4 bollywood କମେଡି ଆକ୍ଟରଙ୍କ ରିଅଲ ଲାଇଫ beautiful ସ୍ତ୍ରୀ, ଆଗରୁ କେବେ ଦେଖି ନଥିବେ

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଜୀବନ ହେଉ ବା ଫିଲ୍ମ କମେଡି ନହେଲେ ମଜା ଆସି ନଥାଏ, ତେବେ ବଲୀଉଡ ଜଗତ ଏମିତି କିଛି ପ୍ରସିଦ୍ଧ ଅଭିନେତା ଅଛନ୍ତି ଯିଏ ନିଜ କାମ ଦ୍ଵାରା ଦର୍ଶକଙ୍କ ମନ କିଣି ନେଇଛନ୍ତି । ତେବେ କଣ ଆପାନ ଜାଣିଛନ୍ତି ତାଙ୍କ ସ୍ତ୍ରୀ ମାନେ ଦେଖିବାକୁ କେମିତି ଅଟନ୍ତି, ଆଜି ଆମେ ଆପାନଙ୍କୁ ତାଙ୍କ ସ୍ତ୍ରୀ ମାନଙ୍କୁ ଦେଖେଇବୁ ଓ ତାଙ୍କ ବିବାହ ବିଷୟରେ ଓ ତାଙ୍କ ପରିବାର ବିଷୟରେ ମଧ୍ୟ କହିବୁ ।

ପ୍ରାୟତଃ ଲୋକ ଅଭିନେତା ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିଛନ୍ତି ଯେ କିଏ କାହା ସ୍ତ୍ରୀ କିନ୍ତୁ କମେଡିଅନ ମାନାଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି, ଆସନ୍ତୁ ଜାଣିବା ।

୧. ଅର୍ଶଦ ଓ ମାରୀଆ :

ଆପଣ ମାନେ ଅର୍ଶଦଙ୍କୁ ବହୁତ ଫିଲ୍ମରେ କମେଡିଆନ ବା ଅଭିନେତା ରୂପରେ ଦେଖିବାକୁ ପାଇଥିବେ ଯେମିତିକି ଗୋଲମାଲ, ଜୋଲି ଏଲଏଲବି ଓ କେତେ ପ୍ରସିଦ୍ଧ ଅନ୍ୟ ଚଳଚିତ୍ରରେ ମଧ୍ୟ ଅର୍ଶଦ କାମ କରିଛନ୍ତି, ତେବେ କଣ ଆପାନ ଜାଣିଛନ୍ତି ତାଙ୍କ ସ୍ତ୍ରୀ ନାମ ମାରୀଆ ଅଟେ, ଅର୍ଶଦ ଓ ମାରିଆଙ୍କ ଦେଖା ଅର୍ଶଦ ଡ୍ୟାନ୍ସ ଏକେଡମିରେ ହୋଇଥିଲା ଯାହା ପ୍ପାରେ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ହେଲା ଓ ଦୁହେଁ ବିବାହ କଲେ ବର୍ତମାନ ଅର୍ଶଦଙ୍କ ଦୁଇଟି ଛୁଆ ଅଛନ୍ତି ଓ ଦୁହେଁ ନିଜ ପରିବାର ସହ ବହୁତ ଖୁସି ଅଟନ୍ତି, କଣ ଆପାନ ଏହା ଜାଣିଛନ୍ତି ଯେ ମାରୀଆ ଇସାଇ ଧର୍ମର ଅଟନ୍ତି କିନ୍ତୁ ବଲୀଉଡ ଦୁନିଆରେ ଲୋକ ଜାତି ଧର୍ମ କିଛି ଦେଖନ୍ତି ନାହିଁ ।

୨. ରାଜପାଲ ୟାଦବ :

ରାଜପାଲ ୟାଦବଙ୍କୁ କିଏ ଅବା ଜାଣି ନାହିଁ ବଲୀଉଡ ଜଗତ ବହୁତ ବଡ କମେଡିଅନ ରାଜପାଲ ୟାଦବ ଅଟନ୍ତି । ରାଜପାଲ ୟାଦବ କେନେଡିଅନ ଝିଅ ରାଦ୍ଧାଙ୍କ ସହ ବିବାହ କରିଛନ୍ତି, ତେବେ କୌଣସି ଫିଲ୍ମ ର ଶୁଟିଙ୍ଗ ପାଇଁ ରାଜପାଲ କେନେଡା ଯାଇଥିଲେ ଯେଉଁଠି ଗୋଟେ କଫି ସପରେ ଦୁହିଙ୍କ ଦେଖା ହୋଇଥିଲା ଓ ରାଜପାଲ ରାଦ୍ଧାଙ୍କ ନଂ ଆଣିଥିଲେ ଓ କଥା ହଉଥିଲେ । ଏହା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଯାହା ପରେ ରାଧା କ୍ୟାନେଡା ଛାଡି ଭାରତରେ ଆସି ସେଟେଲ ହୋଇଥିଲେ ।

୩. ସୁନୀଲ ଗ୍ରୋବର :

ଆପଣ ମାନେ କପିଲ ଶର୍ମା ଶୋରେ ଡକ୍ଟର ଗୁଲାଟି କଳାକାରଙ୍କୁ ଜାଣିଥିବେ ତାଙ୍କ ଅସଲ ନାମ ସୁନୀଲ ଗ୍ରୋବର ଅଟେ । ସେ ବହୁତ ଫିଲ୍ମରେ କମେଡିଅନ ଅଭିନୟ କରୁଛନ୍ତି, ତାଙ୍କୁ ଫିଲ୍ମ ଦୁନିଆକୁ ସଲମାନ ଖାନ ଆଣିଛନ୍ତି । ସୁନୀଲଙ୍କ ପତ୍ନୀ ନାମ ଆରତୀ ଗ୍ରୋବର ଅଟେ ଓ ଦୁହିଙ୍କ ଗୋଟେ ପୁଅ ମଧ୍ୟ ଅଛି ଯାହା ନାମ ମୋହନ ଗ୍ରୋବର ଅଟେ ।

୪. କପିଲ ଶର୍ମା :

ଆପଣ ମାନେ କପିଲ ଶର୍ମାଙ୍କୁ ଜାଣିଥିବେ ସୋନି ଟିଭିରେ ଏତେ ବଡ ଶୋ ଆସୁଛି କମେଡି ନାଇଟ ୱୀଥ କପିଲ ଏହି ଶୋ ର ହୋଷ୍ଟ କପିଲ ଶର୍ମା ଅଟନ୍ତି, କପିଲ ନିଜ ସାଙ୍ଗ ଗିନି ସହ ବିବାହ କରିଛନ୍ତି ଦୁହିଙ୍କ ମଧ୍ୟରେ ବହୁତ ପ୍ରେମ ଦେଖିବାକୁ ମିଳିଛି ତେବେ ଆର ବର୍ଷ କପିଲ ଗୋଟେ ଛୋଟ ଝିଅ ର ବାପା ହୋଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।