ଗୋଟିଏ ଲୋକକୁ ହିଁ ଭଲ ପାଇ ବସିଥିଲେ Bollywood ର ଏହି 3 ଜଣ Actress, କିନ୍ତୁ ତିନି ଜଣଙ୍କୁ ହିଁ ମିଳିଲା ଧୋକା

୯୦ ଦଶକର ବଲିଉଡର ଏହି  ତିନୋଟି ହିରୋଇନ ରବୀନ ଟଣ୍ଡନ, କରିସ୍ମା କପୁର , ତବୁ  ଏମାନେ ନିଜର ଭଲ ଅଭିନୟ ଯୋଗୁ ଲୋକମାନଙ୍କର ମନକୁ ଜିତି ପାରିଥିଲେ । ଏହି ତିନି ଜଣଙ୍କର ଅଭିନୟ ଟିକେ ଟିକେ ଅଲଗା ଥିଲା । ଯେତେବେଳେ କଥା ଆସିଲା କୌଣସି ହୀରୋକୁ ଡେଟ କରିବା ପାଇଁ ତ ତାଙ୍କର ଗୋଟେ ହିଁ ହୀରୋକୁ ପସନ୍ଦ କରିଥିଲେ । ସେହି ଅଭିନେତାକୁ ଲମ୍ବା ସମୟ ପର୍ଯ୍ୟନ୍ତ ଡେଟ କଲେ ।

କିନ୍ତୁ ଦୁଖର କଥା କହିବାକୁ ଗଲେ ସେହି ଅଭିନେତା ଏହି ତିନିଜଣଙ୍କୁ ନିଜର ଜୀବନ ସାଥୀ ରୂପରେ ଗ୍ରହଣ କରିଲେନି । ସେ କେଉଁ ଅଭିନେତା ଥିଲେ ଯାହାକି ଏହି ତିନି ଜଣ ଅଭିନେତ୍ରୀମାନେ ତାଙ୍କ ପ୍ରେମରେ ପାଗଳ ଥିଲେ ।  ସେ ଆଉ କେହି ନୁହନ୍ତି ଆମର ସିଙ୍ଘମ ଅଜୟ ଦେବଗନ ଯାହାକି ତାଙ୍କ ପ୍ରେମରେ ଏହି ତିନିଜଣ ଅଭିନେତ୍ରୀ ପ୍ରେମରେ ପାଗଳ ଥିଲେ ।

ରବୀନ ଟଣ୍ଡନ

୯୦ ଦଶକରେ ରବୀନ ଟଣ୍ଡନ ଓ ଅଜୟଦେବଗନଙ୍କ ଯୋଡି ଲୋକମାନେ ବହୁତ ପସନ୍ଦ କରୁଥିଲେ । ପରଦା ବାହାରେ ଏହି ଦୁଇଜଣ ଯାକ ପ୍ରେମ କରୁଥିଲେ ଏହି କଥା ଖବର କାଗଜରେ ଦିନ ଦିନ କୁ ପ୍ରଚାର ହେବାକୁ ଲାଗିଲା । ଏହି ବିଷୟରେ ରବିନା ଜାଣିପାରି ବହୁତ ଭାଙ୍ଗି ପଡିଥିଲେ ଏବଂ ଆତ୍ମ ହତ୍ୟା କରିବାକୁ ନିସ୍ପତି ନେଇଥିଲେ । ଅଜୟ  ଦେବଗନ ଏହି ବିଷୟରେ ମତ ରଖିଥିଲେ କି ରବିନା ପବ୍ଲିସିଟି ପାଇଁ ଏପରି କରିଥିଲେ । ଏହା ପରେ ଦୁଇଜଣଙ୍କ ସମ୍ପର୍କ ବିଚ୍ଛିର୍ଣ୍ଣ ହୋଇଯାଇଥାଲା

କରିସ୍ମା କପୁର

କରିସ୍ମା କାପୁର ମଧ ଅଜୟ ଦେବଗନଙ୍କ ପ୍ରେମ ରେ ପଡିଥିଲେ । କରିସ୍ମା ଫିଲ୍ମ ଜିଗରରେ ଅଜୟ ଦେବଗନଙ୍କ ସହ ଦେଖା ହୋଇଥିଲା ସେତେବେଳେ ନୂଆ କରି ଫିଲ୍ମ ଦୁନିଆକୁ ଅଜୟ ଦେବଗନ ଆସିଥିଲେ ଓ କରିସ୍ମା କପୁର ଜଣେ ଫେମସ ଅଭିନେତ୍ରୀ ଥିଲେ । ତଥାପି ଦୁଇଜଣଙ୍କ ମଧ୍ୟରେ ପ୍ରେମ ବହୁତ ଦିନ ପର୍ଯ୍ୟନ୍ତ ଚାଲିଥିଲା । ଏହି ଦୁଇଜଣଙ୍କ ପ୍ରେମ କାହାଣୀ ଭିତରେ କାଜଲ ଆସିଯାଇଥିଲେ । ଦିନେ କାଜଲ ଅଜୟ ଦେବଗନ ଅନକେ ପାଖକୁ ତାଙ୍କ ପ୍ରେମ ବିଷୟରେ ଚର୍ଚା କରିବାକୁ ଆସିଥିଲେ ଏହି ସମୟରେ କରିସ୍ମାଙ୍କ ଫୋନ ଆସିଥିଲା । ଏହି ସମୟରେ ଅଜୟ ଦେବଗଣ ରୁମରେ କାଜଲଙ୍କ କଥା ଶୁଣି ପାରି କରିସ୍ମା ରାଗି ଯାଇଥିଲେ ଓ ଏହି କାରଣ ରୁ ଧୀରେ ଧୀରେ ଅଜୟ ଦେବଗନ ଓ କରିସ୍ମାଙ୍କ ପ୍ରେମ ରେ ଭଟା ପଡିଥିଲା ।

ତବୁ

ତବୁ ଓ ଅଜୟ ଦେବଗନ ପିଲା ବେଳର ସାଙ୍ଗ ଥିଲେ । ଏହି ଦୁଇଜଣ ମିଶି ଯେତେବେଳେ ୧୯୯୫ ରେ ଫିଲ ହକିକତରେ କାମ କଲେ ଏହି ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ଏହି ପ୍ରେମ ବହୁତ ଦିନ ଚାଲି ନଥିଲା । ଦୁହେଁ ସାଙ୍ଗ ଭଳି ରହିଥିଲେ । ତବୁ ଏକ ସାକ୍ଷାତ କାରରେ ଅଜୟ ଦେବଗନଙ୍କୁ ନିଜର ବେଷ୍ଟ ଫ୍ରେଣ୍ଡ ବୋଲି ବିବେଚନା କରିଥିଲେ  ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।