Chilika ମଝିରେ 3 ଦିନ ହେଲା ଫସି ରହିଛନ୍ତି ମତ୍ସ୍ୟଜୀବି, ସେମାନଙ୍କ ସହ ଅଛି ଏକ 10 ବର୍ଷର ଶିଶୁ, ଦେଖନ୍ତୁ Video

ଚିଲିକା ମଝିରେ ପ୍ରାୟ ତିନି ହେବ ଫ-ସି ରହିଛନ୍ତି କିଛି ମତ୍ସ୍ୟଜୀବୀ । ସବୁଠୁ ବଡ କଥା ହେଉଛି ସେମାନଙ୍କ ମଧ୍ୟରେ ଜଣେ ୧୦ ବର୍ଷର ପିଲା ରହିଛି । ଡଙ୍ଗାରେ ଚିଲିକାକୁ ମାଛ ମା-ରି-ବା-କୁ ଯାଇଥିବା ବେଳେ କତକି ଦଳରେ ଫ-ସି ଯାଇଛି ଡଙ୍ଗା । ଏହି ମତ୍ସ୍ୟଜୀବୀ ମାନେ ଗଞ୍ଜାମ ଜିଲ୍ଲା ପଥରା ଗାଁର ବୋଲି ଜଣାପଡିଛି । ତେବେ ତିନି ଦିନ ଫ-ସି ରହିବା ପରେ କୌଣସି ମତେ ଏହି ଖବର ପହଞ୍ଚାଇବାକୁ ସମର୍ଥ ହୋଇଛନ୍ତି ଏହି ମତ୍ସ୍ୟଜୀବୀ ମାନେ । ଫଳରେ ଏବେ ସେମାନଙ୍କୁ ମଝି ଚିଲିକାରୁ ବାହାର କରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ ।

ଘ-ଟ-ଣା-ସ୍ଥ-ଳ-କୁ ମାଲୁଦ ଅ-ଗ୍ନି-ଶ-ମ ବିଭାଗର ଏକ ଟିମ୍ ଯାଉଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗଡ ଘିମୁନ୍ଦାରେ ଚିଲିକା ଠାରୁ କିଛି ଦୂର ଚିଲିକାରେ ଫ-ସି ରହିଛି ଏହି ମତ୍ସ୍ୟଜୀବୀଙ୍କ ଡଙ୍ଗା । ମାଛ ମା-ରି-ବା-କୁ ଯାଇଥିବା ବେଳେ ଡଙ୍ଗାଟି କତକି ଦଳ ମଧ୍ୟରୁ ଫ-ସି ଯିବାରୁ ଏହିପରି ଅସୁବିଧାର ସମୁଖୀନ ହୋଇଛନ୍ତି ଏହି ମତ୍ସ୍ୟଜୀବୀ ମାନେ । ପ୍ରାୟ ତିନି ଦିନ ହେବ ସେହିପରି ଭାବେ ମଝି ଚିଲିକା ମଧ୍ୟରେ ସେମାନେ ଅଟକି ରହିଛନ୍ତି । ଫ-ସି ରହିବା ହେତୁ ମତ୍ସ୍ୟଜୀବୀ ମାନେ ଖବର ପହଞ୍ଚାଇବାରେ ଅସମର୍ଥ ହୋଇଥିଲେ ।

କିନ୍ତୁ ପରବର୍ତ୍ତୀ ସମୟରେ କୌଣସି ମତେ ଖବର ପହଞ୍ଚାଇବା ପରେ ଅ-ଗ୍ନି-ଶ-ମ ବା-ହି-ନୀ ତାଙ୍କୁ ଉ-ଦ୍ଧା-ର କରିବା ପାଇଁ ତାଙ୍କ ପାଖରେ ପହଞ୍ଚିବେ । ତେବେ ତିନି ଦିନ ଧରି ଏହି ମତ୍ସ୍ୟଜୀବୀ ମାନେ କଣ ଖାଇଛନ୍ତି ଓ କିପରି ରହିଛି ଏନେଇ ଏବେ ପର୍ଯ୍ୟନ୍ତ କାହାରି ପାଖେ କିଛି ଖବର ନାହିଁ । ସେମାନଙ୍କୁ ସେଠାରୁ ଉଦ୍ଧାର କରାଯିବା ପରେ ଯାଇ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯିବ ଓ ପରିସ୍ଥିତି ସମ୍ପର୍କରେ ସୂଚନା ନିଆଯିବ । ଘ-ଟ-ଣା-ସ୍ଥ-ଳ-ରେ ଅ-ଗ୍ନି-ଶ-ମ ବିଭାଗ ପହଞ୍ଚି ଦଉଡି ପକାଇବା କାମ ଆରମ୍ଭ କରିଛି ।

ଏହାପରେ ଯୋଜନା ଅନୁସାରେ ସେମାନଙ୍କ ଉ-ଦ୍ଧା-ର ପ୍ରକ୍ରିୟା ଜାରି ରଖିବେ ଅଗ୍ନିଶମ କର୍ମଚାରୀ ମାନେ । କିନ୍ତୁ ସେମାନଙ୍କ ପାଇଁ ମଧ୍ୟ ଏହି କତକି ଦଳ ବାଧକ ସାଜିଛି । ଚିଲିକାର ଅକାତ ପାଣିରେ କତକି ଦଳ ମଧ୍ୟରୁ ଏହି ମତ୍ସ୍ୟଜୀବୀ ମାନଙ୍କୁ ଉଦ୍ଧାର କରିବା ନିହାତି ଭାବେ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।