3 ଦିନ ଖାଲି ପେଟରେ ଖାଇ ନିଅନ୍ତୁ ଗିଲୋୟ, ମୂଳରୁ ଶେଷ ହୋଇଯିବ ସବୁ ରୋଗ, ମିଳିଥାଏ ଏତେ ଫାଇଦା କି ଆପଣ ବି ଭାବି ନଥିବେ

ଆୟୁର୍ବେଦରେ ଆମେ ଅନେକ ଗଛ ବିଷୟରେ ଲେଖା ଥିବାର ଜାଣିଛୁ । ଏହି ଗଛ ଗୁଡିକ ଦ୍ଵାରା ଆମେ ଅନେକ ରୋଗ ଭଲ କରି ପାରିବା । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଗିଲୋଇ ଗଛ ବିଷୟରେ । ଏହା ଏକ ଔଷଧିୟ ଗଛ ଅଟେ । ଏହାର ଅନେକ ଉପକାରିତା ଗୁଣ ଅଛି ।ଆପଣ ମାନେ ତ ଜାଣିଛନ୍ତି କି ଏବେ କୋରୋନା ମହାମାରୀ କିଭଳି ନିଜର ବୃଦ୍ଧି ଘଟାଉଚି । ଏହି ସମୟରେ ଆମକୁ ନିଜର ଇମ୍ୟୁନିଟି କୁ ମଜବୁତ କରିବାକୁ ପଡିବ । ଆମେ ଏହି  ଗିଲୋଇ ର ଡାଙ୍ଗ ମାଧ୍ୟମରେ କିଭଳି ନିଜର ଇମ୍ୟୁନିଟି ବଢାଇ ପାରିବା ସେ ବିଷୟରେ ଆଜି ଆମେ କହିବୁ ।

କେବଳ ଭାଇରସ ନୁହେଁ ଏହାର ଅନ୍ଯାନ୍ଯ ଉପକାରିତା ଗୁଣ ମଧ୍ୟ ଅଛି ।ଆପଣ ଯଦି  ଗିଲୋଇ ର ପାଣିପିବେ ତାହାଲେ ଆପଣ ନିଶ୍ଚୟ ଭାବେ ଅନେକ ରୋଗରୁ ମୁକ୍ତି ପାଇ ପାରିବେ । ଗିଲୋଇ ପାଣି  ପିବା ଦ୍ଵାରା ଆପଣ କାସ ଥଣ୍ଡା ଓ ଜାରରୁ ମୁକ୍ତି ପାଇ ପାରିବେ ଏକା ସହ

ଯଦି ଆପଣ ଏହାକୁ ଗରମ ପାଣିରେ ପକେଇକି ଫୁଟେଇକି ପି ପାରିବେ କିମ୍ବା  ଆପଣ ଏହାର ପାଉଡର ମଧ୍ୟ ପାଣିରେ ପକାଇ ପି ପାରିବେ । ଏହାକୁ ସେବନ କେଇବା ଦ୍ଵାରା ଆପଣ ଆଁଠୁ ଗଣ୍ଠି ବିନ୍ଧା କମି ପାରିବ । ଏହା ସହ ମହିଳା ମାନଙ୍କର ଅନେକ  ସମସ୍ଯା ମଧ୍ୟ ଦୂର କରିଥାଏ ଗିଲୋଇ । ଏହି ଗଛ ସବୁ ଜାଗାରେ ଲଗେଇ ପାରିବେ । ଏହାକୁ ସବୁ  ବୟସର ଲୋକ ମାନେ ସେବନ କରିପାରିବେ ।

ଏହାର ଡାଙ୍ଗ ଅଧିକ କାମ ଦିଏ ଏହାର ପତ୍ର ଅପେଖ୍ୟା । ଏହାର ଅନ୍ୟ ନାମ ଅମୃତ ବେଲ । ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ । ଏହା ଆମର ଶରୀରରକୁ ସୁସ୍ଥ ରଖେ । ଏହା ଆମର ପେଟ ସଫା ରଖିବାରେ ସାହାଜ୍ଯ କରେ । ଏହା ଆମର ରକ୍ତ ସଫା କରିଥାଏ ।  ତେବେ ଏହାକୁ ପିବା ପାଇଁ ଆମକୁ କିଛି ଅଧିକ ଜିନିଷ ର ଆବଶ୍ୟକତା ନାଇ ଆପଣ ଏହାକୁ ଯଦି ଚାହିଁବେ ତେବେ ପ୍ରତିଦିନ ଚା ପିବା ସମୟରେ ଏହାର ବ୍ୟବହାର କରି ପାରିବେ ।

ଏହା ଆମର ଫ୍ୟାଟକୁ ମଧ୍ୟ କମାଇ ବାରେ ସାହାଜ୍ଯ କରେ । ଏହା ପିବା ଦ୍ଵାରା ଆପଣ ଚିନ୍ତା ମୁକ୍ତ ରହି ପାରିବେ କାରଣ ଏହା ଅନେକ ଭାଇରସ କୁ ମାରି ଥାଏ । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଏହାର ଏକ କାଡ଼ା  ବନେଇବା ଶିଖେଇବୁ । ଆପଣ ଗୋଟେ ଜାଗାରେ ପାଣି ଗରମ କରନ୍ତୁ  ଓ  ଏହା ଗରମ ହେବା ପରେ ଏଥିରେ ଗୋଲମରୀଚ ଟିକେ କୁଟିକି ପକାନ୍ତୁ ଏହା ଦ୍ଵାରା ଆପଣ ଙ୍କର କଫ କାଟିବ ।

ଯଦି ଆପଣ ଏହାକୁ ପି ପାରୁ ନାହାନ୍ତି ତେବେ ଏଥିରେ କିଛି ମାତ୍ରାରେ ଗୁଡ କିମ୍ବା ଚିନି ମିଶେଇକି ପି ପାରିବେ । ଏଥିରେ ଆପଣ ଚାହିଁଲେ ମିଶିରି ମଧ୍ୟ  ପକେଇକି ପି ପାରିବେ । ଏହା ଆପଣ ଙ୍କର ସ୍ମରଣ ଶକ୍ତି ମଧ୍ୟ ବଢେଇ ଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ହେଲଥ ଟିପ୍ସଟି  ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।