ଗୋଟିଏ ଝିଅ ପାଖରେ ବାହାଘର ପୂର୍ବରୁ ଥାଏ, ବାହାଘର ପରେ ମଧ୍ୟ ଥାଏ କିନ୍ତୁ ବାହାଘର ଦିନ ନଥାଏ, ତାହା କ’ଣ ? ଏହା ସହିତ ଆହୁରି 15 Gk Questions & Answers

ପୃଥିବୀରେ ପ୍ରତିଦିନ ଏତେ ସବୁ ଘ-ଟ-ଣା ଘ-ଟି-ଥା-ଏ ଓ ଏତେ ଜାଣିବା ବିଷୟ ରହିଛି ଯେ ସେ ସବୁକୁ ଏକା ଠାରେ ମନେ ରଖିବା ଯେକୌଣସି ସାଧାରଣ ଲୋକ ପକ୍ଷେ ଅସବମ୍ଭବ ଅଟେ । ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଯେକୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ସବୁଠି ଅଧିକାଂଶ ସମୟରେ ପଚରା ଯାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିଲେ ଇଣ୍ଟରଭ୍ୟୁ ବେଳେ ଆପଣଙ୍କ ସମସ୍ଯା ନିଶ୍ଚିତ ଭାବେ କମ ହୋଇଯିବ ।

୧- ହିନ୍ଦୁ କ୍ଯାଲେଣ୍ଡର ଅନୁସାରେ ଜ୍ୟେଷ୍ଠ, ଆଷାଢ, ପୌଷ ଓ ବୈଶାଖ ମାସ ମଧ୍ୟରୁ କେଉଁଟି ଥଣ୍ଡା ମାସ ?

ଉ: ପୌଷ

୨- ବ୍ରହ୍ମପୁତ୍ର, ଚେନାବ, ଯମୁନା ଓ ମହାନଦୀ ମଧ୍ୟରୁ କାହାର ଉଦ୍ଗମସ୍ଥଳ ଭାରତରେ ନାହିଁ ?

ଉ: ବ୍ରହ୍ମପୁତ୍ର

୩- ଡଲଫିନ, ବ୍ଲୁ ହ୍ଵେଲ, ପାମଫ୍ରେଟ ଓ ଗ୍ରେଟ ହ୍ଵାଇଟ ସାର୍କ ମଧ୍ୟରୁ କିଏ ଆକାରରରେ ଛୋଟ ?

ଉ: ପାମଫ୍ରେଟ

୪- ଆକବର, ବାବର ଶାହାଜାହାନ ଓ ଔରଙ୍ଗଜେବଙ୍କ ମଧ୍ୟରୁ କିଏ ସବୁଠାରୁ ଶେଷରେ ବାଦଶାହ ହୋଇଥିଲେ ?

ଉ: ଔରଙ୍ଗଜେବ

୫- ବିଲୁପ୍ତ ହୋଇ ସାରିଥିବା ଡାଏନୋସରର ସମ୍ବନ୍ଧ କେଉଁ ପଶୁ ସମୂହ ସହ ଥିଲା ?

ଉ: ସରୀସୃପ

୬- କେଉଁ ଉପସର୍ଗ (ପ୍ରିଫିକ୍ସ) ବାଂଲାଦେଶର ପୁରୁଣା ନାମର ଅଂଶ ଥିଲା ?

ଉ: ପୂର୍ବ

୭- କେଉଁ ପ୍ରସିଦ୍ଧ କବି ଏବଂ ନାଟ୍ଯକାର ଏକ ବୃକ୍ଷର ଅଗ୍ରଭାଗରେ ବସି ମୂଳକୁ ହାଣୁଥିଲେ ?

ଉ: କାଳିଦାସ

୮- ଅନ୍ତରୀକ୍ଷ ପର୍ଯ୍ୟଟନ କମ୍ପାନୀ ‘ବ୍ଲୁ ଓରିଜିନ’ (Blue Origin) କେଉଁ ଆରବପତିଙ୍କ ସହ ସମ୍ବନ୍ଧିତ ?

ଉ: ଜେଫ ବେଜୋସ

୯- ମାର୍ଚ୍ଚ ୨୦୨୧ରେ ଇସ୍ତଫା ଦେବା ପୂର୍ବରୁ ତିବେନ୍ଦ୍ର ସିଂ ରାୱତ କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ?

ଉ: ଉତ୍ତରାଖଣ୍ଡ

୧୦- ‘The Autobiography of An Unknown Indian’ କେଉଁ ଅଜଣା ଭାରତୀୟଙ୍କ ଆତ୍ମକଥା ?

ଉ: ନୀରଦ ସି. ଚୌଧୁରୀ

୧୧- କେଉଁ ହିନ୍ଦୀ ଚଳଚ୍ଚିତ୍ର ସାର୍ପ ଶୁଟର ଚନ୍ଦ୍ରୋ ଓ ପ୍ରକାଶୀ ତୋମରଙ୍କ ଜୀବନୀ ଉପରେ ଆଧାରିତ ଅଟେ ?

ଉ: ସାଣ୍ଡ କି ଆଁଖ

୧୨- ସୌନ୍ଦର୍ଜ୍ୟ ଉପଚାର ବ୍ଲୋ ଡ୍ରାଇ ଶରୀରର ଉପର ଭାଗରେ ହୋଇଥାଏ ନା ତଳ ଭାଗରେ ?

ଉ: ଉପର ଭାଗରେ

୧୩- ଫ୍ରାନସିସୀ କ୍ରାନ୍ତି, ପ୍ରଥମ ବି-ଶ୍ଵ-ଯୁ-ଦ୍ଧ, ଭାରତର ସ୍ଵାଧୀନତା ଓ ବର୍ଲିନର କାନ୍ଥ ପତନ ମଧ୍ୟରୁ କେଉଁ ଘଟଣାଟି ସର୍ବ ପ୍ରଥମେ ହୋଇଥିଲା ?

ଉ: ଫ୍ରାନସିସୀ କ୍ରାନ୍ତି

୧୪- ମୁଖ୍ୟମନ୍ତ୍ରୀ ହେବ ପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେଉଁ ସରକାରୀ ସେବାରେ ନିଯୁକ୍ତ ଥିଲେ ?

ଉ: ଭାରତୀୟ ରାଜସ୍ୱ ସେବା

୧୫- ଜଣେ ଝିଅ ପାଖରେ ବାହାଘର ପୂର୍ବରୁ ଥାଏ, ବାହାଘର ପରେ ମଧ୍ୟ ଥାଏ କିନ୍ତୁ ବାହାଘର ଦିନ ନଥାଏ । ତାହା କ’ଣ ?

ଉ: Surname

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।