଆଜି ବି ଯେମିତି ସେମିତି ଅଛି। କିଛି ମହିଳା ଙ୍କୁ ଶାଢ଼ୀ ପିନ୍ଧିବା ଆସେନି ।

ଆଜି ଆମେ ଆପଣଙ୍କୁ କିଛି ଶାଢ଼ୀ ପିନ୍ଧିବା ର ଖାସ୍  ଟ୍ରିକ୍ କହିବୁ ଯାହା ଧ୍ୟାନ ଦେଲେ ନିଜ ପାଇଁ ଭଲ ।

ଶାଢ଼ୀ ପିନ୍ଧିବା ବେଳେ କରନ୍ତୁନୀ ଏ ଭୁଲ୍

ଯଦି ଆପଣଙ୍କୁ ଶାଢ଼ୀ ପିନ୍ଧିବା କୁ ଭଲ ଲାଗେ ଓ ଆପଣ ଚାହାନ୍ତି ବହୁତ ସୁନ୍ଦର ଦେଖା ଯିବାକୁ, ତ ଏ ବିଶେଷ କଥା ଧ୍ୟାନ ରଖନ୍ତୁ ଯେବେ ବ୍ଲାଉଜ୍ ପିନ୍ଧିବେ ତ ଏମିତି ବ୍ରା ପିନ୍ଧନ୍ତୁ ଯେମିିତି କି ଷ୍ଟେପ ଦେଖା ନ ଯାଏ, ଓ ସେ ବ୍ଲାଉଜ୍ ପ୍ୟାଡେଡ୍ ହୋଇଥିବା ଦରକାର ।

ଶାଢ଼ୀ ପିନ୍ଧିବା ସମୟରେ ମହିଳା ମାନେ ଧ୍ୟାନ ଦେବେ ଯେମିତି ସେଫ୍ଟିପିନ୍ ଭଲ ରେ ଲଗେଇବେ । ଏମିତି ରେ ଶାଢ଼ୀ ଫିଟିବାର ଡର ରହିନଥାଏ । ଏହାଦ୍ବାରା କ୍ୟାଂଫଟେବୁଲ୍ ଫିଲ କରିବ ଓ ଫ୍ରୀ ରେ ପାର୍ଟି ରେ ବୁଲିପାରିବ।ଯେତେବଳେ ଶାଢ଼ୀ ପିନ୍ଧିବେ ସବୁବେଳେ ଶାଢ଼ୀ ନାହି ପାଖରେ ହି ବାନ୍ଧିବେ। ଏହା ଦ୍ଵାର ସୁନ୍ଦର୍ ଓ ଷ୍ଟାଇ ଲିସ୍ ଲାଗିବେ । ଯଦି ଶାଢ଼ୀ ଠିକ୍ ଯାଗାରେ ବନ୍ଧିବେ ତ ଆପଣ ଙ୍କ ଲୁକ୍ ଫୁଟିକି ବାହାରିବ ।

ସବୁବେଳେ ଶାଢ଼ୀ କୁ ଷ୍ଟାଇ ଲିସ୍ ପାଇ ବାଛିବା ଦରକାର । କିନ୍ତୁ ବ୍ଲାଉଜ ଷ୍ଟାଇଲ ମଧ୍ୟ ଶାଢ଼ୀ ଷ୍ଟାଇଲ ଉପରେ ନିର୍ଭର କରିଥାଏ । ବିନା ପେଟିକୋଟ୍ ରେ ଶାଢ଼ୀ ର ଅର୍ଥ କିଛି ନଥାଏ । ତ ପେଟିକୋଟ୍ ବି ପ୍ରପର୍ ସାଇଜ଼ ରେ ବନାନ୍ତୁ। ବଡ଼ ପେଟିକୋଟ୍ ବା ସାୟା ପିନ୍ଧିବା ଦ୍ଵାରା ଶାଢ଼ୀ ତଳେ ଦେଖାଯାଇଥାଏ, ସେଥିପାଇଁ ବ୍ଲାଉଜ ସହ ପେଟିକୋଟ୍ କୁ ବି ସାଇଜ଼ ରେ ତିଆରି କରନ୍ତୁ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।